ବିବାହ ମାତ୍ର ମାସେ ହେଲା ସ୍ଵାମୀର ଅବସ୍ଥା ଗୁରୁତ୍ଵର, ସ୍ଵାମୀଙ୍କୁ ବଞ୍ଚାଇବା ପାଇଁ ସ୍ତ୍ରୀଙ୍କ ଆକୁଳ ନିବେଦନ -Save Abhishek

କରୋନା  ଆମର ଦେଶରେ ଅଧିକ ସଂକ୍ରମଣ ହେବାରେ ଲାଗିଛି । ତେବେ ଅନେକ ଯୁବ ପିଢୀ ମାନେ ଏହି ରୋଗରେ ଆକ୍ରାନ୍ତ ହୋଇ ପରଲୋକ କୁ ଗତି କରି ସାରିଲାଣି । ତେବେ ଆପଣ ଜାଣିଥିବେ କି ଆମେ ଏହାର ଚିକିସ୍ଛା ପାଇଁ ଯଥା ସମ୍ଭବ କାମ କରୁଛେ । ସରକାର ଟୀକା କାରଣ କୁ ଖୁବ ଅଗ୍ରାଧି କାର ଦେଇ ଛନ୍ତି ।

ତେବେ ଏହି ସମୟରେ ଆମେ କହିବା ପାଇଁ ଚାହିଁ ବୁ କି ଆମେ  କିଛି ଭି କରିବା ମାତ୍ର ଆମେ ଯଦି ସଚେତନ ନ ହେବୁ ତାହେଲେ ଆମେ ନିଶ୍ଚିତ ଭାବେ ଏହାକୁ ହାରିଯିବା ।  ଏଭଳି  ଅନେକ କାରୋନା ଯୋଧ୍ୟା ହାରି ଯାଇଥିବା ବେଳେ । ଆଉ ଏକ କାହାଣୀ ସାମନାକୁ  ଆସିଛି । ବାଲେଶ୍ବରରେ ନବ ବିବାହିତ ଏକ ଯୋଡି ଏକ ସହ  ନିଜର ଦୁନିଆ ଦେଖିବା ଆଗରୁ ଏହି ରୋଗରେ ଆକ୍ରାନ୍ତ ହୋଇ ଥିଲେ ସ୍ଵାମୀ ।

ଦେହ ଗୁରୁତର ହେବା ସହ ତାଙ୍କୁ ସବୁ ପ୍ରକାର ଚିକିସ୍ଛା କରିବା ପାଇଁ ଘର ଲୋକ ମାନେ ଚେଷ୍ଟା କରିଥିଲେ । ସେ କଳିଙ୍ଗ ହସ୍ପିଟାଲ ରେ ଚିକିସ୍ଛା ପାଇବା ପରେ ମଧ୍ୟ ଏଭଳି ଅବସ୍ଥାରେ ପହଞ୍ଚି ଥିଲେ । ଏହା ପରେ ଗୁରୁରତର ହୋଇ ଯାଇଥିଲା ଅବସ୍ଥା ଖୁବ କଷ୍ଟରେ ନିଜକୁ ସମ୍ଭାଳି ଆଗକୁ  ଆସିଥିଲେ ସ୍ତ୍ରୀ ନିଜ ସ୍ବାମୀଙ୍କ ଜୀବନ ପାଇଁ ସମାଜକୁ ସାହାଜ୍ଯ ମାଗିବା ପାଇଁ । ସେ ନିଜ ନାମ କହିଥିଲେ ରଶ୍ମୀ ମହାନ୍ତି ଓ ସ୍ବାମୀଙ୍କ ନାମ କହିଥିଲେ ଅଭିଷେକ ମହାପାତ୍ର ।

ସେ କହିଛନ୍ତି କି ମାସେ ହୋଇ ନାହିନି ଆମ ବିବାହକୁ ମାତ୍ର ଏତେ ବଡ ବିପଦ ଆସି ଯାଇଛି ସାମନାକୁ । ସେ କହିଛନ୍ତି ଆପଣ ମାନେ ମତେ ନିଜ ଝିଅ ବୋଲି ଭାବି ଟିକେ ଦୟା କରି ସାହାଜ୍ଯ କରନ୍ତୁ  କାରଣ ମୋ ସ୍ଵାମୀ ଙ୍କୁ ଉଡାଜାହାଜ ରେ ନେଇକି ଯିବେ କଲିକତା ECMO ପାଇଁ। ତାଙ୍କର ଚିକିସ୍ଛା ପାଇଁ ତେବେ ଆପଣ ମାନେ ସାହାଜ୍ଯ କଲେ ମୁ ମୋ ସ୍ଵାମୀ ଙ୍କୁ ପୁଣି ଥରେ ଫେରି ପାଇବି ।

କୋଟି କୋଟି ଟଙ୍କା ଖର୍ଚ୍ଚ ହେବ ECMO ଚିକିସ୍ଛା ପାଇଁ । ତେବେ ଆପଣ ଯଦି ଏକ ଛୋଟ ସାହାଜ୍ଯ କରିବେ ସେ ତାଙ୍କ ସ୍ବାମୀଙ୍କୁ ପୁଣି ଫେରି ପାଇବେ ବୋଲି କହିଥିଲେ । କହିବାକୁ ଗଲେ ସତରେ ଏକ ହୃଦୟ ବିଦାରି ଦେବା ଭଳି ଘଟଣା ଏହା । ଏହି ଘଟଣା ବାଲେଶ୍ଵର ଜିଲ୍ଲାର  କାହାଣୀ ଅଟେ । ସତରେ କଣ କରୋନା ଏତେ ଲୋକଙ୍କ ଜୀବନ ନେବା ପରେ ଆଉ କିଛି ଖରାପ ଦିନ ଦେଖାଇବ ।

ସେ ସୋସିଆଲ ମିଡ଼ିଆ ଦ୍ଵାରା ନିଜ ସ୍ଵାମିଙ୍କୁ ବଞ୍ଚାଇବା ପାଇଁ ସହାୟତା କରିବାକୁ ନିବେଦନ କରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଏହାକୁ ଅଧିକ ରୁ ଅଧିକ ମାତ୍ରାରେ ଶେୟାର କରନ୍ତୁ ଯାହା ଦ୍ଵାରା ତାଙ୍କୁ କିଛି ସାହାର୍ଯ୍ୟ ମିଳି ପାରିବ ଓ ସେ ନିଜ ସ୍ଵାମୀ ଙ୍କୁ ଫେରି ପାଇବେ । ଆଶା କରୁଛି ଆପଣ ମାନେ ନିଶ୍ଚୟ ଏଥିରେ ନିଜର ସହଯୋଗ ଦେବେ ।