ବାଛନ୍ତୁ 1 ହୃଦୟ ଓ ଜାଣନ୍ତୁ ଆପଣଙ୍କ ସାଙ୍ଗ ଆପଣଙ୍କୁ କାହିଁକି ପସନ୍ଦ କରନ୍ତି ? Love Quiz

କୁହାଯାଏ କି ବ୍ଯକ୍ତିର ପସନ୍ଦ ଓ ନା ପସନ୍ଦ ତାହାର ବ୍ୟକ୍ତିତ୍ବ ଓ ସ୍ଵଭାବର ଆଇନା ହୋଇଥାଏ । ବ୍ଯକ୍ତିର କହିବା ଓ ପସନ୍ଦ କରା ଯାଇଥିବା ଜିନିଷ ତାହାର ଜୀବନ ଓ ସ୍ଵଭାବ ସହ ଜଡିତ କିଛି ରହସ୍ୟ ବିଷୟରେ ବି କହିଥାଏ । ବନ୍ଧୁତ୍ଵ ଏକ ଏମିତି ବନ୍ଧନ ଯାହା ମଣିଷର ସବୁ ସମୟରେ କାମରେ ଆସିଥାଏ । ସବୁ ବ୍ୟକ୍ତି ନିଜର ମିତ୍ରଙ୍କ ସହ ଭଲ ସମ୍ପର୍କ ରଖିବା ସହ ଅଧିକ ସମୟ ବିତାଇବାକୁ ପସନ୍ଦ କରନ୍ତି । ଆଜି ଏହି ଆର୍ଟିକାଲରେ ଆମେ ଆପଣଙ୍କ ପାଇଁ କିଛି ମଜାଦାର ବା ରୋମାଞ୍ଚକର ଲଭ କ୍ଵିଜ ଗେମ ନେଇ ଆସିଛୁ ।

ଯେଉଁଥିରେ ଆମେ ଆପଣ ମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରର ହୃଦୟର ଚାବି ବା ଚିତ୍ର ଦେଖାଇବୁ । ଯେଉଁଥିରେ ଆପଣଙ୍କୁ ନିଜ ପସନ୍ଦର ଗୋଟିଏ ହୃଦୟର ଛବିକୁ ବାଛିବାର ଅଛି । ଏହା ପରେ ଆପଣଙ୍କ ଦ୍ଵାରା ବଛା ଯାଇଥିବା ହୃଦୟ ମାଧ୍ୟମରେ ଆମେ ଆପଣଙ୍କୁ କହିବୁ କି ଆପଣଙ୍କର ବନ୍ଧୁ ମାନେ ଆପଣଙ୍କୁ କାହିଁକି ଭଲ ପାଆନ୍ତି । ଏଥି ପାଇଁ ଆପଣଙ୍କୁ ୫ ସେକେଣ୍ଡ ଦିଆଯିବ । ତେବେ ଆସନ୍ତୁ ଗେମ ଆରମ୍ଭ କରିବା ।

୧- ପ୍ରଥମ ହୃଦୟ ବାଛିଥିବା ବ୍ୟକ୍ତି: ଯଦି ଆପଣ ପ୍ରଥମ ନମ୍ବରର ହୃଦୟ ବାଛିଛନ୍ତି ତେବେ ଆପଣଙ୍କ ମିତ୍ର ଆପଣଙ୍କୁ ଏଠି ପାଇଁ ପସନ୍ଦ କରନ୍ତି ଯେ ତାଙ୍କୁ ଆପଣଙ୍କ ଉପରେ ନିଜ ଠାରୁ ଅଧିକ ଭରସା ରହିଥାଏ । ସେ ଆପଣଙ୍କୁ ନିଜର ବେଷ୍ଟ ସାଙ୍ଗ ବା ସଚ୍ଚା ଦୋସ୍ତ ମାନିଥାନ୍ତି ଯିଏ ସବୁ କ୍ଷେତ୍ରରେ ଆପଣଙ୍କର ସାଥ ଦେବ ।

୨-  ଦିତୀୟ ହୃଦୟ ବାଛିଥିବା ବ୍ୟକ୍ତି: ଯଦି ଆପଣ ଦିତୀୟ ନମ୍ବରର ହୃଦୟ ବାଛିଛନ୍ତି ତେବେ ଆପଣଙ୍କ ମିତ୍ର ଆପଣଙ୍କୁ ଏଠି ପାଇଁ ପସନ୍ଦ କରନ୍ତି ଯେ ଆପଣଙ୍କର ବ୍ୟକ୍ତିତ୍ବ ଓ ଲୁକ ତାଙ୍କୁ ବହୁତ ଆକ୍ଟ୍ରାଟିଭ କରିଥାଏ ଓ ଆପଣଙ୍କ ସହ ରହିଲେ ଆପଣଙ୍କ ବନ୍ଧୁର ସବୁ ସମସ୍ଯା ଦୂର ହୁଏ ।

୩- ତୃତୀୟ ହୃଦୟ ବାଛିଥିବା ବ୍ୟକ୍ତି: ଯଦି ଆପଣ ତୃତୀୟ ନମ୍ବରର ହୃଦୟ ବାଛିଛନ୍ତି ତେବେ ଆପଣଙ୍କ ମିତ୍ର ଆପଣଙ୍କୁ ଏଠି ପାଇଁ ପସନ୍ଦ କରନ୍ତି ଯେ ଆପଣ ନିଜ ସାଙ୍ଗଙ୍କ ପାଇଁ ବହୁତ ସ୍ପେଶାଲ ଅଟନ୍ତି । ଆପଣଙ୍କର ଚିନ୍ତାଧାରା ଓ ସ୍ମାର୍ଟନେସ ଆପଣଙ୍କ ବନ୍ଧୁଙ୍କୁ ବହୁତ ପସନ୍ଦ ଅଟେ ।

୪- ଚତୁର୍ଥ ହୃଦୟ ବାଛିଥିବା ବ୍ୟକ୍ତି: ଯଦି ଆପଣ ଚତୁର୍ଥ ନମ୍ବରର ହୃଦୟ ବାଛିଛନ୍ତି ତେବେ ଆପଣଙ୍କ ମିତ୍ର ଆପଣଙ୍କୁ ଏଠି ପାଇଁ ପସନ୍ଦ କରନ୍ତି ଯେ ଆପଣଙ୍କର ଷ୍ଟାଇଲ ବହୁତ ପସନ୍ଦ ଆସିଥାଏ । ଏହା ସହ ଆପଣଙ୍କର ଫ୍ରେଣ୍ଡଲି ଓ ହେଲପିଙ୍ଗ ପ୍ରକୃତି ଆପଣଙ୍କ ବନ୍ଧୁଙ୍କୁ ବହୁତ ଲାଇକ ଆସିଥାଏ ।

୫- ପଞ୍ଚମ ହୃଦୟ ବାଛିଥିବା ବ୍ୟକ୍ତି: ଯଦି ଆପଣ ପଞ୍ଚମ ନମ୍ବରର ହୃଦୟ ବାଛିଛନ୍ତି ତେବେ ଆପଣଙ୍କ ମିତ୍ର ଆପଣଙ୍କୁ ଏଥି ପାଇଁ ପସନ୍ଦ କରନ୍ତି ଯେ ଆପଣଙ୍କର ମ୍ୟାଚୁରୀଟି ଓ ଖୋଲା ଚିନ୍ତାଧାରା ବହୁତ ପସନ୍ଦ ଆସିଥାଏ । ଏହା ବ୍ୟତିତ ଆପଣଙ୍କର ଆଖି ଓ ବଚନ ବହୁତ ଭଲ ଲାଗୁଥିବାରୁ ଆପଣଙ୍କ ସାଥୀ ଆପଣଙ୍କୁ ବହୁତ ପସନ୍ଦ କରିଥାନ୍ତି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି  ବିବରଣୀଟି ଭଲ ଲାଗିଥାଏ ତେବେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।