ଏହି ଉପାୟରେ 5 ମିନିଟ ଭିତରେ ମଶା, ମାଛି, ଅସରପା, ମୂଷା ଘରୁ ପଳାଇ ଯିବେ, ଆଉ କେବେ ଘରକୁ ଫେରିବେ ନାହିଁ – Home remedy

ବନ୍ଧୁଗଣ ଘର ଅଛି ମାନେ ଘରକୁ ମୂଷା, ମାଛି, ଅସରପା ଭଳି କୀଟପତଙ୍ଗ ଆସିବା ସ୍ଵାଭାବିକ କଥା ଅଟେ । ହେଲେ ଏହି କୀଟପତଙ୍ଗ ଦ୍ଵାରା ଘରର ଏବଂ ଘର ସଦସ୍ୟଙ୍କର କ୍ଷତି ହେଉଥିବାରୁ ଏମାନଙ୍କୁ ଘଉଡାଇବା ପାଇଁ ଲୋକ ମାନେ ବଜାରରୁ ଦାମୀ ଦାମୀ ଉପଚାର ମଧ୍ୟ କିଣିକି ଆଣିଥାନ୍ତି । ଏପରି କରିବା ସତ୍ବେ ମଧ୍ୟ ଏଥିରୁ ବହୁତ ଲୋକଙ୍କର ଫାଇଦା ହୋଇନଥାଏ । ଯେଉଁ କାରଣରୁ ଲୋକ ମାନେ ଏମାନଙ୍କୁ କିପରି ତଡିବେ ଏହା ଭାବି କରି ବହୁ ଚିନ୍ତିତ ରହିଥାନ୍ତି । ତେଣୁ ଚାଲନ୍ତୁ ପ୍ରଥମେ ମଶା ଓ ମାଛିଙ୍କୁ ଘରୁ ତଡିବାର ଉପାୟ ଜାଣିବା ।

ଏହି ଉପାୟକୁ କରିବା ପାଇଁ ତେଜ ପତ୍ର, କର୍ପୁର, ସୋରିଷ ତେଲ କିମ୍ବା ନିମ ତେଲର ଆବଶ୍ୟକତା ରହିଛି । ତେଣୁ ଆପଣ ପ୍ରଥମେ କିଛି କର୍ପୁର ଆଣି ତାହାକୁ ଗୁଣ୍ଡ କରି ଦିଅନ୍ତୁ । ତାପରେ ସେହି ଗୁଣ୍ଡ କରିଥିବା କର୍ପୁରରେ କିଛି ନିମ ତେଲ ମିଶାଇ ପାରିବେ । ଯଦି ନିମ ତେଲ ନାହିଁ । ତେବେ ସୋରିଷ ତେଲ ମିଶାଇ ସେଥିରେ କିଛି ସମ୍ଭବ ତ ନିମ ପତ୍ର ମିଶାଇ ଦେବେ । ତାପରେ ୪ ରୁ ୫ ଟି ତେଜ ପତ୍ର ଆଣି ତାହାକୁ ଏକ ମାଟିର ପାତ୍ରରେ ରଖିବେ ।

ସେହି ତେଜ ପତ୍ର ଥିବା ପାତ୍ରରେ ଏହି କର୍ପୁର ଓ ସୋରିଷରୁ ପ୍ରସ୍ତୁତ ତେଲକୁ ସେଥିରେ ମିଶାଇବେ । ତାପରେ ଏହାକୁ ଜାଳିଦେବେ । ଏହାକୁ ଜଳାଇବା ପରେ ଏଥିରୁ ଯେଉଁ ଧୂଆଁ ନିର୍ଗତ ହେବ । ଏହି ଧୂଆଁରୁ ଅସ୍ତ ବ୍ୟସ୍ତ ହୋଇ ଘରୁ ମଶା, ମାଛି ମାନେ ପଳାୟନ କରିବେ ।

ତେବେ ଚାଲନ୍ତୁ ଜାଣିବା ଘରୁ ମୂଷା ଓ ଅସରପାଙ୍କୁ କିପରି ତଡିବା ? ପ୍ରଥମେ ଏକ ବ୍ୟବହାର ହେଉନଥିବା ପାତ୍ରରେ କିଛି ପାଣି ରଖନ୍ତୁ । ସେଥିରେ କିଛି କର୍ପୁର ଗୁଣ୍ଡ ମିଶାନ୍ତୁ, ତାପରେ ସେଥିରେ ୧ ରୁ ୨ ଚାମଚ ଧଳା ଭିନେଗାର ମିଶାନ୍ତୁ, ସେଥିରେ କିଛି ଲୁଣ ମିଶାନ୍ତୁ । ୧ ଚାମଚ ଡେଟଲ ମିଶାଇ ତାପରେ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ତାପରେ ଏହି ପ୍ରସ୍ତୁତ କରିଥିବା ପାଣିରୁ ଏକ ତୁଳା ବୁଡାଇ ମୂଷା ଓ ଅସରପା ଆସୁଥିବା ସ୍ଥାନରେ ରଖି ଦିଅନ୍ତୁ । ତାପରେ ଏହାକୁ ଜାଳିଦେବେ । ଏହାକୁ ଜଳାଇବା ପରେ ଏଥିରୁ ଯେଉଁ ଧୂଆଁ ନିର୍ଗତ ହେବ । ଏହି ଧୂଆଁରୁ ଅସ୍ତ ବ୍ୟସ୍ତ ହୋଇ ଘରୁ ମଶା, ମାଛି ମାନେ ପଳାୟନ କରିବେ ।

ତେବେ ଚାଲନ୍ତୁ ଜାଣିବା ଘରୁ ମୂଷା ଓ ଅସରପାଙ୍କୁ କିପରି ତଡିବା ? ପ୍ରଥମେ ଏକ ବ୍ୟବହାର ହେଉନଥିବା ପାତ୍ରରେ କିଛି ପାଣି ରଖନ୍ତୁ । ଯେତେବେଳେ ମୂଷା ଓ ଅସରପା ସେହି ସ୍ଥାନରୁ ଆସିବେ । ସେମାନେ ଏହାର କଡା ତିକ୍ତ ଦୁର୍ଗନ୍ଧରେ ବ୍ୟସ୍ତ ହୋଇ ସେହି ଠାରୁ ହିଁ ଫେରିଯିବେ । ଘର ଭିତରକୁ ହିଁ ଆଉ ଆସିବେ ନାହିଁ । ତାପରେ ଏହିପରି କିଛି ଦିନ କରିଲା ପରେ ମଶା, ଅସରପା ଘରକୁ ଆଉ ଜମାରୁ ବି ଆସିବେ ନାହିଁ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।