ଆଜିର ରାଶିଫଳ, 7 ଜୁନ୍ 2021, ସୋମବାର, ମହାଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ।

ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୭ ଜୁନ୍ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି –

ଆପଣ ଆପଣଙ୍କ ପରିବାର ଲୋକଙ୍କ ଆସା ପୂରଣ କରିବେ । ଆପଣଙ୍କ ସାମାଜିକ କାମରେ ମନ ଲାଗିବ । ଏହି କାମ ପାଇଁ ଆପଣ ସବୁବେଳେ ସମ୍ମାନ ପାଇବେ । ଆଜି ଆପଣ କିଛି ଲୁଗା କିମ୍ବା କିଛି ଗହଣା କିଣିବାର ଯୋଗ ଅଛି । ସରକାରୀ ଲୋକମାନଙ୍କୁ ଏହି ସମୟ ରେ ଖୁବ ଲାଭ ଦେବ । ଆପଣଙ୍କ ଦରମା ବଢି ପାରେ କିମ୍ବା ଆପଣ କିଛି ନୂଆ ଜାଗାରେ କାମ କରି ପାରନ୍ତି, ଯେଉଁ ଜାଗାରେ କାମ କରିବା ଆପଣଙ୍କ ସ୍ଵପ୍ନ ଥିବ । ଆପଣଙ୍କ ସଂଘର୍ଷ ବଢିଯିବ ଓ କାମ ପୂରଣ କରିବା ପାଇଁ ଆପଣଙ୍କୁ ଖୁବ ପରିଶ୍ରମ କରିବାକୁ ପଡିବ । ଭଗବାନ ଶିବଙ୍କ ମନ୍ତ୍ର ଆପଣ ଜପ କରନ୍ତୁ ଏହା ସହ ଆପଣ ୧୧ ଟି ବେଳ ପତ୍ର ନେଇ ଭଗବାନ ଶିବଙ୍କୁ ଚଢାନ୍ତୁ । ଆପଣଙ୍କ ମାନଶୀକ ସ୍ଥିତି ଭଲ ରହିବା ସହ ଆପଣ ଖୁବ କମ ସମସ୍ୟାରେ ପଡିବେ ।

ବୃଷ ରାଶି –

ଆପଣଙ୍କ ଭାଗ୍ୟ ଆପଣଙ୍କ ଖୁବ ଶାଥ ଦେବ । ସାମାଜିକ କ୍ଷେତ୍ରରେ କିଛି ନୂଆ କାମ କରିବେ ଯାହା ପାଇଁ ଆପଣଙ୍କ ପ୍ରତିଷ୍ଠା ବଢିବ । ଆପଣ ବ୍ୟାପାର କ୍ଷେତ୍ରରେ ନୂଆ ବୁଦ୍ଧି ଲଗେଇ ପାରିବେ । ଆପଣଙ୍କ ପାରିବାରିକ ଜୀବନ ଅଶାନ୍ତ ରହିବ । ଛୋଟ ଛୋଟ କଥାକୁ ନେଇ ଝଗଡା କରିବା ଭଳି ପରିସ୍ଥିତି ଆସିପାରେ । ଆପଣ ନିଜ ପରିବାରକୁ ସମୟ ଦେବା ପାଇଁ ଚେଷ୍ଟା କରନ୍ତୁ କାରଣ ଆପଣ ନିଜ କାମରେ ଖୁବ ବ୍ୟସ୍ତ ରହିବେ । ଆପଣ ଶିବ ମନ୍ଦିର ଆଗରେ ଥିବା କିଛି ପଶୁ କିମ୍ବା କିଛି ଭିକାରୀଙ୍କୁ ଖାଇବା ପାଇଁ ଦିଅନ୍ତୁ ।

ମିଥୁନ ରାଶି –

ଆପଣ କିଛି ସାମାଜିକ କାମରେ ନିଜ ପଇସା କିମ୍ବା ନିଜ ମତ ଦେବେ । ଆପଣଙ୍କୁ ସରକାରୀ କର୍ମ ଚାରି ମାନଙ୍କ ପାଖରୁ ଖୁବ ସାହାଜ୍ଯ ମିଳିବ କାରଣ ଆପଣଙ୍କ ଅଧୁରା କାମ ଏବେ ପୁରା ହେବାକୁ ଯାଉଛି । ଆପଣ ଙ୍କ ପୁରୁଣା କାମ ହୋଇ ଯିବା ସମୟରେ ଆପଣଙ୍କ ବର୍ତ୍ତମାନ ର କାମ ଅଟକି ଜୀବ । ଆପଣ ନିଜ ଧାର୍ଯ୍ୟ ର ସହ ପ୍ରତେକ କାମ କରନ୍ତୁ । ଆପଣଙ୍କ ଦେହ ସାମାନ୍ଯ ଖରାପ ରହି ପାରେ । ଜେଭଳି ମୁଣ୍ଡ ବିନ୍ଧିବା କିମ୍ବା ଥକା ଲାଗିବା ଭଳି ଟିକେ ଦେହ ଖରାପ ରହି ପାରେ । ଯଦି ଆପଣ ଆଗରୁ କିଛି ରୋଗରେ ଆକ୍ରାନ୍ତ ଅଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଗୋଟେ କାମ କରିବେ ନିଜକୁ କିଛି ଚିନ୍ତା ଦେବେନି ।

କର୍କଟ ରାଶି –

ଆପଣଙ୍କ ବ୍ୟବଶାୟ ପାଇଁ କିଛି ନୂଆ ଗ୍ରାହକ କିମ୍ବା କିଛି ନୂଆ ପାର୍ଟନର ମିଳିବେ ଆପଣଙ୍କୁ । ଯେଉଁ ମାନେ ମନୋରଞ୍ଜନ କ୍ଷେତ୍ରରେ ନିଜ କ୍ଯାରିୟର କରିବା ପାଇଁ ଚାହୁଁ ଥିଲେ ସେମାନେ ସଫଳତା ପାଇବେ । ଆପଣ ଏହି ସମୟ ମଧ୍ୟରେ ନିଜ କାମ ମଧ୍ୟ ବଦଳେଇ ପାରିବେ । ଆପଣ ମାନେ ଯେଉଁ ଜାଗାରେ କାମ କରୁଛନ୍ତି ପ୍ରଥମେ ସେଠା ସହ ନୂଆ କାମ କୁ ତୁଳନା କରି ଦେଖନ୍ତୁ । ଆପଣ ଯଦି ସରକାରୀ ଚାକିରି କରିଛନ୍ତି ତେବେ ଆଜି ଆପଣ ନିଜ ଉପର ଅଧିକାରୀ ମାନଙ୍କ ଆଗରେ ନିଜକୁ ଖୁବ ପ୍ରଶଂସିତ ପାଇବେ । ଆପଣ ଯଦି କିଛି ବିବାଦରେ ଫଶୀ ଭି ଯିବେ ତେବେ ଭି ଆପଣ ଆଜି ଏହା ଭିତରୁ ଖୁବ ସହଜରେ ବାହାରି ପାରିବେ ।

ସିଂହ ରାଶି –

ଆପଣଙ୍କ ଦିନ ଆତ୍ମବିଶ୍ଵାସରେ ଭରା ପୁରା ଦିନ ରହିବ । ଆପଣ ନୂଆ କାମ କରିବା ପାଇଁ ଚାହୁଁ ଛନ୍ତି ଏହା ଠିକ ସମୟ ନୁହେଁ । ଚୋରୀ କିମ୍ବା କିଛି ଦୁର୍ଘଟଣା ର ଭୟ ଆଜି ରହିବ । ଏହି ସମୟ ଭିତରେ ଆପଣ କିଛି ଭଲ କାମ କରି ପାରିବେ । ଆପଣ ନିଜ ବିରୋଧୀ ମାନଙ୍କୁ ମଧ୍ୟ ହରାଇ ବାର କ୍ଷମତା ରଖିବେ । ଆଜି ଆପଣ ନିଜ କ୍ଯାରିୟର ପାଇଁ ଖୁବ ଅଧିକ ପରିଶ୍ରମ କରନ୍ତୁ ଆପଣଙ୍କୁ ଭଲ ସଫଳତା ମିଳିବ । ଆପଣ ମାଛ ମାନଙ୍କୁ ଅଟାର ଗୁଲା କରିକି ଖାଇବା ପାଇଁ ଦିଅନ୍ତୁ । ଦେଖିବେ ରୋଜଗାର ରେ ନିଶ୍ଚିତ ଭାବେ ଭଲ ଫଳ ମିଳିବ ।

କନ୍ୟା ରାଶି –

ଆପଣଙ୍କ ମନ ବଳ ଖୁବ ଭଲ କାମ କରିବ । ଆଜି ଆପଣ ଯେଉଁ କାମ କରିବା ପାଇଁ ଚାହିଁବେ ତାହା ନିଶ୍ଚୟ କରି ପାରିବେ । ଆପଣଙ୍କ ବହୁ ଦିନ ର କାମ ଯାହା ଅଟକି ରହିଛି ତାହା ପୂରଣ ନିଶ୍ଚିତ ହେବ । ଆପଣଙ୍କୁ ଯେଉଁ କାମରେ ସଫଳତା ମିଳିବ ସେ କାମ ନିଶ୍ଚିତ କରିବେ । ଆପଣଙ୍କ ଆର୍ଥିକ ସ୍ଥିତିରେ ନିୟନ୍ତ୍ରିଣ ରେ ରହିବେ । ଆପଣଙ୍କ ଧନ ର ଆଗମନ ହେବା ସହ ଖର୍ଚ୍ଚ ଅଧିକ ବଢି ଯାଇ ପାରେ । ଆପଣ ଦେଖି ଚାହିଁ କାମ କରିବେ । ଦରକାର ନଥିଲେ ଅଯଥା ଖର୍ଚ୍ଚ କରନ୍ତୁନି । ଦରକାର ଥିବା ଲୋକମାନଙ୍କ ସାହାଯ୍ୟରେ ନିଜକୁ ସାମିଲ କରନ୍ତୁ ଦେଖିବେ ଖୁବ ଖୁସି ମିଳିବ ଆପଣଙ୍କୁ ।

ତୁଳା ରାଶି –

କିଛି କାମକୁ ନେଇକି ଆପଣଙ୍କ ମନରେ କିଛି ନୂଆ ବିଚାର ଆସିପାରେ । କିଛି ପଦକ୍ଷେପ ଠିକ ହୋଇ ପାରେ କିଛି ଭୁଲ ହୋଇ ପାରେ । ଆପଣଙ୍କ ସାହାଶ ଓ ଆପଣଙ୍କ ଚିନ୍ତା ଧାରା ଆପଣଙ୍କ ଚିନ୍ତା ଧାରାକୁ ଖୁବ ଆଗକୁ ନେଇକି ଯାଇ ପାରେ । ଆପଣ ନିଜ କାମ କିମ୍ବା ନିଜ ଚିନ୍ତା କୁ ଅନ୍ୟ ମାନଙ୍କ ପାଇଁ ବଦଳେଇବା ଆବଶ୍ୟକ ନାହିଁ । ଆପଣ ଖୁବ ବିବାହ କିମ୍ବା ବ୍ରତ ଘର ରେ ଅନେକ ଦାନ ପୂଣ୍ୟ କରିବେ ।

ବିଛା ରାଶି –

ଆପଣଙ୍କ ଜୀବନରେ କିଛି ଜିନିଷ ବଦଳି ପାରେ । ଆଜି ଆପଣଙ୍କ ମନରେ ଧାର୍ମିକ ଚିନ୍ତା ଧାରା ରହିବ । ଆପ ଆଜି ନିଜ ସମ୍ବନ୍ଧୀୟ ମାନଙ୍କ ସହ ରହିବେ ଯାହା ଆପଣଙ୍କୁ ଖୁବ ଆନନ୍ଦ ଦେବ । ଅଫିଶ ରେ ଅଧିକ କାମ ଭାର ପାଇଁ ଆପଣ ଥକା ଅନୁଭବ କରିବେ । ଆପଣଙ୍କୁ ବାଦ ବିବାଦ ପାଖରୁ ଦୂରେଇ ରହିବା ଆବଶ୍ଯ ଅଛି । ବୋଧେ ହୁଏ ଆପଣଙ୍କ ପାଇ କାହା ମନରେ ଈର୍ଷା ଅଛି ଯାହା ପାଇଁ ଆପଣ ହଇରାଣ ହୋଇ ପାରନ୍ତି । ତେଣୁ ଆପଣ ଚେଷ୍ଟା କରିବେ କି ଆପଣ ଖୁବ ସଚେତନ ରହିବେ ।

ଧନୁ ରାଶି –

କାମ କାର୍ଯ୍ୟରେ ପରିସ୍ଥିତି ଖୁବ ଭଲ ରହିବ । ଆପଣଙ୍କୁ କିଛି ବିପରୀତ ପରିସ୍ଥିତିରେ ନିଜ ପିତାଙ୍କ ସାହାଜ୍ଯ ମିଳିବ । ଆପଣଙ୍କୁ ଏହି ସମୟରେ ଖୁବ ଫାଇଦା ମିଳିବ । ଆପଣ ସବୁ ଅଧୁରା କାମକୁ କରିବେ । ଆଜି ଆପଣ କିଛି ଦିଆ ନିଆ କାରବାର ଠାରୁ ନିଜକୁ ବଞ୍ଚେଇ କରି ରଖନ୍ତୁ । କିଛି ଲୋକ ମାନେ ଆପଣଙ୍କ ବନ୍ଧୁ ଓ ଆପଣଙ୍କ ଭିଆତରେ ଝଗଡା କରେଇବା ପାଇଁ ଚେଷ୍ଟା କରେଇବେ । ଆପଣ ଜଳରେ କିଛି କ୍ଷୀର ମିଶାଇକି ଅର୍ପଣ କରନ୍ତୁ ଶିବ ଭଗବାନ ଙ୍କୁ ଦେଖିବେ କୁବ ଜଲ୍ଦି ଆପଣଙ୍କୁ ଆପଣଙ୍କ ସମସ୍ୟାର ସମାଧାନ ମିଳି ଜୀବ ।

ମକର ରାଶି –

ଆପଣଙ୍କୁ ଆପଣଙ୍କ ଜୀବନରେ କିଛି ଭଲ କାମ କରିବା ପାଇଁ ଖୁବ ସୁଯୋଗ ମିଳିବ । ଆଜି ଆପଣଙ୍କ କାମକୁ ଖୁବ ପ୍ରଶଂସା ମିଳିବ । ଆପଣ ଆଜି ନିଜକୁ ମାନଶୀକ ରୂପେ ନିଜକୁ ଖୁବ ଶକ୍ତିଶାଳି ଅନୁଭବ କରିବେ । ଏହି ସମୟ ମଧ୍ୟରେ ଖୁବ ଭଲ ସ୍ୱାସ୍ଥ୍ୟ ପାଇବେ । ବୋଧେ ହୁଏ ଆପଣ ଯାହା ଚାହୁଁ ଛନ୍ତି ତାହା ଆପଣଙ୍କୁ ଖୁବ ଜଲ୍ଦି ମିଳିବ । ଆପଣ ନିଜ କାମ ସହ ଆପଣଙ୍କ ଅଗ୍ରଣୀ ରେ ବାଧା ହେଉଥିବା କାମକୁ ଚେଷ୍ଟା କରନ୍ତୁ କି ଆପଣ ଆଗ ସମାଧାନ କରିବେ ।

କୁମ୍ଭ ରାଶି –

ଆପଣଙ୍କ ଦ୍ଵାରା ଚିନ୍ତା କରା ଯାଇଥିବା ସବୁ କାମ ସଫଳ ହେବ । ଆଜି ଆପଣଙ୍କୁ ନିଜ ସହ ଥିବା କିଛି କାମରେ ସଫଳତା ମିଳିବ । ଆପଣ ନିଜ ଘର ଭଡା ଦେଇ ପାରନ୍ତି । ଆପଣଙ୍କ କାମ କୁ ନେଇକି ବାଦ ବିବାଦ ହେବାର ଖୁବ ସମ୍ଭାବନା ରହିଛି । ଆପଣ ଆଜି କିଛି ଭଲ ଜିନିଷ ଉପହାର ରେ ପାଇ ପାରିବେ । କିଛି ଲୋକମାନେ ଯେଉଁ ମାନେ ଆପଣଙ୍କୁ ଭଲ ପାନ୍ତି ନି ସେମାନେ ଆପଣଙ୍କୁ ଅନେକ ପ୍ରଲୋଭନ ଦେଖାଇ ପାରନ୍ତି । ଏହା ଆପଣଙ୍କ ଉପରେ ରହିବ କି ଆପଣ ନିଜ ମନର କଥା ଶୁଣିବେ କି ସେମାନଙ୍କ କଥା । ଦେଖି ଚାହିଁ ନିସ୍ପତି ନିଅନ୍ତୁ ।

ମୀନ ରାଶି –

ଆଜି ଆପଣ ନିଜ ପାଇଁ କିଛି ନିସ୍ପତି ନେବେ । ଆପଣଙ୍କୁ ନିଜ ଜୀବନରେ କିଛି କରିବା ପାଇଁ ଖୁବ ଭଲ ସୁଯୋଗ ମିଳିବ । ଆପଣ ଆଜି ନିଜ ପିଲା ମାନଙ୍କ ସହ ଖୁବ ଭଲ ସମୟ ବିତାଇବେ ଯାହା ଆପଣଙ୍କୁ ଆପଣଙ୍କ ପିଲା ଡିଆଁ କଥା ମନ ପକେଇ ଦେବ । ଆଜି ସକାଳୁ ଆପଣ ନିଜକୁ ଖୁବ ଭଲ ଅନୁଭବ କରିବେ । ଆପଣଙ୍କ ଦିନ ଜେଭଳି ବଢିବ ସେହି ଭଳି ଆପଣଙ୍କ ଭଲ ସମୟ ମଧ୍ୟ ବଢିବ । ଆପଣଙ୍କ ପାଇଁ କିଛି ନୂଆ ଜାଗାକୁ ଯାଇ କିଛି ଦିନ ପାଇଁ ଏକାନ୍ତରେ ରହିବା ଆବଶ୍ୟକ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।