ବିଧାୟକଙ୍କ ଘରୁ ଏତେ ସୁନା ଗହଣା ବାହାରିଲା ଯେ ଓଜନ କରିବାକୁ ଲାଗିଲା ଅଧଘଣ୍ଟା ! ଦେଖନ୍ତୁ କଣ କହିଲା ଓଜନ କରୁଥିବା ବଣିଆ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭି-ଜି-ଲା-ନ୍ସ ରେ-ଡ୍ କରିବା ସହ ଏକାଧିକ ତଥ୍ୟର ଯା-ଞ୍ଚ କରିଛି । ସେ ୫ କୋଟିରୁ ଉର୍ଦ୍ଧ୍ଵ ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା ଅ-ଭି-ଯୋ-ଗ ଘ-ଟ-ଣା-କୁ ନେଇ ତାଙ୍କ ଘରେ ଚ-ଢା-ଉ କରା ଯାଇଥିବା ବେଳେ ବିଧାୟକଙ୍କ ଘରେ କେତେ ପରିମାଣର ସୁନା ଗହଣା ରହିଛି ତାହା ଓଜନ କରିବା ପାଇଁ ବଣିଆକୁ ଡ଼ାକିଥିଲା ଭି-ଜି-ଲା-ନ୍ସ । ବଣିଆ ଜଣକ ଏକ ଓଜନ ମେସିନ ଧରି ପହଞ୍ଚିଥିଲେ ପ୍ରଦୀପଙ୍କ ଘରେ ।

ତାଙ୍କୁ ସୁନା ଗହଣା ଓଜନ କରିବା ପାଇଁ ଭି-ଜି-ଲା-ନ୍ସ ଡ଼ି-ଏସ-ପି ଡକାଇଥିଲେ ବୋଲି ସେ କହିଥିଲେ । ବଣିଆଙ୍କୁ ପଚରା ଯିବାରୁ ସେ କହିଲେ, କେତେ ସୁନା ଗହଣା ବାହାରିଲା ତାହା ଭି-ଜି-ଲା-ନ୍ସ କହିବ । ତେବେ ଭି-ଜି-ଲା-ନ୍ସ ଏନେଇ ସୂଚନା ଦେବାକୁ ବାକି ଥିବା ବେଳେ ପ୍ରାୟ ଅଧ ଘଣ୍ଟା ଧରି ବଣିଆ ସୁନା ଗହଣା ଓଜନ କରିଥିବା କଥା କ୍ୟାମେରା ଆଗରେ କହିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅ-ଭି-ଯୋ-ଗ-ରେ ଭି-ଜି-ଲା-ନ୍ସ ପକ୍ଷରୁ ପ୍ରଦୀପଙ୍କ ବ୍ରହ୍ମପୁର ଓ ଭୁବନେଶ୍ଵର ବାସଭବନ ସମେତ ସମ୍ପର୍କୀୟଙ୍କ ଘରେ ମଧ୍ୟ ରେ-ଡ୍ କରାଯାଇଛି ।

ଏକକାଳୀନ ଭାବେ ପ୍ରାୟ ୧୫ ଟି ସ୍ଥାନରେ ଚ-ଢା-ଉ କରିଛି ଭିଜିଲାନ୍ସ । ପ୍ରଦୀପଙ୍କ ଘନିଷ୍ଠ ବନ୍ଧୁ କୁହା ଯାଉଥିବା ସର୍ବେଶ୍ଵର ରାଓ ଏବଂ ପ୍ରଦୀପଙ୍କ ପୂର୍ବତନ ଡ୍ରାଇଭରଙ୍କ ଘରେ ମଧ୍ୟ ଯା-ଞ୍ଚ କରିଛି ଭି-ଜି-ଲା-ନ୍ସ ଟି-ମ୍ । ପ୍ରଦୀପ ପାଣିଗ୍ରାହୀଙ୍କ ବି-ରୋ-ଧ-ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଗତ ବର୍ଷ ଡିସେମ୍ବର ମାସରେ ଲୋକାୟତଙ୍କ ପାଖରେ ଅ-ଭି-ଯୋ-ଗ କରିଥିଲେ ରାଜ୍ୟ ସରକାର । ୨୦୦୯ ରୁ ୨୦୨୦ ମଧ୍ୟରେ ପ୍ରଦୀପ ୫ କୋଟିରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା ତାଙ୍କ ନାଁ ରେ ଅ-ଭି-ଯୋ-ଗ ହୋଇଥିଲା ।

ତେବେ ଏହାପରେ ଏକ ବଡ ଧରଣର ରେ-ଡ୍ କରିଛି ଭି-ଜି-ଲା-ନ୍ସ । ତେବେ ବିଧାୟକଙ୍କ ଘରୁ ଏମିତି କେତେ ସୁନା ଗହଣା ବାହାରିଲା ଯେ ଓଜନ କରିବାକୁ ବଣିଆଙ୍କୁ ଅଧ ଘଣ୍ଟା ଲାଗିଲା ? ଭି-ଜି-ଲା-ନ୍ସ ରେ-ଡ୍ ବେଳେ କେତେ ସୁନା ଅଳଙ୍କାର ବାହାରିଲା ଏହା ଜାଣିବାକୁ ସମସ୍ତେ ଉତ୍ସୁକ ହୋଇ ପଡିଛନ୍ତି । ଦେଖାଯାଉ ଏନେଇ କେବେ ସୂଚନା ଦେଉଛି ଭି-ଜି-ଲା-ନ୍ସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆମ ସହ ଆଗକୁ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।