ଦେଖନ୍ତୁ କେଉଁ Cricketer ଙ୍କ ସ୍ତ୍ରୀ ସବୁଠୁ ଅଧିକ ସୁନ୍ଦରୀ ?

ଭାରତରେ କ୍ରିକେଟ ଅନେକ ଲୋକଙ୍କ ପ୍ରିୟ ଖେଳ ଅଟେ ମାତ୍ର ଆପଣ ଜାଣିଛନ୍ତି କି ଏହି ଖେଳ କୁ ଖେଳୁ ଥିବା ଖେଳାଳି ମାନଙ୍କର ପତ୍ନୀ ମାନେ ଦେଖିବାକୁ କିଭଳି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ । ମହମ୍ମଦ ସାମି ଜଣେ ଭଲ ଖେଳାଳି ଅଟନ୍ତି  ସେ ଅନେକ ଖେଳାଳି ମାନଙ୍କ  ଉଇକେଟ ନେଇଛନ୍ତି । ତେବେ ଯଦି ତାଙ୍କ ସ୍ତ୍ରୀ ଙ୍କ ବିଷୟରେ କହିବା ତେବେ ତାଙ୍କ ପତ୍ନୀଙ୍କ ନାମ ହେଉଛି ହସିନ ।

ସେ ଦେଖିବାକୁ ଖୁବ ସୁନ୍ଦରୀ ମାତ୍ର ଏହି ଦୁଇ ଯୋଡି ଏବେ ଏକାଠି ନାହାନ୍ତି । ଦିନେଶ କାର୍ତିକଙ୍କ ବିଷୟରେ କହିବା ତେବେ ଏହାଙ୍କ ସ୍ତ୍ରୀ ଙ୍କର ନାମ ହେଉଛି ଦୀପିକା ପାଲିକା କାର୍ତିକ । ଦୁହିଙ୍କ ବିବାହ ୨୦୧୫ରେ ହୋଇଥିଲା । ଦୀପିକା ଜଣେ ବ୍ୟାଟ ମିଟନ ଖେଳାଳି ଅଟନ୍ତି । ତାଙ୍କୁ ଅର୍ଜୁନ ପୁରସ୍କାର ଓ ଭାରତ ରତ୍ନ ପୁରସ୍କାର ଦିଆଯାଇଥିଲା ।କେଦାର ୟାଦବ ଏହାଙ୍କ ସ୍ତ୍ରୀଙ୍କର ନାମ ଶ୍ନେହା  ୟାଦବ । ଏହାଙ୍କ ପତ୍ନୀ ମଧ୍ୟ ଦେଖିବାକୁ ସୁନ୍ଦରୀ । ସଞ୍ଜୁ ଶ୍ୟାମସଙ୍ଗଙ୍କ ପତ୍ନୀ ଚାରୁଳତା ଶ୍ୟାମସଙ୍ଗ । ସଞ୍ଜୁ ୨୦୧୮ରେ ବିବାହ କରିଥିଲେ ।

ତାହାଙ୍କ ପତ୍ନୀ ମଧ୍ୟ ଦେଖିବାକୁ ସୁନ୍ଦରୀ ।  ରିସବ ପନ୍ନ ଓ ଏହାଙ୍କ ପ୍ରେମିକା ଇଶା ନେଗୀ । ଓ ଇଶା ନେଗୀ ଦେଖିବାକୁ ସୁନ୍ଦରୀ ମଧ୍ୟ ଏହାଙ୍କ ଇନଷ୍ଟାଗ୍ରାମ ରେ ମଧ୍ୟ ଅଧିକରୁ ଅଧିକ ଫଲୋଅର ଅଛନ୍ତି ।  ମୟଙ୍କ ଅଗ୍ରୱାଲ ଙ୍କର ସ୍ତ୍ରୀ ଙ୍କର ନାମ ଅସିତା ଅଟେ ଓ ସେ ମଧ୍ୟ ଦେଖିବାକୁ ସୁନ୍ଦରୀ । ଅମବାତି ରାଇଡୂଙ୍କର ପତ୍ନୀଙ୍କର ନାମ ଚେନୁ ପଲି । ସେ ଦେଖିବାକୁ ବହୁତ ସୁନ୍ଦରୀ । ଉମେଶ ୟାଦବଙ୍କର ସ୍ତ୍ରୀଙ୍କର ନାମ  ତାନିଆ ଓ ସେ ଦେଖିବାକୁ ମଧ୍ୟ ଅଧିକ ସୁନ୍ଦରୀ ।

ରବୀନ୍ଦ୍ର ଜାଡେଯା ପତ୍ନୀ ଙ୍କର ନାମ ରିବା ସୋଲାନଙ୍ଗୀ ଓ ସେ ଦେଖିବାକୁ  ବହୁତ ସୁନ୍ଦରୀ । ଦୁହେଁ ସହପାଠୀ ଥିଲେ । କେ – ଆର – ରାହୁଲ ଙ୍କର ପ୍ରେମିକା ଙ୍କର ନାମ ଆଥୀୟା ଶେଠୀ ଅଟେ ଓ ସେ ବି ସୁନ୍ଦରତା ରେ ପଛରେ ନାହାଁନ୍ତି । ୟସବିନ୍ଦରଙ୍କର ପତ୍ନୀ ଖୁବ ସୁନ୍ଦରୀ ଓ ସବୁ ବେଳେ ହସୁ ଥାନ୍ତି ତେବେ  ତାଙ୍କ ନାମ  ଦାନିଶ୍ରୀ ବର୍ମା । ସେ ଜଣେ ଭଲ ନର୍ତ୍ତକୀ ଅଟନ୍ତି ।

ହାର୍ଦିକ ପାଣ୍ଡିଆଙ୍କ ପତ୍ନୀ ବି ଦେଖିବାକୁ ଖୁବ ସୁନ୍ଦରୀ ଓ ତାଙ୍କ ନାମ  ନତାସା । ଶିଖର ଧବନ ଙ୍କର ପତ୍ନୀଙ୍କ ନାମ ଆଈଶା ମୁଖାର୍ଜୀ ଅଟେ ଓ ସେ ଦେଖିବାକୁ ବହୁତ ସୁନ୍ଦରୀ ଅଟନ୍ତି । ୟୁବରାଜ ସିଂ ହେଜେଲ ଙ୍କୁ ୨୦୧୬ ରେ ବିବାହ କରିଥିଲେ । ସେ ଜଣେ ଅଭିନେତ୍ରୀ  ଓ ସୁନ୍ଦରୀ ମଧ୍ୟ । ସୁରେଶ ରାଇନା ଙ୍କର ସ୍ତ୍ରୀ ପ୍ରିୟାଙ୍କା ରାଇନା ଅଟନ୍ତି ଓ ସେ ଦେଖିବାକୁ ବି ଖୁବ ସୁନ୍ଦରୀ ।

ଧୋନୀଙ୍କର ସ୍ତ୍ରୀଙ୍କର ନାମ ସାକ୍ଷସି ଓ ଦୁହେଁ ୨୦୧୦ ରେ ବିବାହ କରିଥିଲେ । ବିରାଟ କୋହିଲି ବିବାହ କରିଛନ୍ତି ଅନୁସ୍କା ଙ୍କୁ ତାଙ୍କୁ କିଏବା ନ ଜାଣେ । ସେ ଜଣେ ଭଲ ଓ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି  । ରୋହିତ ଶର୍ମା ଙ୍କର ପତ୍ନୀ ମଧ୍ୟ ପଛରେ ନାହାଁନ୍ତି । ରୀତିକା ମଧ୍ୟ ଦେଖିବାକୁ ସୁନ୍ଦରୀ ଅଟନ୍ତି । ତେବେ ଆପଣ ମାନେ ଆମକୁ ମତା ମତ ଦେବା ସହ ଏହି ବିଷୟରେ ଆମ ପୀଜ କୁ ଲାଇକ ମଧ୍ୟ କରନ୍ତୁ ।