ପିଠି ବିନ୍ଧା ବା ଦରଜ ରୁ ମୁକ୍ତି ଚାହୁଁଥାନ୍ତି ତ ନିଶ୍ଚୟ ଆପଣାନ୍ତୁ ଏହି 5ଟି ସହଜ ଉପାୟ

ଆଜି କା ସମୟରେ ଲୋକମାନଙ୍କ ଜୀବନ ଏତେ ବେସୀ ବ୍ୟସ୍ତ ହେଇଯାଇଛି ତାଙ୍କ ପାଖରେ ଠିକ ସେ ଖାଇବା ଏବଂ ଠିକ ସେ ବସିବା ପାଇଁ ମଧ୍ୟ ଟାଇମ ନାହିଁ । ଆଜି କା ସମୟରେ ଲୋକମାନେ କେବଳ ଟଙ୍କା ପଛରେ ଦୌଡୁଛନ୍ତି । କହିବାକୁ ଗଲେ ଲୋକମାନେ ନିଜ ଦେହ ଠାରୁ ଟଙ୍କା କୁ ମହତ୍ଵ ଦେଉଛନ୍ତି । ଯାହାଦ୍ୱାରା ତାଙ୍କ ଶରୀର ବହୁତ ରୋଗର ଶିକାର ହେଉଛି । ଆଜି ର ସମୟରେ ଲୋକମାନେ ଘରର ପୋଷ୍ଟିକ ଖାଦ୍ୟ କୁ ଛାଡି ବାହାର ର ଖାଦ୍ୟ ଖାଉଛନ୍ତି ।

ଆଜି କାଲି ଲୋକମାନଙ୍କ ଲାଇଫଷ୍ଟାଇଲ ଏତେ ଖରାପ ଯେ ତାଙ୍କୁ କମ ବୟସରେ ପିଠି ଦରଜ ର ସମସ୍ୟା ହେବାକୁ ଲାଗିଛି । ଆପଣ ସେମାନେ ଗୋଟେ ଜାଗାରେ ବସି କାମ କରୁଛନ୍ତି । ଯାହା ଫଳରେ ସେମାନଙ୍କର ଶରୀର ଓଜନ ବଢି ଥାଏ ଏବଂ ତାଙ୍କର ପିଠି ମଧ୍ୟ ଦରଜ ହେବାର ଲାଗେ । ଯଦି ଆପଣ ନିଜର ପିଠି ଦରଜ ରେ ଚିନ୍ତିତ ଅଛନ୍ତି, ଆଜି ଆମେ ଆପଣଙ୍କୁ ଏଥିରୁ ବଞ୍ଚିବା ପାଇଁ ଏମତି ଉପାୟ କହିବୁ, ଯାହା ଦ୍ଵାରା ଆପଣ ଏହି ସମସ୍ୟା ରୁ ଦୂର ହୋଇ ପାରିବେ ।

ପୁରୁଷ କିମ୍ବା ମହିଳା ସେମାନେ ସମସ୍ତେ ବେସୀ ସମୟ ଅଫିସରେ ବସି ବସି କାମ କରୁଛନ୍ତି । କେହି ସ୍ପାଇନ ୱିଶେଷଜ୍ଞ କହିଛନ୍ତି ଯଦି ଆମର ପେଟ ଏବଂ ମାଂସପେଶି ମଜବୁତ ଥିବ ତେବେ ଆମ ସଋ ମଧ୍ୟ ମଜବୁତ ଥିବ ।

୧ . ପିଠି ର ହାଡ ଏବଂ ମାଂସପେଶି ପାଇଁ ନିୟମିତ ରୂପରେ ବେୟାମ କରିବା ଦ୍ଵାରା ପିଠି ର ତଳ ପାର୍ଶ୍ଵ ର ସମସ୍ୟା ରୁ ଆପଣ ବଞ୍ଚି ପାରିବେ ।

୨ . ଯଦି ଆପଣ କୌଣସି ଅଫିସରେ କାମ କରୁଛନ୍ତି, ତେବେ ଆପଣଙ୍କୁ ସବୁ ଏକ ଘଣ୍ଟା ରେ ଉଠିବା ଦରକାର, ଯାହାଫଳରେ ଆପଣଙ୍କ ଶରୀର ର ସ୍ତିଥି ରେ ପରିବର୍ତନ ଆସିବ । ଏହା ଦ୍ଵାରା ଆପଣଙ୍କ ମାଂସପେଶି ବି ଫୁଲିବନି ।

୩ . ତଳକୁ ନଇଁବା ସମୟରେ ପ୍ରଥମେ ନିଜର ଆଣ୍ଠୁ କୁ ଭାଙ୍ଗନ୍ତୁ । ସିଧା ନିଜର ପିଠି କୁ ନୂଆନ୍ତୁ ନାହିଁ ।

୪ . ଏହା ପରେ ଚେୟାର ରେ ବସିବା ସମୟରେ ଧ୍ୟାନ ରଖନ୍ତୁ ଆପଣଙ୍କ ପିଠି ଏବଂ ହାତର ପୁରା ସହଯୋଗ ମିଳୁ । ଡେସ୍କଟପ ରେ କାମ କରୁଥିବା ସମୟରେ ଏହି କଥା ର ଧ୍ୟାନ ରଖନ୍ତୁ ସ୍କ୍ରୀନ ଆପଣଙ୍କ ଠାରୁ କମ ରୁ କମ ୯୦ ଡିଗ୍ରୀ ର ଏଂଗଲ ରହୁ ।

୫ . ଯଦି ଆପଣଙ୍କୁ ଅଫିସ ରେ କାହା ପାଖେ କିଛି କାମ ଥିବ ତେବେ ତାକୁ ଟେକ୍ସଟ କରିବା ପରିବର୍ତେ ତାହାର ଡେସ୍କ ପାଖକୁ ଯାଅନ୍ତୁ , ଏହା ଦ୍ଵାରା ଆପଣ ଙ୍କର ଚାଲିବା ବି ହୋଇଯିବ ।

ଆମେ ଆଶା କରୁଛୁ ଯେ ଏହି ସବୁ ଉପାୟକୁ ବ୍ୟବହାର କରି ଆପଣଙ୍କ ପିଠି ଦରଜ ର ସମସ୍ଯା ସବୁଦିନ ପାଇଁ ଡିଉ ହେବ।