ଶୁଣନ୍ତୁ ରୋଗୀ ମୃତ୍ୟୁ ପରେ ବ୍ୟକ୍ତି ଜଣଙ୍କ କଣ କହୁଛନ୍ତି, “ସକାଳେ କଥା ହେଲା, ୫ ଘଣ୍ଟା ପରେ ହସ୍ପିଟାଲ କହିଲା ମରିଗଲା” ଏବେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି ଏହି Video

ନମସ୍କାର ବନ୍ଧୁଗଣ । ଆମେ ଆଜି ଆପଣ ମାନଙ୍କ ପାଇଁ ଏମିତି ଏକ ଆଶ୍ଚର୍ଯ୍ୟ କର ଘଟଣା ନେଇ ଆସିଛୁ ଯାହା ଆଗରୁ ହୁଏ ତ କେବେ ବି ଘଟି ନ ଥିବ । ଏହି ଘଟଣାଟି ପାରଳାଖେମୁଣ୍ଡିର ଏକ ହସପିଟାଲରେ ଘଟିଛି ।

ଯେଉଁଠାରେ ଏକ ରୋଗୀ ସୁସ୍ଥ ଥିଲେ ମଧ୍ୟ ତାଙ୍କର ମ-ତ୍ୟୁ ଘଟିଛି । ଯାହା ଫଳରେ ତାଙ୍କ ପରିବାର ଲୋକଙ୍କ ସମେତ ଗ୍ରାମ ବସି ମଧ୍ୟ ଏହାର ପ୍ର-ତି-ରୋ-ଧ କରି ହସ୍ପିଟାଲ ସମୁଖରେ ହ-ଙ୍ଗା-ମା କରିବାରେ ଲାଗିଛନ୍ତି । ସେହି ରୋଗୀଙ୍କର କୋରୋନା ଟେଷ୍ଟ ହୋଇଥିଲେ ମଧ୍ୟ ତାଙ୍କର ରି-ପୋ-ର୍ଟ ପ-ଜେ-ଟି-ଭ ଆସିଥିଲା । କିନ୍ତୁ କୋରୋନା ପଜେଟିଭ ନ ଥାଇ ମଧ୍ୟ ତାଙ୍କୁ ହସପିଟାଲରେ ରଖା ଯାଇଥିଲା ।

ସେହି ରୋଗୀଙ୍କୁ ଗତ ଜୁନ ୪ରେ ହସପିଟାଲକୁ ଅଣାଯାଇ ଥିଲା । ତାଙ୍କର ଜଣେ ସମ୍ପର୍କୀୟ ସେହି ରୋଗୀଙ୍କ ସହ ଦୁଇ ଦିନ ତଳେ ଫୋନରେ ରାତି ୯ଟାରେ କଥା ହୋଇଥିଲେ । ତାଙ୍କର ସମ୍ପର୍କୀୟଙ୍କ କହିବା ଅନୁଯାୟୀ “ତାଙ୍କ ଶଳା ଭଲ ଅଛନ୍ତି ଓ ନିଶ୍ଵାସ ପ୍ରଶ୍ଵାସ ନେବାରେ କୌଣସି ଅସୁବିଧା ହେଉ ନାହି”ବୋଲି ଆଲୋଚନା କରିଥିଲେ ।

ଏହା ସହ ସେ ବହୁତ ଜଲ୍ଦି ଠିକ ହୋଇ ଆଉ ଦୁଇ ଦିନ ପରେ ଫେରିବେ ବୋଲି ଏଭଳି କିଛି କଥା ସେହି ରୋଗୀ ଜଣକ ତାଙ୍କ ସମ୍ପର୍କୀୟଙ୍କୁ ଫୋନ ମାଧ୍ୟମରେ ଜଣାଇ ଥିଲେ । ଏହା ପରେ ତା ପର ଦିନ ସକାଳେ ହସ୍ପିଟାଲରୁ କୌଣସି ଫୋନ ଆସି ନ ଥିଲା ବରଂ ଏକ ମ୍ଯାସେଜ ଆସିଥିଲା ଯେ ସେହି ରୋଗୀ ଜଣଙ୍କର ମୃ-ତ୍ୟୁ ଘଟିଛି ।

ଏହାକୁ ଦେଖି ସେହି ରୋଗୀଙ୍କର ପରିବାର ଲୋକେ ଆଶ୍ଚର୍ଯ୍ୟ ହେବା ସହ ଏହି କଥାକୁ ଅତି ସହଜରେ ବିଶ୍ବାସ କରିପାରୁ ନାହାନ୍ତି । କାରଣ ତାଙ୍କ ସମ୍ପର୍କୀୟଙ୍କ କହିବା ମତରେ ସେ ପୂର୍ବ ରାତିରେ ରୋଗୀଙ୍କ ସହ କଥା ହୋଇଥିଲେ ଓ ସେ ଠିକ ଅଛନ୍ତି ବୋଲି କହିଥିଲେ ଏହା ପରେ ମଧ୍ୟ ଏହା କେମିତି ସମ୍ଭବ ହୋଇ ପାରିବ ।

ଏ ପର୍ଯ୍ଯନ୍ତ ସେହି ମୃ-ତ ବ୍ୟକ୍ତିଙ୍କର ଶବ ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ଦେଖାଯାଇ ନାହି । ସେଥିପାଇଁ ତାଙ୍କ ପରିବାର ଲୋକଙ୍କ ଛଡା ଅନ୍ୟ ମାନେ ମଧ୍ୟ ଏହାର ବି-ରୋ-ଧ କରି ହସ୍ପିଟାଲ ଆଗରେ ହ-ଙ୍ଗା-ମା କରିଛନ୍ତି । ଯେ ପର୍ଯ୍ୟନ୍ତ ସେହି ରୋଗୀଙ୍କର ଶ-ବ ନ ଦେଖା ଯାଇଛି ସେ ଯାଏଁ ଏଭଳି ହ-ଙ୍ଗା-ମା ଲାଗି ରହିବ ବୋଲି ମୃ-ତ ବ୍ୟକ୍ତିଙ୍କର ପରିବାର ଲୋକେ ନିଜ ମତରେ କହିଛନ୍ତି ।

ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ମୃ-ତ ବ୍ୟକ୍ତିଙ୍କର ହୁଏ ତ କିଡ଼ନୀ ବା ଆଖି କାଢି ନେଇଛନ୍ତି ବା ଅନ୍ୟ କିଛି କାରଣ ପାଇଁ ତାଙ୍କର ମୃ-ତ୍ୟୁ ଘଟିଛି । ଯଦି ଏପରି ହୋଇଛି ତେବେ ମୃ-ତ ବ୍ୟକ୍ତିଙ୍କର ଶ-ବ-କୁ ଦେଖିବା ପାଇଁ ତାଙ୍କ ପରିବାର ଲୋକେ ଦାବି କରିବା ସହ ଡାକ୍ତର ମାନଙ୍କ ସହ ମଧ୍ୟ ସେହି ମୃ-ତ ବ୍ୟକ୍ତିଙ୍କର ସମ୍ପର୍କୀୟ ଖ-ରା-ପ ଆ-ଚ-ର-ଣ କରିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ