ଓଲିଉଡ ଆମକୁ ଅନେକ ଅଭିନେତା ଅଭିନେତ୍ରୀ ଦେଇଛି ମାତ୍ର ସେମାନଙ୍କ ମଧ୍ୟାରୂ କିଛି ଜଣ ଏହି ଦୁନିଆକୁ ସବୁଦିନ ପାଇଁ ଛାଡି ଦେଇଛନ୍ତି । ନିଜର ପ୍ରକୃତ ଦୁନିଆରେ ଖୁସିରେ ଅଛନ୍ତି । ତେବେ ଆଜି ଆମେ ଏହି ଭଳି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ଓଲିଉଡ ଜଗତରେ ଏମିତି କିଛି ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ମା ହେବା ପରେ ନିଜ ଅଭିନୟ ଦୁନିଆକୁ ସବୁ ଦିନ ପାଇ ଛାଡି ଦେଇ ଛନ୍ତି । ପ୍ରଥମେ ହେଉଛନ୍ତି ଉପାସନା ସେ “ମାନିନୀ” ସେରିୟଲ ରେ ଅଭିନୟ କରିଥିଲେ ଏହା ଆପଣ ମାନେ ଜାଣି ଥିବେ । ସେ ମା ହେବା ପରେ ଓଲିଉଡ ଜଗଗତରୁ ଦୂରେଇ ଯାଇଛନ୍ତି ।
ତେବେ ଏହା ସବୁ ଦିନ ପାଇଁ ମାତ୍ର କିଛି ଦିନ ପାଇଁ ତାହା ଅଜଣା ଅଟେ । ଦ୍ବିତୀୟରେ ହେଉଛନ୍ତି ମଧୁସ୍ମିତା ତାଙ୍କୁ ଆପଣ “ବଧୂ” ସିରିୟଲ ରେ ଦେଖିଥିବେ । ସେ ମଧ୍ୟ ମା ହେଲା ପରେ ଏକ ପ୍ରାକାର ଦୂରେଇ ଯାଇଛନ୍ତି ଅଭିନୟ ଦୁନିଆରୁ । ଅର୍ପିତା ତାଙ୍କୁ ଆପଣ “ଦୂର୍ଗା” ସିରିୟଲରେ ଦେଖିଥିବେ ସେ ମା ହେଲା ପରେ ଅଭିନୟ କରିବା ବନ୍ଦ କର ଦେଇଥିଲେ ।
ମାତ୍ର ସେ ପରେ ନିଜର ପୁଅ ବଡ ହେଲା ପରେ ଆଉ ଏକ ସିରିୟଲ “ମହାଦେବୀ”ରେ ଅଭିନୟ କରୁଛନ୍ତି । ସ୍ଵୀଟୀଙ୍କୁ ବି ଆପଣ ଭଲ ଭାବରେ ଜାଣିଥିବେ ସେ ଆଲବୁମ ରୁ ନେଇକି ସିରିୟଲ ସବୁ କରିଛନ୍ତି । ସେ “ମାନିନୀ” ସିରିୟଲରେ ମାନିନୀ ଚରିତ୍ରରେ ଅଭିନୟ କରୁଥିଲେ ମାତ୍ର ସେ ଅଭିନୟ ଛାଡି ଦେଇଥିଲେ ମା ହେବା ପରେ । ସେ ଅଭିନୟ ଛାଡିବା ପରେ ଏହି ସିରିୟଲ ର TRP କମି ଯାଇ ଥିଲା ।
ଏହା ପରେ ହେଉ ଛନ୍ତି ପ୍ରିୟା । ଏହି ଅଭିନେତ୍ରୀ ଜଣକ ନିଜର କ୍ଯାରିୟର “ଅଭିମନ୍ୟୁ” ଚଳଚିତ୍ରରୁ ଆରମ୍ଭ କରିଥିଲେ । ଏହା ପରେ ତାଙ୍କୁ ଅନେକ ଭଲ ଭଲ ମୁଭୀର ଆଫର ଆସିଥିଲା ସେ ଏହାକୁ କରିଥିଲେ ମଧ୍ୟ ମା ହେବା ପରେ ସେ ଅଭିନୟ ଦୁନିଆକୁ ସବୁଦିନ ପାଇଁ ଛାଡି ଦେଇଥିଲେ । ବିଦୂସ୍ମିତା ସେ ଜେନ ଭଲ ଅଭିନେତ୍ରୀ ସେ ନିଜକୁ ଦୂରେଇ ଦେଇଥିଲେ ଅଭିନୟ ଦୁନିଆରୁ ମାତ୍ର ପୁଣି କିଛି ସମୟ ପାଇଁ ସେ ଆସିଥିଲେ ।
ମାତ୍ର ଆଗଭଳି ସେ ଅଭିନୟ କରିନଥିଲେ। ଈପସିତା ଙ୍କୁ ଆପଣ ଅନେକ ସିରିୟଲ ରେ ଦେଖିଥିବେ ତା ଭିତରୁ “ଅପା” ଗୋଟେ ଲୋକ ପ୍ରିୟ ସିରିୟଲ ଅଟେ । ମାତ୍ର ମା ହେବା ପରେ ସେ ଓଲିଉଡ ଦୁନିଆରୁ ଦୂରେଇ ଯାଇଥିଲେ । ରାଲି ନନ୍ଦ ସେ ବିବାହ ପରେ ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ । ମାତ୍ର ମା ହେବା ପରେ ସେ ସଂପୂର୍ଣ୍ଣ ରୂପେ ସେ ନିଜକୁ ଦୂରେଇ ଦେଇଥିଲେ କଳା ଦୁନିଆରୁ ।
ସେ “ଆକାଶେ କି ରଙ୍ଗ ଲାଗିଲା” ଓ ” ତୁ ଥିଲେ ମୋ ଡର କାହାକୁ” ଭଳି ଅନେକ ହିଟ ଚଳଚିତ୍ରରେ ଅଭିନୟ କରିଥିଲେ । ତେବେ ବନ୍ଧୁଗଣ ଆପଣଙ୍କୁ ଆମର ଏହି ସୂଚନା କିଭଳି ଲାଗିଲା ନିଶ୍ଚୟ କହିବେ ଓ ଆମ ପେଜକୁ ଲାଇକ ମଧ୍ୟ କରିବେ।
ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।