‘ଉଠୁ ମାମୁଁ ଉଠୁ, ପ୍ଲିଜ୍ ମାମୁଁ ଉଠୁ’, Arindam Das ଙ୍କ ଅକାଳ ବିୟୋଗ ପରେ ବାହୁନି ବାହୁନି କାନ୍ଦୁଛନ୍ତି ତାଙ୍କ ଭାଣିଜୀ, Video ଦେଖିଲେ ଆପଣ ନିଜକୁ ସମ୍ଭାଳି ପାରିବେନି

ଓଡ୍ରାଫ ବୋଟ ଦୁ-ର୍ଘ-ଟ-ଣା-ରେ ଅରିନ୍ଦମ ଦାଶଙ୍କ ମୃ-ତ୍ୟୁ ପରେ ଦୁଃଖରେ ଭା-ଙ୍ଗି ପ-ଡି-ଛନ୍ତି ଅରିନ୍ଦମଙ୍କ ପରିବାର ଲୋକେ । ଅରିନ୍ଦମଙ୍କ ଭଉଣୀ ଏବଂ ଭାଣିଜୀଙ୍କ ବୁ-କୁ-ଫ-ଟା କ୍ର-ନ୍ଦ-ନ ଦେଖିଲେ ଆପଣ ମଧ୍ୟ କାନ୍ଦି ପକାଇବେ । ଉଠୁ ମାମୁଁ ଉଠୁ ପ୍ଳିଜ ଉଠୁ କହି କାନ୍ଦୁଥିଲେ ଓ ହୁଏତ ମନରେ କୌଣସି ଏକ ଚମତ୍କାର ହେବାର ଆଶା କରୁଥିଲେ ତାଙ୍କ ଭାଣିଜୀ । ଘଟଣାଟି ହେଉଛି ଗତକାଲି ମୁଣ୍ଡଳି ବ୍ୟାରେଜ ଠାରେ ପ୍ରଖର ଜଳ-ସ୍ରୋ-ତ ମଧ୍ୟରେ ଫ-ସି ରହିଥିଲା ଦନ୍ତା ହାତୀଟିଏ ।

ହାତୀକୁ ଉଦ୍ଧାର କରିବା ପାଇଁ ଏକ ରବରବୋଟରେ କିଛି ଓଡ୍ରାଫ କର୍ମଚାରୀ ଓ ଦୁଇ ଜଣ ଗଣମଧ୍ୟମ ପ୍ରତିନିଧି ଘଟଣାଟି ଜଣ ସାଧାରଣଙ୍କୁ ଦେଖାଇବା ପାଇଁ ଯାଇଥିଲେ । ସେଥିରେ ଥିଲେ ଓଟିଭିର ମୁଖ୍ୟ ତଥା ଯୁବ ପ୍ରତିନିଧି ଅରିନ୍ଦମ ଦାଶ । ତେବେ ପ୍ର-ଖ-ର ସୁ-ଅ-ରେ ନିୟନ୍ତ୍ରଣ ହରାଇ ଦେଇଥିଲା ଓଡ୍ରାଫ ବୋଟ, ଆଉ ସିଧା ଯାଇ ପଡିଥିଲା ଖାଇ ମଧ୍ୟରେ । ବୋଟରେ ଥିବା ସମସ୍ତେ ପାଣିରୁ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ବ୍ରିଜ ଉପରେ ଠିଆ ହୋଇଥିବା ଲୋକ ଜାଲ ଓ ଦଉଡି ଆଦି ସେମାନଙ୍କ ପାଖକୁ ପକାଇଥିଲେ ।

କିଛି ଓଡ୍ରାଫ କର୍ମଚାରୀ ଓ ଅନ୍ୟ ଓଟିଭି ପ୍ରତିନିଧି ଉ-ଦ୍ଧା-ର କରାଯାଇଥିଲେ । କିନ୍ତୁ ଯୁବ ପ୍ରତିନିଧି ଅରିନ୍ଦମ ଦାଶ ପ୍ରାଣ ବିକଳରେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବଞ୍ଚି ପାରି ନଥିଲେ । ମହାନଦୀର ପ୍ରଖର ସୁଅରେ ବୁ-ଡି ତାଙ୍କର ମୃ-ତ୍ୟୁ ହୋଇଛି । ତାଙ୍କର ଏଭଳି ଅ-କା-ଳ ବି-ୟୋ-ଗ-ରେ ଭା-ଙ୍ଗି ପଡିଛନ୍ତି ତାଙ୍କ ପରିବାର ଲୋକେ । ଅରିନ୍ଦମଙ୍କ ବାପାଙ୍କର ପୂର୍ବରୁ ମୃ-ତ୍ୟୁ ହୋଇ ଯାଇଥିବା ବେଳେ ତାଙ୍କ ଘରେ ତାଙ୍କ ମା, ସ୍ତ୍ରୀ ଓ କୁନି ପିଲାଟିଏ ଅଛି । ଅରିନ୍ଦମଙ୍କ ଭଉଣୀଙ୍କା ବିବାହ ପୂର୍ବରୁ ହୋଇ ଯାଇଥିବା ବେଳେ ତାଙ୍କର ଭାଣିଜୀ ମଧ୍ୟ ଅଛନ୍ତି ।

ଅରିନ୍ଦମଙ୍କୁ ସମସ୍ତେ ଖୁବ ପ୍ରେମ କରୁଥିଲେ ଓ ଅରିନ୍ଦମ ମଧ୍ୟ କର୍ମକ୍ଷେତ୍ର ଭଳି ଘରେ ପରିବାରରେ ସମସ୍ତଙ୍କ ଯତ୍ନ ନେଉଥିଲେ ଓ ଆବଶ୍ୟକତା ପୂରଣ କରୁଥିଲେ । ଅରିନ୍ଦମଙ୍କ ପା-ର୍ଥି-ବ ଶ-ରୀ-ର କେନ୍ଦୁଝର ଜିଲ୍ଲାର ରାଜନଗର ପଞ୍ଚାୟତ ସ୍ଥିତ ରାଇକଳା ଗ୍ରାମକୁ ନିଆଯିବା ପରେ ସେଠାରେ ଶୋ-କ-ର ମାହୋଲ ଦେଖିବାକୁ ମିଳିଥିଲା । ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଲୋକଙ୍କ କା-ନ୍ଦ-ବୋ-ବା-ଳି ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଅରିନ୍ଦମଙ୍କ ଆତ୍ମାକୁ ଭଗବାନ ଶାନ୍ତି ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।