ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରଭିଉରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରି ଥାନ୍ତି । ସେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ଯଦି କେଉଁ ପିଲା ପାଠ ପଢୁଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ମଧ୍ୟ ପାରିବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।
୧. ଏଭଳି ଏକ ଧର୍ମ ର ନାମ କୁହନ୍ତୁ ଯାହାକୁ ଆଗରୁ ଏବଂ ପଛ ଉଭୟ ଆଡ଼ ରୁ ପଢ଼ିଲେ ସମାନ ହେବ?
ଉତ୍ତର- ଇସାଇ ଧର୍ମ।
୨. ଆପଣ ଯେତେ ଆଗକୁ ବଢ଼ନ୍ତି ତାହା ସେତେ ପଛରେ ରହିଯାଏ। ତାହା କଣ ଅଟେ?
ଉତ୍ତର- ପାଦ ପକାଇବା।
୩. ଇଂରାଜୀ ରେ ଏଭଳି କେଉଁ ଦେଶ ରହିଛି ଯାହାର ନାମର ପ୍ରଥମ ଅକ୍ଷର A ରୁ ଆରମ୍ଭ ଏବଂ ଶେଷ ଅକ୍ଷର ମଧ୍ୟ A ରେ ଶେଷ?
ଉତ୍ତର- ଆମେରିକା।
୪. ମନୁଷ୍ୟ ଯେତେ ଯେତେ ବଡ଼ ହୋଇଥାଏ ତାର ଶରୀର ର କେଉଁ ଅଙ୍ଗ ବଢ଼ିଥାଏ?
ଉତ୍ତର- ନାକ ଓ କାନ।
୫. ଭୁମି ରେ ସବୁଠାରୁ ବଡ଼ ପ୍ରାଣୀ କଣ ଅଟେ?
ଉତ୍ତର- ଆଫ୍ରିକୀୟ ହାତୀ।
୬. କେଉଁ ଦେଶରେ ଗାଈ ର ପେଟରେ ସରିୟା ବନ୍ଧା ହୋଇଥାଏ?
ଉତ୍ତର- ଆମେରିକା।
୭. ଭାରତ ଦେଶର କେଉଁ ରାଜ୍ୟ ର ଝିଅ ମାନେ ଧୂମ୍ରପାନ କରନ୍ତି ନାହିଁ?
ଉତ୍ତର- ପଞ୍ଜାବ।
୮. ଭାରତର ସବୁଠାରୁ ଅଧିକ ଅରବ ପତି ଗୁଜୁରାଟ ରାଜ୍ୟ ର କଣ ପାଇଁ ଅଟନ୍ତି?
ଉତ୍ତର- କାରଣ ସେଠାରେ ବ୍ୟାପାର ହୋଇଥାଏ।
୯. ଦୁନିଆର କେଉଁ ଦେଶର ଲୋକ ସବୁଠାରୁ ଅଧିକ ସୋରିଷ ତେଲ ଲଗାଇଥାନ୍ତି?
ଉତ୍ତର- ଭାରତ।
୧୦. ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ କିଏ ଅଟନ୍ତି?
ଉତ୍ତର- ନରେନ୍ଦ୍ର ମୋଦି।
୧୧. ଭାରତର କେଉଁ ରାଜ୍ୟ ର ଝିଅ ମାନେ ଅଧିକ କଲେଜ ଯାଆନ୍ତି?
ଉତ୍ତର- ବିହାର।
୧୨. ଦୁନିଆର ସବୁଠାରୁ ଦାମୀ ପ୍ରାଣୀ କିଏ ଅଟେ?
ଉତ୍ତର- ରେସ ର ଘୋଡ଼ା।
୧୩. ଲୋକମାନେ ସବୁଠାରୁ ପ୍ରଥମେ କେଉଁ ପ୍ରାଣୀ ର କ୍ଷୀର ପିଇଥିଲେ?
ଉତ୍ତର- ଛେଳି।
୧୪. ତାହା କଣ ଅଟେ ଯାହା ଦିନରେ ଥାଏ କିନ୍ତୁ ରାତି ରେ ନଥାଏ?
ଉତ୍ତର- ସୂର୍ଯ୍ୟ।
୧୫. ଦୁନିଆର ସବୁଠାରୁ ତୀବ୍ର ବେଗରେ ଉଡୁଥିବା ପକ୍ଷୀ କିଏ ଅଟେ?
ଉତ୍ତର- ପାରାଗ୍ରୀନ ପକ୍ଷୀ।
୧୬. ଦୁନିଆର ସବୁଠାରୁ ପୁରୁଣା ଆମ୍ବ ଗଛ କେଉଁଠାରେ ଅଛି?
ଉତ୍ତର- ଲକ୍ଷନୌ।
୧୭. କେଉଁ ରଙ୍ଗ ରାଗ ର ପ୍ରତୀକ ଅଟେ?
ଉତ୍ତର- ଲାଲ ରଙ୍ଗ।
୧୮. ଟୋପି ର ଆବିଷ୍କାର କିଏ କରିଥିଲେ?
ଉତ୍ତର- ମିଶ୍ର ଜାତି।
୧୯. ଘର ଭିତରେ ବିଲେଇ ଛୁଆ କୁ ଜନ୍ମ ଦେବା କଣ ଶୁଭ ହୋଇଥାଏ?
ଉତ୍ତର- ହଁ।
୨୦. ଯଦି ଶୋଇଥିବା ବ୍ୟକ୍ତି ଙ୍କ ମୁଣ୍ଡ କୁ ବିଲେଇ ଚାଟିଥାଏ ତେବେ କଣ ହୋଇଥାଏ?
ଉତ୍ତର- ସରକାରୀ ମାମଲାରେ ଫସି ପାରନ୍ତି।
୨୧. ହସ୍ପିଟାଲରେ ପ୍ଲସ୍ ଚିନ୍ହ ର ଅର୍ଥ କଣ ଅଟେ?
ଉତ୍ତର- ରେଡ଼ କ୍ରସ୍ ସଙ୍ଘ।
୨୨. ନିଦରେ କଥା କହିବା ସମସ୍ୟା ରୁ ମୁକ୍ତି ପାଇବା ନିମନ୍ତେ କଣ କରିବା ଉଚିତ?
ଉତ୍ତର- ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଉଚିତ ଏବଂ ଚା ଓ କଫି କମ ପିଇବା ଉଚିତ।
୨୩. ଭାରତୀୟ ନୋଟ ରେ ଗାନ୍ଧିଜୀ ଙ୍କ ଫଟୋ କେବେ ଛପା ହୋଇଥିଲା?
ଉତ୍ତର- ୧୯୬୯।
୨୪. ଏକ୍ସପାୟର ଡେଟ ର ମେଡିସିନ ଖାଇବା ଦ୍ବାରା କଣ ହୋଇଥାଏ?
ଉତ୍ତର- ରିଆକ୍ସନ ଅଥବା ଦେହ ଖରାପ
୨୫. ଏକ ହାତୀ ର ୩ଟି ଛୁଆ ଅଛନ୍ତି। ରାମ, ଶ୍ୟାମ ଏବଂ ଘନଶ୍ୟାମ। ତେବେ ହାତୀ ର ନାମ କଣ ହେବ?
ଉତ୍ତର- ହାତୀ ହିଁ ହେବ।
ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।