8 ଟା ପରେ ଗାଧଉଥିବା ଲୋକ ଏହାକୁ ଦେଖନ୍ତୁ, କଣ କହିଛନ୍ତି Sri Krishna

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ବ୍ୟକ୍ତିଙ୍କ ପାଇଁ ସ୍ନାନ କରିବା ନିହାରି ଜରୁରୀ ଅଟେ । ପ୍ରତ୍ଯେକ ଦିନ ସ୍ନାନ କରିବା ଦ୍ଵାରା ଶରୀର ପରିଷ୍କାର ରହିବା ସହ ଦିନସାରା ଆମକୁ ସତେଜ ଅନୁଭବ ହୋଇଥାଏ । ତେବେ ପ୍ରତ୍ଯେକଟି ବ୍ୟକ୍ତି ନିଜର ସମୟ ଅନୁସାରେ ସ୍ନାନ କରିଥାନ୍ତି । ହେଲେ ସ୍ନାନ କରିବା ପାଇଁ ମଧ୍ୟ କିଛି ନିର୍ଦ୍ଧିଷ୍ଟ ସମୟ ସୀମା ରହିଥାଏ । ଯଦି ସେହଗି ସମୟ ମଧ୍ୟରେ ଆମେ ସ୍ନାନ କରିଥାଉ । ତେବେ ସ୍ନାନ କରିବାର ମହତ୍ଵ ରହିଥାଏ ।

କାରଣ ଗରୁଡ ପୂରାଣରେ ବ୍ୟକ୍ତି ନିତ୍ୟଦିନ ସ୍ନାନ କରିବା ଉପରେ ମଧ୍ୟ କିଛି ବିଶେଷତ୍ଵ ରହିଥାଏ ବୋଲି ଉଲ୍ଲେଖ କରାଯାଇଛି । ସ୍ନାନ ୫ ପ୍ରକରାର ହୋଇଥାଏ । ବ୍ରହ୍ମ ସ୍ନାନ, ଦେବ ସ୍ନାନ, ରୁଷି ସ୍ନାନ, ମାନବ ସ୍ନାନ ଓ ଦାନବ ସ୍ନାନ ପରି ୫ ପ୍ରକାର ସ୍ନାନ ରହିଥାଏ । ପ୍ରାତଃ ୪ ଟା ରୁ ନେଇକି ସକାଳ ୫ ଟା ମଧ୍ୟରେ କରାଯାଉଥିବା ସ୍ନାନକୁ ବ୍ରହ୍ମ ସ୍ନାନ କୁହାଯାଇଥାଏ । ଯାହାକି ସମସ୍ତ ସ୍ନାନ ମଧ୍ୟରୁ ସର୍ବଶ୍ରେଷ୍ଠ ସ୍ନାନ ହୋଇଥାଏ ।

ଏହି ସ୍ନାନ କରି ସାରିବା ପରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ଵାରା ଜୀବନରେ ସୁଖ, ସମୃଦ୍ଧି ଆସିଥାଏ । ସକାଳ ୫ ଟା ରୁ ୬ ଟା ମଧ୍ୟରେ କରାଯାଉଥିବା ସ୍ନାନକୁ ଦେବସ୍ନାନ କୁହାଯାଇଥାଏ । ଏହି ସମୟରେ କରାଯାଉଥିବା ସ୍ନାନକୁ ମଧ୍ୟ ବହୁତ ଉତ୍ତମ ମନା ଯାଇଥାଏ । ଏହି ସମୟରେ ସ୍ନାନ କରିବା ଦ୍ଵାରା ଶରୀରରେ ସକାରାତ୍ମକ ଊର୍ଜା ଭରି ହୋଇ ରହିଥାଏ । ସକାଳୁ ସକାଳୁ ଆକାଶରେ ଟିକି ଟିକି ତାରା ହଲ୍କା ହଲ୍କା ଦୃଶ୍ୟମାନ ହେଉଥିବା ସମୟରେ ସ୍ନାନ କରୁଥିଲେ । ଏହାକୁ ରୁଷି ସ୍ନାନ କୁହାଯାଇଥାଏ ।

ଏହି ସ୍ନାନ କରିବା ଦ୍ଵାରା ମାନସିକ ସ୍ଥିତି ଭଲ ରହିଥାଏ । ସକାଳ ୬ ରୁ ୮ ଟା ମଧ୍ୟରେ କରାଯାଉଥିବା ସ୍ନାନକୁ ମାନବ ସ୍ନାନ କୁହାଯାଇଥାଏ । ଏହି ସମୟରେ କରାଯାଉଥିବା ସ୍ନାନ ମଧ୍ୟ ଭଲ ଅଟେ । ଏହି ସମୟରେ ସ୍ନାନ କରିବା ଦ୍ଵାରା ଶରୀରରେ ଦିନମାନ ପ୍ରଫୁଲ୍ଲତା ଅନୁଭବ ହୋଇଥାଏ । ସକାଳ ୮ ଟା ପରେ ଯେଉଁ ମାନେ ସ୍ନାନ କରିଥାନ୍ତି ।

ସକାଳ ୮ ଟା ପରେ ସ୍ନାନ କରିବାକୁ ଉଚିତ ମନା ଯାଇନଥାଏ । କାରଣ ଏହି ସମୟରେ ପରିବେଶରେ ଦ୍ଯବୀଶକ୍ତି କମିଯାଇଥାଏ । ବିଶେଷ କରି ଦାନବ ସମୟରେ ମହିଳା ମାନେ ଜମାରୁ ମଧ୍ୟ ସ୍ନାନ କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଦିନସାରା ଅଳସୁଆ ଲାଗିବା ସହ କୌଣସି କାମରେ ମନ ଲାଗିନଥାଏ । ଏହା ସହ ଘର ପାଇଁ ମଧ୍ୟ ଏହା ସୁଖ, ସମୃଦ୍ଧି ମଧ୍ୟ କ୍ଷୀଣ ହେବାକୁ ଲାଗି ଯାଇଥାଏ ।

ଯଦି ୧୨ ଟା ପରେ ସ୍ନାନ କରୁଥାନ୍ତି । ତେବେ ଏହାକୁ ଦାନବ ସ୍ନାନ କୁହାଯାଇଥାଏ । ଯାହାକି ଶରୀର ପ୍ରତି ଭଲ ହୋଇନଥାଏ । ଘରର ସୁଖଶାନ୍ତିରେ ମଧ୍ୟ ଏହି ବ୍ୟକ୍ତିମାନେ ବ୍ୟାଘାତ ସୃଷ୍ଟି କରିଥାନ୍ତି । ଯଦି ଏହି ପୋଷ୍ଟତି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ