ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଇଣ୍ଟରବିୟୁରେ ବହୁତ ପ୍ରକାର ପ୍ରଶ୍ନ କରାଯାଏ । ସେଠାରେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚରାଯାଏ । ଏହା ଦ୍ଵାରା ଆମେ ବହୁତ କିଛି ଜାଣିବାକୁ ପାଇଥାଉ ।
ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିକ୍ଷଣୀୟ ଜିନିଷ ଶିଖିବାକୁ ପାଇବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।୧- ଭାରତର ପ୍ରଥମ ନିର୍ବାଚନ କିଏ ଜିତିଥିଲେ ? ଉତ୍ତର- ସୁକୁମାର ସେନ ୨- ଦେଶର ଲୌହ ପୁରୁଷ କାହାକୁ କୁହନ୍ତି ? ଉତ୍ତର- ସର୍ଦାରବଲ୍ଲଭ ଭାଇ ପଟେଲ
୩- ଜଣେ ବୟସ୍କ ବ୍ଯକ୍ତିର କେତୋଟି ହାଡ ରହିଥାଏ ?
ଉତ୍ତର- ୨୦୬
୪- ଅଢେଇ ଦିନର ଝୋପଡା କେଉଁଠାରେ ଅଛି ?
ଉତ୍ତର- ଅଜମେର
୫- ହିନ୍ଦୁସ୍ତାନର ତୋତା କାହାକୁ କୁହାଯାଏ ?
ଉତ୍ତର- ଆମିର ଖୁସରେ
୬- ଉତ୍ତର ରେଳର ମୁଖ୍ୟାଳୟ କେଉଁଠି ଅଛି
ଉତ୍ତର- ନୂଆ ଦିଲ୍ଲୀ
୭-ସାଇକେଲର ଆବିଷ୍କାର କିଏ କରିଥିଲେ ?
ଉତ୍ତର- ମେକମିଲନ
୮- ସଂସଦର ଉଚ୍ଚ ସଦନ କଣ ଅଟେ ?
ଉତ୍ତର- ରାଜ୍ୟସଭା
୯- ଇବନିଙ୍ଗ ଷ୍ଟାର କେଉଁ ଗ୍ରହକୁ କୁହାଯାଏ ?
ଉତ୍ତର- ଶୁକ୍ର ଗ୍ରହ
୧୦- ରାଷ୍ଟ୍ରୀୟ ଗୀତ କେବେ ଗାନ କରାଯାଇଥିଲା ?
ଉତ୍ତର- ୧୯୧୧
୧୧- ଜାଲିଆବାଲା କେଉଁଠାରେ ଅଛି ?
ଉତ୍ତର- ଅମୃତସର
୧୨- ଶ୍ରୀନଗରର ସ୍ଥାପନ କିଏ କରିଥିଲେ ?
ଉତ୍ତର- ଅଶୋକ
୧୩- ଉଦୟ ହେଉଥିବା ସୂର୍ଯ୍ୟଙ୍କର ଭୂମି କହକଉ କୁହାଯାଏ ?
ଉତ୍ତର- ଜାପାନ
୧୪- ସୌରମଣ୍ଡଳର ସନ୍ଧାନ କିଏ କରିଥିଲେ ?
ଉତ୍ତର- କପରନିକସ
୧୫- ବିଶ୍ଵର ସବୁଠାରୁ ବଡ ଦେଶ କିଏ ଅଟେ ?
ଉତ୍ତର- ରୁସ
୧୬- ନୀଳ ସହର କାହାକୁ କୁହାଯାଏ ?
ଉତ୍ତର- ଜୋଧପୁର
୧୭- ଭାରତର ପ୍ରଥମ ରାଜ୍ୟ କଣ ଅଟେ ?
ଉତ୍ତର- ବିହାର
୧୮- ରେଗିସ୍ତାନର ଜାହାଜ କାହାକୁ କୁହାଯାଏ ?
ଉତ୍ତର- ଓଟ
୧୯- କେଉଁ ଦେଶରେ ଫେସବୁକ ବ୍ୟବହାର କରିବା ପାପ ଅଟେ ?
ଉତ୍ତର- ଚୀନ
୨୦- ସବୁଠାରୁ ଅଧିକ ରୋବଟ କେଉଁ ଦେଶରେ ଅଛି ?
ଉତ୍ତର- ଜାପାନ
୨୧- ଗୋଲାପି ସହର କାହାକୁ କୁହାଯାଏ ?
ଉତ୍ତର- ଜଯପୁର
୨୨- ଭାରତ ଛାଡ ଆନ୍ଦୋଳନ କିଏ ଆରମ୍ଭ କରିଥିଲେ ?
ଉତ୍ତର- ମହାତ୍ମାଗାନ୍ଧି
୨୩- ସଂସାରର ସବୁଠାରୁ ବଡ ବନ୍ଦର ଥିବା ସ୍ଥାନ କେଉଁଠି ?
ଉତ୍ତର- ନିୟୁର୍କ
୨୪- ବିଦ୍ୟୁତର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର- ଜର୍ମାନ
୨୫- କଳା କାଚ କାହାକୁ କୁହାଯାଏ ?
ଉତ୍ତର- ଗ୍ରାଫାଇଟ
୨୬- ଫଳର ରାଣୀ କାହାକୁ କୁହାଯାଏ ?
ଉତ୍ତର- ଲିଚି
୨୭- ମୃ-ତ-କଙ୍କର ଟିଲା କାହାକୁ କୁହାଯାଏ ?
ଉତ୍ତର- ମୋହନଜୋଦଡେ
୨୮- ପୃଥିବୀ ଉପରେ ସବୁଠାରୁ ଲମ୍ବା ନଦୀ କଣ ଅଟେ ?
ଉତ୍ତର- ନୀଳ ନଦୀ
୨୯- ଚିନ୍ଟିର କେତୋଟି ଗୋଡ ରହିଛି ?
ଉତ୍ତର- ୬ଟି
୩୦- ମନୁଷ୍ୟର ଲୁହରେ କଣ ରହିଥାଏ ?
ଉତ୍ତର- ସୋଡିୟମ କ୍ଳୋରାଇଡ
୩୧- କେଉଁ ଦେଶରେ ସେଲଫି ନେବା ଅପରାଧ ଅଟେ ?
ଉତ୍ତର- ତୁର୍କମେନିସ୍ତାନ
୩୨- ଭାରତର ସବୁଠାରୁ ସୁରକ୍ଷା ବ୍ୟକ୍ତି କିଏ ଅଟନ୍ତି ?
ଉତ୍ତର- ପ୍ରଧାନମନ୍ତ୍ରୀ
୩୩- କେଉଁ ରାଜା ଥିଲେ ଯିଏ ନିଜ ପିତାଙ୍କୁ ହ-ତ୍ୟା କରି ମାଙ୍କ ସହ ବିବାହ କରିଥିଲେ ?
ଉତ୍ତର- ଅଡିପୁଷ
ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ