Selfie ନେବା ପଡିଲା ଭାରୀ, Rayagada ନାଗାବଳୀ ରେ ସେଲଫି ନେଉ ନେଉ ହଠାତ ନିଖୋଜ ହେଇଗଲେ ଯୁବକ, ପତ୍ତା ମିଳୁନି, ଦେଖନ୍ତୁ Video

ସେଲଫି ସାଜିଲା କା-ଳ । ରାୟଗଡାରେ ନାଗାବଳୀ ନଦୀର ଝୁଲା ପୋଲ ନିକଟରେ ସେଲଫି ନେବା ବେଳେ ଜଣେ ଯୁବକ ନି-ଖୋ-ଜ ହୋଇ ଯାଇଛନ୍ତି । ନି-ଖୋ-ଜ ଯୁବକ ଜଣକ ହେଉଛନ୍ତି ବିଲାଲ ଅଂଶାରି ଓ ସେ ଉତ୍ତରପ୍ରଦେଶ ଶାମଳୀ ଜିଲ୍ଲା ଝିଞ୍ଝାନା ଗାଁ ବୋଲି ଜଣାପଡିଛି । ସେ ରାୟଗଡାରେ ରହି ଜଣେ ଫେରିବାଲା ଭାବେ କାର୍ଯ୍ୟ କରୁଥିଲେ । ଗତ ରବିବାର ଦିନ ବିଲାଲ ନିଜ ସାଙ୍ଗମାନଙ୍କ ସହ ଝୁଲା ପୋଲ ନିକଟକୁ ବୁଲିବାକୁ ଯାଇଥିଲେ ।

ତେବେ ପାଣି ଭିତରକୁ ଯାଇ ସେଲଫି ନେବା ବେଳେ କୌଣସି କାରଣରୁ ବିଲାଲ ପାଣି ଭିତରକୁ ଖ-ସି ପ-ଡି-ଥି-ଲେ ଏବଂ ନି-ଖୋ-ଜ ହୋଇ ଯାଇଥିଲେ । ଏନେଇ ତାଙ୍କ ସହଯୋଗୀ ମାନେ ରାୟଗଡା ଥା-ନା-ରେ ଏ-ତ-ଲା ଦେବା ପରେ ଆଜି ଅ-ଗ୍ନି-ଶ-ମ ବା-ହି-ନୀ ଖୋଜାଖୋଜି ଚଳାଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ନି-ଖୋ-ଜ ଯୁବକଙ୍କ ପ-ତ୍ତା ମିଳିନାହିଁ । ତେବେ ଗତ କିଛି ବର୍ଷ ଧରି ରାୟଗଡାର ଏହି ନାଗାବଳୀ ଝୁଲା ପୋଲ ଏକ ଡେ-ଥ ପ-ଏ-ଣ୍ଟ ପାଲଟିଛି ବୋଲି ଆଲୋଚନା ହେଉଛି ।

କାରଣ ପ୍ରତିବର୍ଷ କିଛି ନା କିଛି ପର୍ଯ୍ୟଟକ ନଦୀ ଭିତରକୁ ଯାଇ ଗାଧୋଇବା ବେଳେ ହେଉ ବା ସେଲଫି ନେବା ବେଳେ ଅଜାଣତରେ ଭା-ସି ଯାଉଛନ୍ତି । ସେହିପରି ଘ-ଟି-ଛି ବିଲାଲଙ୍କ ସହ । ସେ ସେଲଫି ନେଉଥିବା ବେଳେ ନାଗାବଳୀର ପ୍ରଖର ଜଳସ୍ରୋତରେ ଭା-ସି ଯାଇଥିଲେ । ତେବେ ତାଙ୍କୁ ଅନେକ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ନ ପାଇବାରୁ ତାଙ୍କ ସହଯୋଗୀ ମାନେ ରାୟଗଡା ଥାନାରେ ଏ-ତ-ଲା ଦେଇଥିଲେ । ତେବେ ଆଜି ସକାଳୁ ଅ-ଗ୍ନି-ଶ-ମ ବା-ହି-ନୀ ଉକ୍ତ ନି-ଖୋ-ଜ ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି ।

ତେବେ ଦୀର୍ଘ ସମୟ ଧରି ଖୋଜିବା ପରେ ଅ-ଗ୍ନି-ଶ-ମ ବା-ହି-ନୀ ଫେରି ଆସିଛନ୍ତି ଓ ବିଲାଲଙ୍କ କୌଣସି ପତ୍ତା ମିଳି ନଥିବା ସେମାନେ ସୂଚନା ଦେଇଛନ୍ତି । ତେବେ ସନ୍ଧ୍ୟା ବେଳେ ସେମାନେ ଆଉ ଥରେ ଯାଇ ଖୋଜାଖୋଜି କରିବେ ବୋଲି ସୂଚନା ରହିଛି । ୨୦୧୭ ରୁ ଏପର୍ଯ୍ୟନ୍ତ ପ୍ରାୟ ୧୪ ରୁ ଅଧିକ ଲୋକ ଏଠାରେ ଭା-ସି ଯାଇ ପ୍ରା-ଣ ହ-ରା-ଇ-ଛ-ନ୍ତି ।

ତେବେ ନାଗାବଳୀ ଝୁଲା ପୋଲକୁ ବି-ପ-ଦ ସ-ଙ୍କୁ-ଳ ଅବସ୍ଥାରେ ପର୍ଯ୍ୟଟକ ମାନେ ଯାଉଥିବା ଏହି ସ୍ଥାନରେ କ-ଟ-କ-ଣା ଲଗାଇବା ପାଇଁ ପ୍ର-ଶା-ସ-ନ କୌଣସି ବ୍ୟବସ୍ଥା କରି ନାହାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।