କହିବାକୁ ଗଲେ ସମସ୍ତେ ନିଜ ଜୀବନରେ କୌଣସି ନା କୌଣସି ପ୍ରତିଯୋଗୀତା ପରୀକ୍ଷାରେ ଭାଗ ନେଇଥାନ୍ତି ଓ ଭବିଷ୍ୟତରେ ଭାଗ ନେବା ପାଇଁ ପ୍ରସ୍ତୁତି ବି କରିଥାନ୍ତି । ଏହି ଆଧାରରେ ପ୍ରତିଯୋଗୀତା ପରୀକ୍ଷାରେ ପଚରାଯାଇଥିବା ସାଧାରଣଜ୍ଞାନର କିଛି ପ୍ରଶ୍ନ ଓ ତାହର ଉତ୍ତର ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହାକି ଆପଣଙ୍କ ପାଇଁ ବହୁତ ମହତ୍ଵପୂର୍ଣ୍ଣ ହୋଇଥାଏ ।
୧- ନରେନ୍ଦ୍ର ମୋଦିଙ୍କ ଚଷମାର ଦାମ କେତେ ?
ଉତ୍ତର- ନରେନ୍ଦ୍ର ମୋଦିଙ୍କ ମେ ବ୍ୟାକ ଚଷମାର ଦାମ ୧. ୪୨ ଲକ୍ଷ ଟଙ୍କା ଅଟେ ।
୨- TRP ରେଟିଙ୍ଗ ରୁ କଣ ଲାଭ ମିଳେ ?
ଉତ୍ତର- TRP ରେଟିଙ୍ଗ ରୁ ଜଣା ପଡେ କି କେଉଁ ସିରିଏଲ କୁ ବହୁତ ଲୋକ ଦେଖୁଛନ୍ତି । ଯେଉଁ ଶୋକୁ ବେଶି ଲୋକ ଦେଖନ୍ତି ସେହି ସୋକୁ ଅଧିକ ବିଜ୍ଞାପନ ମିଳିଥାଏ । TRP ରୁ ହିଁ ଚାନେଲ ର ରୋଜଗାର ବଢିଥାଏ ।
୩- ଗୋଡ଼ରେ ପିମ୍ପୁଡି ଚାଲିବା ଭଳି ଅନୁଭବ କାହିଁକି ହୋଇଥାଏ ?
ଉତ୍ତର- ଯଦି କେହି ବେଶି ସମୟ ପାଇଁ ଗୋଟିଏ ଅବସ୍ଥାରେ ବସିଥାଏ ତ ସେହି ଜାଗାରେ ରକ୍ତ ପ୍ରବାହ ଗତି କମିଯାଏ କିମ୍ବା ବନ୍ଦ ହୋଇଯାଏ ଏହାଫଳରେ ତ୍ୱଚା ଶୂନ୍ୟ ପଡ଼ିଯାଏ ଏଥିପାଇଁ ଗୋଡ଼ରେ ପିମ୍ପୁଡି ଚାଲିବା ଭଳି ଅନୁଭବ ହୋଇଥାଏ ।
୪- ମନୁଷ୍ୟ ବିନା ଖାଇ ବିନା ପିଇ କେତେଦିନ ରହିପାରେ ?
ଉତ୍ତର- ଜଣେ ସୁସ୍ଥ ମନୁଷ୍ୟ ବିନା ଖାଇ ୨ ରୁ ୩ ସପ୍ତାହ ବଞ୍ଚି ରହି ପାରିବ ଏବଂ ବିନା ପାଣି ପିଇ ୨ ରୁ ୩ ଦିନ ବଞ୍ଚି ପାରିବ ।
୫- ବ୍ରସ କରିବା ପରେ ବି ମୁହଁ କାହିଁକି ଗନ୍ଧ ହୋଇଥାଏ ?
ଉତ୍ତର- ଦାନ୍ତରେ କିଛି ଖାଦ୍ୟ ଲାଗିଥିଲେ, ଜିଭରେ ମଇଳା ଲାଗିଥିଲେ, ଗଳାରେ କିଛି ଲାଗିଲେ, ଗର୍ଭ ଅବସ୍ଥାରେ, ପାଚନତନ୍ତ୍ରରେ ଅସୁବିଧା ବା ଏସିଡିଟି, ଏହିସବୂ କାରଣ ପାଇଁ ମୁହଁ ରେ ଗନ୍ଧ ହୋଇଥାଏ ।
୬- ପେଟ କମାଇବା ପାଇଁ କଣ କରିବାକୁ ହୋଇଥାଏ ?
ଉତ୍ତର- ସକାଳେ ଓ ସନ୍ଧ୍ୟା ବେଳେ ଉଷୁମ ପାଣି ପିଇବା, ଟମାଟୋ, କ୍ଷୀରା, ତରଭୁଜ, ବାଦାମ ଆଦି ଖାଇବା ଦ୍ୱାରା ପେଟ କାମିଥାଏ ।
୭- କଣ ରାଣୀ ମାନେ ଶୌଚ ପାଇଁ କ୍ଷେତକୁ ଯାଉଥିଲେ ?
ଉତ୍ତର- ରାଜା ରାଣୀ ଓ ତାଙ୍କ ପରିବାର ର ସଦସ୍ୟଙ୍କ ପାଇଁ ରାଜମହଲରେ ହିଁ ଶୌଚାଳୟ ତିଆରି ହୋଇଥାଏ ସେମାନେ ସେହିଠାରେ ହିଁ ଶୌଚ ପାଇଁ ଯାଇଥାନ୍ତି ।
୮- କିଛି ଲୋକ ଫାଷ୍ଟ କହିଥାନ୍ତି ଆଉ କିଛି ଲୋକ ସ୍ଲୋ କହିଥାନ୍ତି ଏପରି କାହିଁକି ହୋଇଥାଏ ?
ଉତ୍ତର- ଏହାର ମୁଖ୍ୟ କାରଣ ଶରୀରରେ ଥିବା ଏନର୍ଜୀ । ଏନର୍ଜୀ ଲେବଲ ବେଶି ଥିଲେ ମନୁଷ୍ୟ ଫାଷ୍ଟ କହିଥାଏ ଓ କମ ଥିଲେ ସ୍ଲୋ କହିଥାଏ । ଦ୍ୱିତୀୟ କାରଣ ଆମର ମସ୍ତିସ୍କ ଅଟେ ଆମେ ଯାହାବି କହିଥାଉ ମନରୁ ଭାବିକି କହିଥାଉ, ତୃତୀୟ କାରଣ କନଫିଡେନସ ଏବଂ ଭୟ ହୋଇଥାଏ ।
ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।