Vastu Tips- ସକାଳୁ ସକାଳୁ ଘରର କବାଟ ଖୋଲିବା ମାତ୍ରେ ସବୁଠୁ ପ୍ରଥମେ କରନ୍ତୁ ଏହି 1 କାମ, ରୋଡପତି ରୁ ହେଇଯିବେ କୋଟିପତି

ସକାଳୁ ଉଠି ମହିଳାମାନେ ଏହି କାମ କରନ୍ତୁ ଧନ ପ୍ରାପ୍ତି ହେବ । ଘରର ମୁଖ୍ୟ କବାଟ ବଡ଼ ହେବ ଦରକାର । ଏମିତି କଲେ ଘରର ବାସ୍ତୁ ଦୋଷ କଟିଥାଏ । ଘରର ମୁଖ୍ୟ କବାଟ ପାଖକୁ ଲକ୍ଷ୍ମୀ ଆସନ୍ତି । ସେଥିପାଇଁ ଘରର ମୁଖ୍ୟ କବାଟ ଭଲ ସ୍ଥିତି ରେ ରହିବା ଦରକାର । ଏହା ଫଳରେ ତୁମ ଜୀବନରେ ସୁଖ ସମୃଦ୍ଧି ଆଣିଥାଏ । ମହିଳା ମାନେ ସକାଳୁ ଉଠି କେଉଁ ସବୁ କାମ କରନ୍ତି ସେହି ବିଷୟରେ ଜାଣିବା । ମହିଳାମାନେ ସକାଳୁ ଉଠି ଘରର ମୁଖ୍ୟ ଦ୍ଵାର ରେ ଜଳ ଢାଳନ୍ତି । ସେହି ଜଳ ଗଙ୍ଗା ଜଳ ହୋଇଥିଲେ ଶୁଭ ହୁଏ । ପୂଜା କଳସୀରେ କେଉଁ ବି ଜଳ ରଖିପାରନ୍ତି ।

ଆପଣ ରାତିରେ ଏହି ଜଳକୁ ରଖନ୍ତୁ । ଶୋଇକି ଉଠିଲା ପରେ ଘରର ଦ୍ବାର ମୁହଁରେ ଢାଳନ୍ତୁ । ଏହି ଘରେ ସୁଖ ସମୃଦ୍ଧି ଆସେ ଓ ଘର ପବିତ୍ର ଲାଗେ । ଶନିବାର ଓ ରବିବାର ଘରେ ଏହି ଉପାୟ କରିବା ଦରକାର । ଶନିବାର ଓ ରବିବାର ଏହିସବୁ ଉପାୟ କରନ୍ତୁ ଧନ ବର୍ଷା ହେବ ।

ଘରର ଦ୍ବାର ମୁହଁରେ ପାଣି ଢାଳି ଝାଡୁ ଲଗେଇବା ଦରକାର । ଶାସ୍ତ୍ରରେ ଅଛି ଏମିତି କଲେ, ଯଦି କେହି ଆପଣଙ୍କୁ ତନ୍ତ୍ର ଓ ମନ୍ତ୍ର କରିଥିବେ, ତାହେଲେ ସବୁ ଦୂରେଇ ଯିବେ । ମା ଲକ୍ଷ୍ମୀ ଆପଣଙ୍କ ଘରେ ରହିବେ । ଘର କବାଟରେ ହଲଦିଆ, ଲାଲ, ମେରୁନ ରଙ୍ଗର ଚିତ୍ର କରିବେ ଭଲ ହେବ

ମହିଳାମାନେ ଘରର ଦ୍ଵାର ପୋଛା ଲଗେଇବା ଦରକାର । ଯଦି ଆପଣ ଧନ ପାଇବା ପାଇଁ ଚାହୁଁଛନ୍ତି, ଅଶୋକ ପତ୍ର ଲଗେଇଲେ ଧନର ଅଭାବ ହେବନାହିଁ । ସୋମବାର ଦିନ ଆମ୍ବ ପତ୍ର ଲଗେଇଲେ ଧନର ଅଭାବ ହେବ ନାହିଁ, ଗୁରୁବାର ଦିନ ଅଶୋକ ପତ୍ର ଲଗେଇଲେ ଧନର ଅଭାବ ହେବ ନାହିଁ । ସବୁ କାମ ଭଲ ହେବ ।

ଆପଣଙ୍କ ଘରେ ଧନର ଅଭାବ ହେବନାହିଁ । ପୂର୍ବ ଓ ଉତ୍ତର ଦିଗକୁ ଗଣେଶଙ୍କ ମୂର୍ତ୍ତି ରଖିଲେ ଶୁଭ ହେବ । ଘରର ଉତ୍ତରପୂର୍ବ କୋଣରେ ସବୁ ଠାକୁରଙ୍କୁ ସ୍ଥାପନ କରିବା ଉଚିତ୍

ଘରର ବୃହସ୍ପତି ବାରକୁ ଛାଡ଼ି ଆଉ ସବୁଦିନ ଘରେ ଲୁଣ ପକେଇ ପୋଛା ଲଗେଇବା ଦରକାର । ସୋମବାର ଦିନ ଘରର ଦ୍ବାର ମୁହଁରେ ଆମ୍ବପାତ୍ର ତୋରଣ ଲଗେଇବା ଦରକାର ।

ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ଥିକ୍ ଚିହ୍ନ କଲେ ଶୁଭଫଳ ମିଳିଥାଏ । ସୋରିଷ ତେଲ ଓ ସିନ୍ଦୂରରେ ଶ୍ଵସ୍ଥିକ କରିବା କିମ୍ବା ଘିଅ ଓ ସିନ୍ଦୁରରେ ଶ୍ଵସ୍ଥିକ କରିବା ଦରକାର । ଘରର ମୁଖ୍ୟ ଦ୍ଵାରକୁ ସଫା ସୁତୁରା ରହିବା ଦରକାର ।

ସବୁବେଳେ ଘରକୁ ସଫା ରଖିବା ଦରକାର । ଆମେ ଆପଣଙ୍କୁ କୋଟିପତି ହେବାର ଉପାୟ କହିଲୁ । ଆପଣଙ୍କୁ ଧନ ପ୍ରାପ୍ତି ହେବ ଓ ଖୁସିରେ ରହିବେ ।