ଲଭ ମ୍ୟାରେଜ କରି ଆଜି ପସ୍ତଉଛନ୍ତି TV ଇଣ୍ଡଷ୍ଟ୍ରି ର ଏହି ସବୁ ଅଭିନେତ୍ରୀ

ବଲିଉଡ ର ଅଭିନେତ୍ରୀମାନେ ସବୁ ବେଳେ ନିଜକୁ ନେଇ ଚର୍ଚ୍ଚାରେ ରୁହନ୍ତି । କେତେବେଲେ ନିଜ ଅଭିନୟ ତ କେତେବେଳେ ନିଜର ଫଟ ଶୁ-ଟ ପାଇଁ । କେତେବେଳେ କାହାକୁ ଭଲ ପାଇବା ସମୟରେ ତ କେତେବେଳେ ବିବାହକୁ ନେଇ ଏଭଳି ଅନେକ ଜିନିଷରେ ସେମାନେ ନିଜକୁ ଦର୍ଶକ ମାନଙ୍କ ଆଗକୁ ଆଣିଛନ୍ତି ।

ତେବେ ଆମେ କହିବାକୁ ଆଜି ଯାଉଛୁ କି ଏହି ଦୁନିଆରେ ଭଲ ପାଇ ବିବାହ କରିବା ଏକ ସାଧାରଣ କଥା ଅଟେ । ମାତ୍ର କିଛି ଜଣ ଅଭିନେତ୍ରୀ ଙ୍କ ପାଇଁ ଏହା ବରଦାନ ଭଳି କାମ କରୁଥିବା ବେଳେ କିଛି ଜଣଙ୍କ ପାଇଁ ଏହା ଅଭିଶାପ ରେ ପରିଣତ ହୋଇଛି । ତେବେ ଆସନ୍ତୁ ଜାଣିବା କାହା ପାଇଁ ଏହା ଖରାପ ପରିଣାମ ଆଣିଛି ।

ଏଥିରେ ପ୍ରଥମେ ନାମ ଆସୁଛି ରଶ୍ମୀ ଦେସାଇ ଙ୍କର । ସେ ଉତରାୟନ ସିରିୟାଲ ପରେ ରନଦୀ ସନ୍ଧୁ ଙ୍କୁ ବିବାହ କରିଥିଲେ ମାତ୍ର ବିବାହ ପରେ ରନଦୀ ସନ୍ଧୁ ଏକ ରୁ ଅଧିକ ଝିଅଙ୍କ ସହ ସମ୍ପର୍କ ରଖିଥିଲେ । ସେ ନିଜର ବିବାହ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥିଲେ ମାତ୍ର ଏହା ଅସଫଳ ହୋଇ ଥିଲା । ଏହା ପରେ ନାମ ଆସେ ଦିବ୍ୟଙ୍କା ତ୍ରିପାଠୀଙ୍କର  ବିବାହ ବିବେକ ଧୟା ଙ୍କ ସହ ହୋଇଥିଲା ମାତ୍ର ତାଙ୍କ ଶାଶୁଘର ଲୋକଙ୍କ ବ୍ୟବହାର ତାଙ୍କ ପାଇଁ ଠିକ ନାହି ସେ କେବଳ ଦେଖାଇ ହେବା ପାଇଁ କିଛି କୁହନ୍ତିନୀ ମିଡିଆ ଆଗରେ।

ଏହା ପରେ ନାମ ଆସେ ଶ୍ଵେତା ତିଵାରୀ ସେ ଦୁଇଥର ବିବାହ କରିଥିଲେ ଓ ଦୁଇଥର ଯାକ ଏହା ଅସଫଳ ଥିଲା । ପ୍ରଥମେ ସେ ରାଜା ଚୌଧୁରୀଙ୍କୁ ବିବାହ କରିଥିଲେ ତାଙ୍କର ଏକ ଝିଅ ମଧ୍ୟ ଅଛି ପଲକ । ଏହା ପରେ ସେ ପୁଣି ବିବାହ କରିଥିଲେ ଅଭିନବ ଙ୍କ ସହ ମାତ୍ର ଏହା ମଧ୍ୟ ଅସଫଳ ରହିଲା । ସେ କୁହନ୍ତି କି ସେ ତାଙ୍କ ଜୀବନ ପାଇଁ ଦୁଇ ଭୁଲ ବ୍ୟକ୍ତିଙ୍କୁ ବାଛି ଥିଲେ ।

ଏହା ପରେ ନାମ ଆସେ ଜେନିଫର ଙ୍କର ସେ କରନ ଗ୍ରୋଭର ଙ୍କୁ ବିବାହ କରିଥିଲେ । ୨୦୧୨ ଉଭୟ ବିବାହ କରିଥିଲେ । ଏହାର ଦୁଇ ବର୍ଷ ପରେ ସେ ୨୦୧୪ ରେ ଅଲଗା ହୋଇ ଗଲେ । ଏହା ପରେ ବିପାଶା ଙ୍କୁ କରନ ୨୦୧୬ ରେ ବିବାହ କରିଥିଲେ । ଏହା ପରେ ନାମ ଆସେ ଦୀପିକା କକ୍କର ସେ ନିଜର ପ୍ରେମିକ ରୋନାକ ସାମସଙ୍ଗ ଙ୍କୁ ବିବାହ କରିଥିଲେ । ଏହା ପରେ ସେ ବିବାହ ନ କରିବାର ନିସ୍ପତି ନେଇଥିଲେ ।

ଏହା ପରେ ସିରିୟାଲ ସାସୁରାଳ ସୀମର କା ରେ ଅଭିନୟ କରୁଥିବା ନିଜ ଅଭିନେତା ସୋବ ଇବରାହିମ ଙ୍କୁ ବିବାହ କରିଥିଲେ । ସେ ଆଜି ବି ନିଜ ବିବାହ ପାଇଁ ନିଜକୁ ଦୋଷ ଦେଉଛନ୍ତି ଓ କୁହନ୍ତି କି ତାଙ୍କ ଜୀବନର ଭୁଲ ଥିବା ତାଙ୍କ ପ୍ରଥମ ବିବାହ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।