ଫେମସ ଓଡିଆ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ Family ଓ Biography, ଆଗରୁ କେବେ ଜାଣି ନଥିବେ

ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଅପରାଜିତା ମହାନ୍ତି ଜଣେ ଜଣା ଶୁଣା ନାଁ ଅଟନ୍ତି । ଅପରାଜିତା ମହାନ୍ତିଙ୍କୁ ପ୍ରତ୍ୟକ ଓଡିଆ ଚିହ୍ନିଛନ୍ତି ଓ ତାଙ୍କର ଅଭିନୟର ଦିବାନା ମଧ୍ୟ ଅଟନ୍ତି । ଅପରାଜିତା ମହାନ୍ତି ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ଏକ ବିଶେଷ ସ୍ଥାନ କରି ପାରିଛନ୍ତି । କହିଦେଉଛୁ କି ଅପରାଜିତା ମହାନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ସବୁଠୁ ଫେମସ ଓ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ସେ ତାଙ୍କ ସମୟରେ ଟପ ଅଭିନେତ୍ରୀ ବି ରହିସାରିଛନ୍ତି ।

ଏମିତିରେ ଆଜି ଆମେ ଆପଣଙ୍କୁ ଅପରାଜିତା ମହାନ୍ତିଙ୍କ ପର୍ଶନାଳ ଲାଇଫ ଓ ତାଙ୍କର ପରିବାର ବିଷୟରେ କହିବୁ । କହିଦେଉଛୁ କି ଅପରାଜିତା ମହାନ୍ତି ଟିକି ଅପା ନାଁରେ ବି ଜଣା ଯାଆନ୍ତି ।

ଅପରାଜିତା ମହାନ୍ତି ୧୫ ମେ ୧୯୬୨ରେ ସମ୍ବଲପୁରରେ ଜନ୍ମଗ୍ରହଣ କରିଥିଲେ । ଏମିତିରେ ବର୍ତ୍ତମାନ ସେ ୫୫ ବର୍ଷର ହୋଇଯାଇଛନ୍ତି । ଅପରାଜିତା ମହାନ୍ତି ବର୍ତ୍ତମାନ ନିଜର ପୁରା ପରିବାର ସହ ଭୁବନେଶ୍ଵରରେ ରହୁଛନ୍ତି । ଅପରାଜିତା ମହାନ୍ତିଙ୍କ ପରିବାର ବିଷୟରେ କହିବା ତେବେ ତାଙ୍କର ପିତାଙ୍କ ନାଁ ଅବଦୁଲ ଅଜିଜ ଖାନ ଓ ମାତାଙ୍କ ନାଁ ହେଉଛି ହରପ୍ରିୟା ରାୟ । ଅପରାଜିତା ମହାନ୍ତିଙ୍କ ସ୍ଵାମୀ ଉତ୍ତମ ମହାନ୍ତି । ଯାହାଙ୍କ ବିଷୟରେ ଆପଣ ସମସ୍ତ ଜାଣିଛନ୍ତି ।

ସୁପରଷ୍ଟାର ଉତ୍ତମ ମହାନ୍ତି ଓଡିଆ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଅଭିନେତା ଅଟନ୍ତି । ଉତ୍ତମ ମହାନ୍ତିଙ୍କ ଅଭିନୟ ବି ଜବରଦସ୍ତ ଅଟେ । କହିଦେଉଛୁ କି ୧୯୮୭ରେ ଅପରାଜିତା ମହାନ୍ତି ଉତ୍ତମ ମହାନ୍ତିଙ୍କୁ ଭଲ ପାଇ ବିବାହ କରିଥିଲେ । ଅପରାଜିତା ମହାନ୍ତି ଓ ଉତ୍ତମ ମହାନ୍ତିଙ୍କ ଗୋଟିଏ ପୁଅ ଅଛି । ଯାହାର ନାଁ ବାବୁସାନ ମହାନ୍ତି । ବାବୁସାନ ମହାନ୍ତି ବହୁତ ଅଳ୍ପ ସମୟ ମଧ୍ୟରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ ଖାସ ପରିଚୟ ସୃଷ୍ଟି କରିଛନ୍ତି ।

ବାବୁସାନ ମହାନ୍ତି ନିଜର ଅଭିନୟ ପାଇଁ ବହୁତ ଲୋକପ୍ରିୟ ମଧ୍ୟ ଅଟନ୍ତି । ବାବୁସାନ ମହାନ୍ତିଙ୍କ ସ୍ତ୍ରୀଙ୍କ ନାଁ ହେଉଛି ତୃପ୍ତି ଶତ୍ପଥୀ । ବାବୁସାନ ମହାନ୍ତି ଓ ତୃପ୍ତିଙ୍କ ଲଭ ମ୍ୟାରେଜ ହୋଇଥିଲା । ତୃପ୍ତି ମହାନ୍ତି ବାବୁସାନ ମହାନ୍ତିଙ୍କ ପିଲାଦିନର ବନ୍ଧୁ ଥିଲେ । କହିଦେଉଛୁ କି ଅପରାଜିତା ମହାନ୍ତି ରାଜନୀତିରେ ବି ଗୋଡ ଦେଇସାରିଛନ୍ତି । ସେ ୨୦୧୮ରେ ବିଜେପିରେ ସାମିଲ ହୋଇଛନ୍ତି । ଏହା ପୂର୍ବରୁ ସେ କଂଗ୍ରେସ ପାର୍ଟିରେ ଥିଲେ ।

ଯଦି ତାଙ୍କର ଫିଲ୍ମି କ୍ୟାରିୟର ବିଷୟରେ କହିବା ତେବେ ସେ ନିଜର ଅଭିନୟ କ୍ୟାରିୟର ୧୯୮୦ ମସିହାରୁ ଆରମ୍ଭ କରିଥିଲେ । ଅପରାଜିତା ମହାନ୍ତିଙ୍କ ପ୍ରଥମ ଫିଲ୍ମର ନାଁ ଥିଲା ସୀତା ଲବ କୁଶ । ଏହା ପରେ ସେ ଅନ୍ୟ କେତେକ ଫିଲ୍ମରେ ନଜର ଆସିଲେ । ଅପରାଜିତା ମହାନ୍ତି ୨୦୦ ରୁ ବି ଅଧିକ ଓଡିଆ ଫିଲ୍ମରେ ଅଭିନୟ କରିସାରିଛନ୍ତି । ବର୍ତ୍ତମାନ ସମୟରେ ବି ସେ ଅଭିନୟ ଜଗତରେ ସକ୍ରିୟ ଅଛନ୍ତି । ବର୍ତ୍ତମାନ ବି ଦର୍ଶକମାନେ ତାଙ୍କର ଅଭିନୟର ଦିବାନା ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।