7ଟି କଦଳୀ ଅଛି 8 ଜଣ ଲୋକ, ନ ଭାଙ୍ଗି ନ କାଟି କିପରି ଖାଇବେ ?

ନମସ୍କାର ବନ୍ଧୁଗଣ । ସାଧାରଣତଃ ମଣିଷ ନିଜର ଜ୍ଞାନର ପରିମାଣ ବୃଦ୍ଧି କରିବା ପାଇଁ ଅନେକ ବହି ଓ ବିଶେଷଜ୍ଞମାନଙ୍କ କଥାକୁ ଶୁଣିଥାଏ କିନ୍ତୁ ଆପଣଙ୍କ ଜ୍ଞାନକୁ ପରିକ୍ଷ୍ଯା କରିବା ପାଇଁ ଆଜି ଆମେ ଆପଣମାନଙ୍କ ଆଗରେ ନେଇଆସିଛୁ ମଜାଦାର ପ୍ରଶ୍ନାବଳି । ସାଧାରଣ ଜ୍ଞାନ ଆରୋହଣ କରିବା ଦ୍ଵାରା ସମାଜର ସବୁକ୍ଷେତ୍ରରେ ବ୍ୟବହାରରେ ଲାଗିଥାଏ ।

ବ୍ୟାପାର ଓ ବାଣିଜ୍ୟରେ ,ମଧ୍ୟ  ଏହାର ଉପଯୋଗ ରହିଥାଏ । ଛାତ୍ରଛାତ୍ରୀମାନେ ମଧ୍ୟ ବିଦ୍ୟାଳୟର ପାଠପଢାରେ ସହଯୋଗ କରେ  । ତେବେ ଆସନ୍ତୁ ଆଉ ବିଳମ୍ବ ନ କରି ଆରମ୍ଭ କରିବା ଯଦି ଆପଣ ଉତ୍ତର ଜାଣିଥାନ୍ତି । ତେବେ ନିଶ୍ଚୟ ଆମକୁ କମେଣ୍ଟ କରି ଜଣାନ୍ତୁ ।

1- କେତେବେଳେ ପିଏ କଳା ପାଣି ମୁହଁ କେତେବେଳେ ପିଏ ନାଲି ପେଟ ଖାଲିହେଲେ ମୁହଁ ଶୁଖିଯାଏ ଆଉ ନପାରଇ ଚାଲି ?

ଉତ୍ତର : ପେନ କଳା ଓ ନାଲି ପାଣି ପିଏ ଓ ଶୁଖିଗଲେ ଚାଲିପାରିନଥାଏ ।

2- ଯାହା କେବଳ ବଢିଥାଏ କେବେ କମି ନଥାଏ ?

ଉତ୍ତର : ବୟସ ସବୁବେଳେ ବଢିଥାଏ କେବେ କମି ନ ଥାଏ ।

3- ପବନ ଖାଇଲେ କିଏ ମରେ ?

ଉତ୍ତର : ପବନ ଖାଇଲେ ଝାଳ ମରିଥାଏ।

4- ପୋଡେ କିନ୍ତୁ ନିଆଁ ନୁହେଁ ତାହା କଣ ?

ଉତ୍ତର : ଲଙ୍କା ପୋଡେ କିନ୍ତୁ ନିଆଁ ନୁହେଁ ।

5- ମୃତ୍ୟୁ ପରେ ବି ଠିଆ ହୋଇଥାଏ ସେ କିଏ ?

ଉତ୍ତର : ଗଛ ମୃତ୍ୟୁ ପରେ ବି ଠିଆ ହୋଇଥାଏ ।

 

 

6- ଚଳେଇଲେ ଚାଲେ କିନ୍ତୁ ଆଗକୁ ଯାଇପାରେ ନାହିଁ ?

ଉତ୍ତର : ପଙ୍ଖା ଚଳେଇଲେ ଚାଲେ କିନ୍ତୁ ଆଗକୁ ଯାଇପାରେ ନାହିଁ ।

7 – ଭଙ୍ଗା ହେଲା ବି ସେ ଗୋଟିଏ ?

ଉତ୍ତର : ଖାଲିପାନ ଭଙ୍ଗା ହେଲା ପାରେ ବି ଗୋଟିଏ ।

8- ଦିନରେ ଶୁଏ ଦରମା ନିଏ ସେ କିଏ ?

ଉତ୍ତର : ରାତ୍ର ଜଗୁଆଳି ଦିନରେ ଶୋଇଥାଏ ଓ ଦରମା ନେଇଥାଏ ।

 

9- ଖାଇଲେ କିଏ ମରେ ?

ଉତ୍ତର : ଖାଇଲା ପାରେ ଭୋକ ମରିଥାଏ ।

10 – 7 ଟି କଦଳୀ ଅଛି 8 ଜଣ ଲୋକ ନ ଭାଙ୍ଗି ନ କାଟି କିପରି ଖାଇବେ ?

ଉତ୍ତର  : 7 ଟି କଦଳୀ କୁ 8 ଜଣ ଲୋକ କଦଳୀ ସେକ୍ କରି ଖାଇପାରିବେ ।

ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କମେଣ୍ଟ କରନ୍ତୁ ।