ପ୍ରେମ ମଣିଷର ମତି ଭ୍ରମ କରି ପକାଏ ବୋଲି ସମସ୍ତେ ଜାଣିଛୁ । ପ୍ରେମରେ ଅନ୍ଧ ହୋଇ ମଣିଷ କେତେବେଳେ ତ୍ୟାଗର ସବୁ ସୀମା ପାର କରି ଦିଏ ତ ଆଉ କେବେ ପାଲଟି ଯାଏ ଅ-ପ-ରା-ଧୀ । ପ୍ରତ୍ଯେକ ବ୍ୟକ୍ତିଙ୍କୁ ତାଙ୍କ ଜୀବନରେ ଥରେ ହେଲେ ବି ପ୍ରେମ ହୋଇଥାଏ ।
ଆଉ ପ୍ରେମ ମଣିଷକୁ ମିଳୁ ବା ନ ମିଳୁ କିନ୍ତୁ ଅନେକ କିଛି ଶିକ୍ଷା ଦେଇଥାଏ । ଯାହା ମଣିଷ ତା ଜୀବନରେ କେବେ ମଧ୍ୟ ଭୁଲି ପାରେ ନାହିଁ । ପ୍ରେମରେ କରିଥିବା ଭୁଲକୁ ସୁଧାରି ପାରିଲେ ମଣିଷ ଜୀବନ ସୁଖମୟ ହୋଇଥାଏ । ପ୍ରେମକୁ ନେଇ ପ୍ରତ୍ଯେକ ବ୍ୟକ୍ତିଙ୍କ ଭିନ୍ନ ଭିନ୍ନ ମତ ଏବଂ ଅନୁଭୂତି ରହିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏକ ନିଆରା ପ୍ରେମ କାହାଣୀ ତଥା ପ୍ରେମ ବିବାହ ବିଷୟରେ କହିବାକୁ ଯାଉଛୁ । ଯାହା ଜାଣିଲେ ଆପଣ କିପରି ପ୍ରତିକ୍ରିୟା ରଖିବେ ନିଜେ ମଧ୍ୟ ବୁଝି ପାରିବେ ନାହିଁ ।
କଟକ ଜିଲ୍ଲାର ସାଲେପୁରର କଟରୋପା ଅଞ୍ଚଳରେ ଘଟିଛି ଏହି ଘଟଣାଟି । ପ୍ରେମିକ ଜଣକ ପ୍ରଥମେ ଭଲ ପାଇ ପ୍ରେମିକାଙ୍କୁ ଧୋ-କ୍କା ଦେଇଥିଲେ ଆଉ ଜେ-ଲ୍ ମଧ୍ୟ ଯିବାକୁ ପଡିଥିଲା । କିନ୍ତୁ ଜେ-ଲ୍ ରେ କିଛି ଦିନ ରହିବା ପରେ ସେ ନିଜ ଭୁଲ ବୁଝି ପାରିଥିଲେ ଓ ଅନୁତାପ କରିଥିଲେ । ସେ ନିଜ ପ୍ରେମିକାଙ୍କ ସହ ଦୁ-ଷ୍କ-ର୍ମ କରିବା ଆ-ରୋ-ପ-ରେ ଜେ-ଲ୍ ଯାଇଥିଲେ । ଏବେ ସେହି ଝିଅଙ୍କୁ ସେ ଜେ-ଲ୍ ମଧ୍ୟରେ ବିବାହ କରିଛନ୍ତି ।
ପ୍ରେମରେ ଏପରି ଏକ ବିରଳ ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ବର ଓ କନ୍ୟା ଦୁହେଁ ଗାଁ ରେ ଦେଖା ହୋଇଥିଲେ ଓ ଏହାପରେ ତାଙ୍କ ମଧ୍ୟରେ ନମ୍ବର ଆଦାନ ପ୍ରଦାନ ହେବା ସହ କଥାବାର୍ତ୍ତା ମଧ୍ୟ ଚାଲିଥିଲା ।
କିନ୍ତୁ ପ୍ରେମିକ ଜଣଙ୍କ ବାହା ହେବେ କହି ପ୍ରେମିକାଙ୍କ ସହ ଦୁ-ଷ୍କ-ର୍ମ କରି ତାଙ୍କୁ ଛାଡି ପଳାଇ ଥିଲେ । ପ୍ରେମିକାଙ୍କ ପରିବାର ଲୋକେ ଏନେଇ ନିକଟସ୍ଥ ଥାନାରେ ଅ-ଭି-ଯୋ-ଗ ଆଣିବା ପରେ ପୋ-ଲି-ସ ସମ୍ପୃକ୍ତ ପ୍ରେମିକଙ୍କୁ ଗି-ର-ଫ- କରିଥିଲା ।
ତେବେ ଜେ-ଲ୍ ରେ ରହିବା ପରେ ପ୍ରେମିକଙ୍କ ମୁଣ୍ଡରେ ବୁଦ୍ଧି ପଶିଛି । ଏବେ ସେ ପ୍ରେମିକାଙ୍କୁ ସଂପୂର୍ଣ୍ଣ ବିଧି ବିଧାନ ସହ ଜେଲ୍ ପରିସର ମଧ୍ୟରେ ହିଁ ବିବାହ କରିଛନ୍ତି । ଆପଣଙ୍କୁ ଏହି ଖବର ଶୁଣି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ ମଧ୍ୟ କରନ୍ତୁ ।