ଆପଣ ଏହି ଭି-ଡି-ଓ-ରେ ମା-ର-ପି-ଟ ଓ ହ-ଙ୍ଗା-ମା ହେଉଥିବାର ଦେଖି ପାରୁଥିବେ । ଭି-ଡି-ଓ-ଟି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ବୋଲି ଜଣାପଡିଛି । ତେବେ ଏହି ଭି-ଡି-ଓ-ରେ ହେଉଥିବା ପୁରା ହ-ଙ୍ଗା-ମା-ର କାହାଣୀ ଆଜି ଆମେ ଆପଣଙ୍କୁ କହିବୁ । ଏହି ଭି-ଡି-ଓ-ଟି ଭୋପାଳର ଏକ ଜିମ୍ ର ଅଟେ । ସେଠାରେ ଜଣେ ମହିଳା ନିଜ ଭଉଣୀଙ୍କ ସହ ପହଞ୍ଚୁଛନ୍ତି ଓ ସେଠାରେ ଅନ୍ୟ ଜଣେ ମହିଳାଙ୍କ ସହ ନିଜ ସ୍ଵାମୀଙ୍କୁ ଦେଖି ଖୁବ ରା-ଗି ଯାଉଛନ୍ତି ।
ଏହାପରେ ତୁରନ୍ତ ମହିଳା ଜଣକ ନିଜ ସ୍ବାମୀଙ୍କ କଥିତ ଗାର୍ଲଫ୍ରେଣ୍ଡଙ୍କୁ ମା-ଡ ମା-ରି-ବା ଆରମ୍ଭ କରି ଦେଉଛନ୍ତି । କେତେବେଳେ ଉକ୍ତ ମହିଳାଙ୍କ ଚୁଟି ଟା-ଣି ତାଙ୍କୁ ମା-ରୁ-ଛ-ନ୍ତି ତ ଆଉ କେତେବେଳେ ଚପଲରେ ପା-ହା-ର ବର୍ଷା କରି ଦେଉଛନ୍ତି । ଏହି ସମୟରେ ତାଙ୍କ ସ୍ଵାମୀ ନିଜ ମହିଳା ବନ୍ଧୁଙ୍କୁ ବଞ୍ଚାଇବାକୁ ଖୁବ ପ୍ରୟାସ କରୁଛନ୍ତି । କିନ୍ତୁ ଥୟ ଧରିବା ବଦଳରେ ମହିଳା ଜଣକ ତାଙ୍କ ସ୍ଵାମୀଙ୍କୁ ମଧ୍ୟ ମା-ଡ ମା-ରି-ବା ଆରମ୍ଭ କରି ଦେଉଛନ୍ତି । ଏହିପରି ଭାବେ ସ୍ଵାମୀ, ସ୍ତ୍ରୀ ଓ ସ୍ବାମୀଙ୍କ ଗାର୍ଲଫ୍ରେଣ୍ଡଙ୍କ ମଧ୍ୟରେ ଭୀଷଣ ମା-ଡ ଗା-ଳି ଚାଲିଲା ।
ଖବର ଅନୁଯାୟୀ ମହିଳାଙ୍କ ସ୍ଵାମୀ ସେଠାକାର ଜିମ୍ କୁ ଏକ୍ସରସାଇଜ କରିବାକୁ ଆସିଥିଲେ । ସେଠାରେ ତାଙ୍କ ସହ ଜଣେ ମହିଳା ମଧ୍ୟ ଏକାଠି ଜିମ୍ କରୁଥିଲେ । ଏହି ଖବର କେଉଁଠାରୁ ମଧ୍ୟ ମହିଳାଙ୍କ ପାଖେ ପହଞ୍ଚିଥିଲା । ଆଉ ସେ କ୍ରୋ-ଧ-ରେ ତୁରନ୍ତ ଯାଇ ସେଠାରେ ପହଞ୍ଚିଥିଲେ ଓ ଏହାପରେ ହ-ଙ୍ଗା-ମା ଆରମ୍ଭ ହୋଇ ଯାଇଥିଲା । ପୋ-ଲି-ସ ରିପୋର୍ଟ ମୁତାବକ ଉକ୍ତ ମହିଳା ଜଣକ ପୂର୍ବରୁ ହିଁ ତାଙ୍କ ସ୍ଵାମୀ ଓ ପରିବାର ଉପରେ ଯୌ-ତୁ-କ ନି-ର୍ଯା-ତ-ନା-କୁ ନେଇ ଏକ ମା-ମ-ଲା ରୁ-ଜୁ କରିଛନ୍ତି ।
କିନ୍ତୁ ଏହି ଘ-ଟ-ଣା ପରେ ତାଙ୍କ ସ୍ବାମୀଙ୍କ ମହିଳା ମିତ୍ର ମଧ୍ୟ ତାଙ୍କ ନାମରେ ଥା-ନା-ରେ ଏକ ମା-ର-ପି-ଟ ମା-ମ-ଲା ରୁ-ଜୁ କରିଛନ୍ତି । ଏହିଭଳି ଭାବେ ଦୁଇ ପକ୍ଷରୁ ମା-ମ-ଲା ରୁ-ଜୁ କରାଯାଇ ଥିବା ବେଳେ ପୋ-ଲି-ସ ଦୁଇ ପକ୍ଷଙ୍କୁ ଯା-ଞ୍ଚ କାର୍ଯ୍ୟରେ ସାମିଲ ହେବା ପାଇଁ ନୋଟିସ ପଠାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।