‘ବା ଆଉ ଆସିବନି’ ଦେଖନ୍ତୁ Arindam ଙ୍କ ମା’ କାନ୍ଦି କାନ୍ଦି ତାଙ୍କ କୁନି ପୁଅକୁ କଣ କହୁଛନ୍ତି ? ପୁରା Video ଦେଖିଲେ ଆପଣ ବି କାନ୍ଦି ପକେଇବେ

ଗତକାଲି ମୁଣ୍ଡଳୀ ବ୍ୟାରେଜ ଠାରେ ଫ-ସି ରହିଥିବା ହାତୀକୁ ଘଉଡାଇବାକୁ ଯାଇଥିଲେ କିଛି ଓଡ୍ରାଫ ଯବାନ ଓ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧି । କିନ୍ତୁ ଯୁବ ପ୍ରତିନିଧି ଅରିନ୍ଦମ ଦାଶ ଏହି ଦୁ-ର୍ଘ-ଟ-ଣା-ରେ ପ୍ରା-ଣ ହ-ରା-ଇ-ଥି-ଲେ । ତାଙ୍କ ଅ-କା-ଳ ମୃ-ତ୍ୟୁ-ରେ ତାଙ୍କ ପରିବାର, ଗ୍ରାମବାସୀ ଏବଂ ସହକର୍ମୀ ସମସ୍ତେ ଦୁଃଖରେ ଭା-ଙ୍ଗି ପଡିଛନ୍ତି । ତାଙ୍କର କୁନି ପିଲା ଟିଏ ଯିଏ କି ସଂପୂର୍ଣ୍ଣ ଭାବେ ଅଜ୍ଞାତ ସେ ମଧ୍ୟ କିଛି ବୁଝି ପାରୁନାହିଁ ।

ଭଲ ଭାବେ କିଛି ବୁଝିବା ଆଗରୁ ବାପାକୁ ହରାଇଥିବା କୁନି ପିଲାଟିକୁ ତା ବାପା ଆଉ ଫେରିବେନି କହି ବୁଝାଇ ଦେଉଥିବା ଦୃଶ୍ୟ ଦେଖିଲେ ଆପଣ ମଧ୍ୟ କାନ୍ଦି ପକାଇବେ ।  ମୁଣ୍ଡଳୀରେ ପାଣି ସ୍ରୋତ ମଧ୍ୟରେ ଫ-ସି ରହିଥିବା ହାତୀଟି ପାଣି ସୁଅକୁ କା-ଟି ବାରମ୍ବାର ବାହାରକୁ ଆସିବାକୁ ଚେଷ୍ଟା କରୁଥିଲା । କିନ୍ତୁ ପାଣି ସୁଅ ଏତେ ପ୍ରଖର ଥିଲା ଯେ ହାତୀ ମଧ୍ୟ ତାହାକୁ ଭେଦ କରିବାରେ ଅସମର୍ଥ ହେଉଥିଲା । ତେବେ ହାତୀକୁ ବଞ୍ଚାଇବା ଅପରେସନରେ ଯାଇଥିବା ଓଡ୍ରାଫ ବୋଟଟି ନିୟନ୍ତ୍ରଣ ହରାଇ ଖାଇ ମଧ୍ୟକୁ ଭା-ସି ଯାଇଥିଲା ।

ଆଉ ସେଥିରେ ଥିବା ଓଡ୍ରାଫ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ସମସ୍ତେ ନିଜ ଜୀବନ ବଞ୍ଚାଇବାକୁ ବାରମ୍ବାର ଚେଷ୍ଟା କରୁଥିଲେ । କିନ୍ତୁ ଏତେ ପ୍ରଖର ଜଳ-ସ୍ରୋ-ତ ମଧ୍ୟରୁ ବାହାରିବା ଅସମ୍ଭବ ହେଉଥିଲା । ତେବେ ନିଜ ପ୍ରାଣ ବଞ୍ଚାଇବାକୁ ଅନେକ ସଂଘର୍ଷ ପରେ ମଧ୍ୟ ମହାନଦୀର ପ୍ରଖର ସୁଅ ଏବଂ ଗଭୀର ଜଳ ମଧ୍ୟରେ ବୁ-ଡି ପ୍ରା-ଣ ହ-ରା-ଇ-ଥି-ଲେ ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଦାଶ ।

ଅରିନ୍ଦମ ଦାଶ ଜଣେ ନିର୍ଭୀକ ଏବଂ ସାହସିକ ଗଣମାଧ୍ୟମ ପ୍ରତିନିଧି ଥିଲେ । ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିରେ ସମସ୍ତ ବାଧାବିଘ୍ନକୁ ସାମନା କରି ସେ ସବୁଠାରେ ପହଞ୍ଚି ଯାଉଥିଲେ ଲୋକଙ୍କ ପାଖରେ ସଠିକ ଖବର ପହଞ୍ଚାଇବା ପାଇଁ । କିନ୍ତୁ ଏଥର ବିଧିର ବିଧାନ କିଛି ଅଲଗା ଥିଲା । ବହୁ ଚେଷ୍ଟା ସତ୍ତ୍ୱେ ଗଭୀର ଜଳରେ ବୁ-ଡି ଯାଇଥିଲା ଅରିନ୍ଦମ । ତେବେ ତାଙ୍କ ମ-ର ଶ-ରୀ-ର ଉଦ୍ଧାର ହେବା ପରେ ଶେ-ଷ-କୃ-ତ୍ୟ ସମ୍ପନ୍ନ କରିବା ପାଇଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ପୈତୃକ ଗ୍ରାମ ରାଇକଳାକୁ ନିଆ ଯାଇଥିଲା ।

ଅରିନ୍ଦମଙ୍କ ପା-ର୍ଥି-ବ ଶ-ରୀ-ର ସେଠାରେ ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ ଅନେକ ବନ୍ଧୁ ଓ ଶୁଭେଛୁ ଭି-ଡ ଜମାଇଥିଲେ । ଅରିନ୍ଦମଙ୍କ ପରିବାର ଲୋକେ ଭା-ଙ୍ଗି ପଡିଥିବା ବେଳେ । ତାଙ୍କ ଅଜ୍ଞାତ ପିଲାକୁ ବା ଆଉ ଫେ-ରି-ବେ-ନି କହି ବୁଝାଇ ଦେଉଥିଲେ । ବା ତାଙ୍କ ଦାଦୁ ବା ଜେଜେଙ୍କ ପାଖକୁ ଚାଲିଗଲେ କହି ବୁଝାଇ ଦେଉଥିଲେ କୁନି ପିଲାକୁ । କିଛି ବୁଝିବା ଆଗରୁ ବାପା ଛେଉଣ୍ଡ ହୋଇଯାଇଛି ପିଲାଟି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।