ଦୁନିଆର ସବୁ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଲୁଚେଇ ଥାଆନ୍ତି ଏହି 5 ଟି କଥା- Chanakya Niti

ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ଲିଖିତ ଏକ ନୀତି ଗ୍ରନ୍ଥ ଅଟେ । ଏଥିରେ ଜୀବନକୁ ଶୁଖମୟ ଓ ସଫଳ କରିବା ପାଇଁ ବହୁତ ଉପାୟ କୁହାଯାଇଛି । ଏହି ଗ୍ରନ୍ଥର ମୁଖ୍ୟ ଉଦେଶ୍ୟ ମାନବ ସମାଜକୁ ଜୀବନର ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରିବାର ବ୍ୟବହାରିକ ଶିକ୍ଷା ଦେବା । ଚାଣକ୍ୟ ଏହି ନୀତି ବଦଳରେ ଚନ୍ଦ୍ରଗୁପ୍ତ ମୋର୍ଜ୍ୟଙ୍କୁ ରାଜା କାରାଇଥିଲେ । ଏହି ନୀତିଦ୍ବାରା ଆଜି ଆମେ ଜାଣିବା ମହିଳା ମାନେ ଏପରି କିଛି ୫ଟି କଥା ଅଛି ଜାଝାକି ନିଜ ସ୍ବାମୀଙ୍କଠାରୁ ଲୁଚାଇଥାନ୍ତି ।

ଆମ ଧର୍ମରେ ସୋହଳ ସଂସ୍କାର ମଧ୍ୟରୁ ବିବାହକୁ ଏକ ସଂସ୍କାର କୁହାଯାଏ । ବିବାହିତ ଜୀବନରେ ସ୍ଵାମୀ ଓ ସ୍ତ୍ରୀ ଦୁଇଜଣ ପରସ୍ପରର ଶୁଖ ଦୁଖରେ ଭାଗୀଦାରୀ ହେବା ଉଚିତ । ଏହାଦ୍ବାରା ଦୁଇଜଣଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ହୋଇଥାଏ ଓ ସମ୍ପର୍କ ସୁଦୃଢ ହୋଇଥାଏ ।

କିନ୍ତୁ କଥାରେ ଅଛି ମହିଳାଙ୍କୁ ବୁଝିବା ବହୁତ କଷ୍ଟ ହୋଇଥାଏ । ଏମାଙ୍କୁ ନା ଭଗବାନ ନା ମୁନି ରୁଷୀ ମାନେ ବୁଝିପାରିଛନ୍ତି ମଣିଷ ତ ତୁଛ ହୋଇଥାଏ । ଏମାନଙ୍କ ମନରେ କେତେବେଳ କଣ ଥାଏ ଏହା ଜାଣିବା ବହୁତ ମୁସ୍କିଲ ହୋଇଥାଏ । ମହିଳାଙ୍କ ମନ କଥା କେବଳ ମହିଳା ମାନେ ହିଁ ଜାଣିଥାନ୍ତି । ମହିଳାମାନେ ନିଜ ଚରିତ୍ର ଅନୁସାରେ ଘରକୁ ସ୍ଵର୍ଗ ଓ ନର୍କ କରି ପାରନ୍ତି । ଆମ ଧର୍ମ ଗ୍ରନ୍ଥ ଅନୁସାରେ ମହିଳାମାନଙ୍କୁ ଲକ୍ଷ୍ମୀ ସଦୃଶ ମାନାଯାଇଛି ।

ଯେଉଁ ଘରେ ମହିଳାମାନଙ୍କର ଅସମ୍ମାନ କରାଯାଏ ସେଠାରେ ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏଥି ପାଇଁ ପୁରୁଷ ମାନେ ମହିଳାଙ୍କୁ ସମ୍ମାନ କରିବା ଉଚିତ । ମହିଳା ମାନେ କୌଣସି କଥାକୁ ଲୁଚାଇ ରଖିପାରିବେ ନାହିଁ ଏହି ଅଭିଶାପ ଯୁଧିଷ୍ଠିର ମହିଳା ମାନଙ୍କୁ ଦେଇଥିଲେ । କିନ୍ତୁ ନେପରି କିଛି କଥା ଅଛି ଯାହାକି ମହିଳା ମାନେ ନିଜ ସ୍ଵାମିକୁ ଲୁଚାଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି କଥାଗୁଡ଼ିକ କଣ ହୋଇଥାଏ ।

ଚାଣକ୍ୟଙ୍କ ମତ ଅନୁସାରେ କୌଣସି ସ୍ତ୍ରୀ କିମ୍ବା ପୁରୁଷ କୁ ନିଜର କମାଜୋରି କାହାକୁ କହିବା ଉଚିତ ନୁହେଁ । ଯଦି କୌନଆସି ବ୍ୟକ୍ତିକୁ ଆପଣଙ୍କ କମାଜୋରି ଜନନପଡିଥାଏ ତେବେ ସେ ଆପଣାକୁ ନିଜ ଅନୁସାରେ ଚଳିବାକୁ ବାଧ୍ୟ କରିଥାଏ । ଏବେ ଆସନ୍ତୁ ଜାଣିବା ମହିଳା ମାନେ କେଉଁ କଥା ନିଜ ସ୍ଵାମିକୁ ଲୁଚାଇଥାନ୍ତି ।

୧ – ପୁରୁଣା ପ୍ରେମ

ସବୁ ସ୍ତ୍ରୀଙ୍କ ଜୀବନ ରେ କୌଣସି ନା କୌଣସି ପୁରୁଷ ଆସିଥାଏ କିନ୍ତୁ ମହିଳାଙ୍କ ଏହି କର୍ତବ୍ୟ ହୋଇଥାଏ କି ତା ସହ ଶାରୀରିକଳ ସମ୍ବନ୍ଧ  ରଖିବା ଉଚିତ ନୁହେଁ । ଏହାର ଫାଇଦା ସେହି ପୁରୁଷ ଉଠାଇଥାଏ । ଏଥି ପାଇଁ ମହିଳା ନିଜ ସ୍ଵାମିକୁ ନିଜର ପୁରୁଣା ସମ୍ପର୍କ ବିଷୟରେ ଲୁଚାଇଥାଏ । କାହିଁକି ନା ତାକୁ ଭୟ ଥାଏ କି ନିଜ ସ୍ଵାମୀ ସହ ସମ୍ପର୍କ ଛିର୍ଣ୍ଣ ହୋଇଯିବାର ।

୨ – ମନର ଇଛା

ବିବାହ ପରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି କଥାକୁ ନେଇ ସହମତି ହୋଇନଥାଏ । ଏହି ସମୟରେ ଦୁଇଜଣଙ୍କ ମଧ୍ୟରୁ ଜଣକୁ ପଛକୁ ହଟିବାକୁ ହୋଇଥାଏ । ଏମିତିରେ ମହିଳା ମାନେ ପଛକୁ ହଟିଯାଇ ସ୍ବାମୀଙ୍କର କଥାକୁ ମାନିଯାଇଥାନ୍ତି । ନିଜ ମନର ଇଛା ସ୍ଵାମୀ ଆଗରେ ପ୍ରକଟ କରେ ନାହିଁ   । କିନ୍ତୁ ସ୍ବାମୀର କର୍ତ୍ୟବ କି ସ୍ତ୍ରୀର ଇଛାକୁ ପୂରଣ କରିବା । ଏପରି ବାରମ୍ବାର ହେବା ଦ୍ଵାରା ଦୁଇଜଣଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ ଓ  ଦୁହିଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତିର ପ୍ରବେଶ ହୋଇଥାଏ ।

୩ – ରୋଗ

ସାଧାରଣତଃ ମହିଳା ମାନେ ନିଜ ଶରୀରର କଷ୍ଟ ନିଜ ସ୍ଵାମିଠାରୁ ଲୁଚାଇଥାନ୍ତି । କାହିଙ୍କିନା ସେମାନେ ଚାହାନ୍ତି ନାହିଙ୍କି କୌଣସି ଛୋଟ ଛୋଟ କଥାରେ ନିଜ ସ୍ଵାମିକୁ ହଇରାଣ କରିବା ପାଇଁ । କିନ୍ତୁ ସ୍ଵାମିକୁ ନିଜ ସ୍ତ୍ରୀର ଯତ୍ନ ନେବା ଉଚିତ ।

୪ – ଧନ

ମହିଳା ମାନେ ଧନକୁ ନେଇ ବହୁତ ସଚେତନ ଥାନ୍ତି । ମହିଳା ମାନେ ନିଜ ସ୍ଵାମିକୁ ଲୁଚାଇ କିଛି ଟଙ୍କା ନିଜ ପାଖରେ ରଖିଥାନ୍ତି । ସେଥିରେ ସେ ଘରର ଛୋଟ ଛୋଟ ଆବଶ୍ୟକ ଜିନିଷ କିଣିପାରିବେ ଏବଂ ଘରକୁ ସଜାଇବାରେ ଏହି ଟଙ୍କା ଖରଚ କରିଥାନ୍ତି ଓ ଭବିଷ୍ୟତ ପାଇଁ ସଞ୍ଚୟ କରି ରଖିଥାନ୍ତି ।

୫ – ମିତ୍ରଙ୍କୁ କୌଣସି ଗୁପ୍ତ କଥା କହିବା

ମହିଳାମାନେ ନିଜର କୌଣସି ଗୁପ୍ତ କଥା ନିଜର ମିତ୍ର କୁ କହିଥାନ୍ତି । କିନ୍ତୁ କୌଣସି ମହିଳାକୁ ନିଜ ସ୍ଵାମୀର ଆର୍ଥିକ ସ୍ଥିତି କହିବା ଉଚିତ ନୁହେଁ । ନଚେତ ଲୋକମାନେ ତାଙ୍କୁ ଉଧାର ମାଗି ପାରନ୍ତି । ଏବଂ ଆର୍ଥକ ସଙ୍କଟରେ ତାକୁ କେହି ସାହାଜ୍ଯ କରିବେ ନାହିଁ ।

ଦର୍ଶକବନ୍ଧୁ ଯଦି ଆପଣଙ୍କୁ ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହ ଯୋଡି ହେଇ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।