୬ ବର୍ଷର ଛୁଆ ନିଜ ପ୍ରତିଭାରୁ ସବୁଦିନ କରୁଛି ୧ଲକ୍ଷ ଟଙ୍କା ରୋଜଗାର, ଜାଣନ୍ତୁ ଛୋଟ ଉସ୍ତାଦ ର ବଡ କରନାମା

ଯେଉଁ ବୟସରେ ପିଲାମାନେ ଖେଳନ୍ତି ସେହି ବୟସରେ ଏହି ଛୋଟ ପିଲାଟି ବଡ କାମ କରି ଦେଖାଇଛି । ଏହି ପିଲାଟି ଛୋଟ ବୟସରେ ହିଁ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛି । ଆପଣ ବୋଧେ ଆମ କଥାକୁ ବିଶ୍ବାସ କରୁ ନାହାନ୍ତି, ତେବେ ଚାଲନ୍ତୁ ଆପଣ ନିଜେ ଜାଣି ନିଅନ୍ତୁ କି ଏହି ପିଲାର ବଡ ବଡ କରନାମା ବିଷୟରେ ।

ଖାଇବା ବନାଇବାରେ ଇଛା ଦେଲା ଲୋକପ୍ରିୟତା

Image courtesy: Google

କେରଳର କୋଚ୍ଚିରେ ରହୁଥିବା ନିହାଲ ରାଜ ବୟସରେ ବହୁତ ଛୋଟ ଅଟନ୍ତି କିନ୍ତୁ ତାଙ୍କର ପ୍ରତିଭା ବଡ ଅଟେ । ତାଙ୍କ ପାଖରେ ଖାଇବା ବନାଇବାର ପ୍ରତିଭା ଅଛି । ସେ ଗୋଟିଏ କୁକ ଶୋ କରୁଛନ୍ତି ଏବଂ ତାହ ସହିତ ସୋସିୟାଲ ମିଡିୟାରେ ତାଙ୍କର ବହୁତ ଲୋକପ୍ରିୟତା ଅଛି । ନିହାଲଙ୍କୁ ଖାଇବା ବନାଇବା ବହୁତ ଇଛା ଅଛି ଏବଂ ତାଙ୍କର ଏହି ଇଛା କାରଣରୁ ସେ ଆଜି ସଫଳତା ହାସଲ କରି ପାରିଛନ୍ତି ।

୨୦୧୫ରେ ୟୁଟ୍ୟୁବ ଚ୍ୟାନଲରେ ଲଞ୍ଚ ହୋଇଥିଲେ

Image courtesy: Google

କହିବାକୁ ଗଲେ ନିହାଲଙ୍କର ମା ଯେତେବେଲେ ରୋଷେଇ ଘରେ ଖାଇବା ବନାନ୍ତି ସେହି ସମୟରେ ନିହାଲ ତାଙ୍କ ପାଖରେ ଛିଡା ହୋଇ ଦେଖନ୍ତି । ଗୋଟିଏ ଦିନ ସେ ନିଜର ମାଙ୍କ ସହିତ ରୋଷେଇ ଘରେ ସାହାର୍ଯ୍ୟ କରୁଥିଲେ । ସେହି ସମୟରେ ତାଙ୍କ ବାପା ଭିଡିଓ କରୁଥିଲେ । ଏହି ଭିଡିଓକୁ ସେ ନିଜର ଫେସବୁକ ଆକାଉଣ୍ଟରେ ଶେୟାର କରିଦେଲେ ।

ଯେତେବେଳ ଲୋକମାନ ଏହି ଭିଡିୟକୁ ବହୁତ ଲାଇକ କରିଲେ ସେହି ସମୟରେ ନିହାଲଙ୍କ ବାପା ଗୋଟିଏ ୟୁଟ୍ୟୁବ ଚ୍ୟାନେଲ କିଚାଟ୍ୟୁବ କରିବାର ନିଷ୍ପତି ନେଲେ । ଯେଉଁଥିରେ ନିହାଲଙ୍କର ଭିଡିଓ ଅପ୍ଲୋଡ କରାଗଲା । ନିହାଲ ରାଜଙ୍କର ୟୁଟ୍ୟୁବ ଚ୍ୟାନେଲ ଜାନୁଆରୀ ୨୦୧୫ରେ ଲଞ୍ଚ ହୋଇଥିଲା ।

ଜିତି ସାରିଛନ୍ତି ଦେଶ ବିଦେଶର କୁକରୀ ଶୋ

Image courtesy: Google

ନିହାଲଙ୍କୁ ଆମେରିକାର ପୋପୁଲାର ଶୋ ଏଲେନ ଦି ଜେନରେସ ଶୋରେ ପୁଟଟୁ ନାମକ ଗୋଟିଏ ରେସିପି ପାଇଁ ପ୍ରାଇଜ ମିଳିଥିଲା । ସେ ୟୁଟ୍ୟୁବ ଚ୍ୟାନେଲରେ ନିଜର କୁକରୀ ଶୋ ଚଲାଉଛନ୍ତି । ସେ କୁକରୀ ଶୋରେ ଏମିତି ଖାଦ୍ୟ ବନାଉଛନ୍ତି କି ଯାହା ବହୁତ ଅଲଗା ହୋଇଥାଏ । ଲୁଣୀ ଖାଦ୍ୟ ଅପେକ୍ଷା ସେ ବେଶୀ ମିଠା ବନାଇବାକୁ ଇଛା ରଖନ୍ତି ।

ମିକୀ ମାଉସ ମୈଂଗୋ ରେସିପୀରେ ତାଙ୍କୁ ଫେସବୁକରେ ବହୁତ ପପୁଲାରୀଟି ମିଳିଥିଲା ଯାହା ପରେ ସେ ଲାଇଭ ଶୋ କରିବାକୁ ଲାଗିଲେ । ତାଙ୍କୁ ଫେସବୁକ ଏହି ଭିଡିଓ ପାଇଁ ୨୦୦୦ ହଜାର ଡଲାର ମାନେ ୧୩୩୫୨୧ ଟଙ୍କା ଦିଇଥିଲା । ଛୋଟ ଉସ୍ତାଦ ପାଇଁ ଗୋଟେ ଶେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ପେଜକୁ ଏବେହିଁ ଲାଇକ କରନ୍ତୁ ।