ବର୍ତ୍ତମାନ କେବଳ ୩୫୦ ଟଙ୍କାରେ ଆପଣମାନେ ବି କରିପାରିବେ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ ଏହି ସହଜ ଉପାୟ

ଏହି କଥା ତ ଆପଣ ମାନେ ସମସ୍ତେ ଭଲ ଭାବରେ ଜାଣି ଥିବେ କି ଗାଡି ଚାଳାଇବା ପାଇଁ ସବୁ ବ୍ୟକ୍ତିଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ଦରକାର ପଡିଥାଏ । ଯଦି କୌଣସି ବ୍ୟକ୍ତି ବିନା ଡ୍ରାଇଭିଙ୍ଗ ଲାଇସେନ୍ସରେ ଗାଡି ଚଲାଉଛି ତେବେ ସେହି ବ୍ୟକ୍ତି ଉପରେ ଆକ୍ଟ ୧୯୮୮ ଧାରା ୩(୧) ଅନୁସାରେ ରାସ୍ତା ଉପରେ ବିନା ଡ୍ରାଇଭିଙ୍ଗ ଲାଇସେନ୍ସରେ ଗାଡି ଚଳାଇବା ଆଇନ ଅନୁସାରେ କାର୍ଯ୍ୟକାରୀ କରାଯିବ ।

ଏହା ବ୍ୟତୀତ ଡ୍ରାଇଭିଙ୍ଗ ଲାଇସେନ୍ସର ବ୍ୟବହାର ସରକାରୀ ଏବଂ ବେସରକାରୀ କାମରେ ଠିକଣା ଏବଂ ପରିଚୟ ପତ୍ର ରୂପରେ ମଧ୍ୟ ବ୍ୟବହାର କରା ଯାଇଥାଏ । କିନ୍ତୁ ଆଜିକା ସମୟରେ ଡ୍ରାଇଭିଙ୍ଗ ଲାଇସେନ୍ସ ବନାଇବା ପାଇଁ ଲୋକମାନଙ୍କୁ ସରକାରୀ ଅଫିସ ର ବହୁତ ଚକ୍କର ଲଗାଇବାକୁ ପଡିଥାଏ ।

ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ କିଛି ଏମିତି ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାଦ୍ଵାରା ଆପଣ ମାତ୍ର ୩୫୦ ଟଙ୍କାରେ ନିଜର ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରି ପାରିବେ ।

ଆଜିଠୁ କିଛି ସମୟ ପୂର୍ବରୁ ଡ୍ରାଇଭିଙ୍ଗ ଲାଇସେନ୍ସ ବନାଇବାର ନିୟମରେ ସରକାର ଦ୍ଵାରା କିଛି ଚେଞ୍ଜେସ କରାଯାଇଛି । ସରକାର ଦ୍ଵାରା କରାଯାଇଥିବା ଚେଞ୍ଜେସ କାରଣରୁ କୌଣସି ବ୍ୟକ୍ତିକୁ ଡ୍ରାଇଭିଙ୍ଗ ଲାଇସେନ୍ସ ବନାଇବା ପାଇଁ ପରିବହନ ବିଭାଗର ଚକ୍କର କାଟିବାକୁ ପଡିବ ନାହିଁ । ଏହା ସହିତ ସବୁ ବ୍ୟକ୍ତି ମାତ୍ର ୩୫୦ ଟଙ୍କାରେ ସ୍ମାର୍ଟ ଡ୍ରାଇଭିଙ୍ଗ ଲାଇସେନ୍ସ ନେଇ ପାରିବ ।

ମାତ୍ର ୩୫୦ ଟଙ୍କାରେ ଡ୍ରାଇଭିଙ୍ଗ ଲାଇସେନ୍ସ ବନାଇବା କାରଣରୁ ଆବେଦନକାରୀଙ୍କୁ ଦଲାଲଙ୍କର ଚକ୍କରରେ ପଡି ନିଜର ପକେଟ ଖାଲି କରିବାକୁ ପଡିବ ନାହିଁ । ସରକାର ଦ୍ଵାରା କରାଯାଇଥିବା ନୂଆ ପ୍ରକ୍ରିୟା ଦ୍ଵାରା କୌଣସି ବି ବ୍ୟକ୍ତି ନିଜ ଘର ବସି ଡ୍ରାଇଭିଙ୍ଗ ଲାଇସେନ୍ସ ବନାଇ ପାରିବ ।

ଡ୍ରାଇଭିଙ୍ଗ ଲାଇସେନ୍ସ ବନାଇବା ପାଇଁ ସେହି ବ୍ୟକ୍ତିକୁ ନିଜ ସହରର ଆରଟିଓ ଅଫିସରେ ଅନ୍ଲାଇନ ଆବେଦନ କରିବାକୁ ପଡିବ । ଅନ୍ଲାଇନ ଆବେଦନ କରିବା ପାଇଁ ଲୋକମାନଙ୍କୁ https://parivahan.gov.in ସାଇଟରେ ଯାଇ ଲଗଇନ କରିବାକୁ ପଡିବ ।

ଏହି ସାଇଟରେ ଲଗଇନ କରିବା ପରେ ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସ ସେକ୍ସନ ଉପରେ କିଳ୍କ କରି ଗୋଟିଏ ଫ୍ରମ କୁ ଭର୍ତି କରିବାକୁ ହେବ । ଫ୍ରମକୁ ଭରିବା ପରେ ଆପଣ ମାତ୍ର ୩୫୦ ଟଙ୍କା ଜମା କରିବାକୁ ପଡିବ । ଏହା ପରେ ଆପଣଙ୍କର ମୋବାଇଲରେ ଏକ ମେସେଜ ଆସିବ ।

ସେହି ମେସେଜରେ ଆପଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଟେଷ୍ଟ ଦେବାର ତାରିଖ ଏବଂ ସମୟ କୁହାଦିଆ ଯିବ । ଡ୍ରାଇଭିଙ୍ଗ ଟେଷ୍ଟର ୧୫ ଦିନ ପରେ ଡ୍ରାଇଭିଙ୍ଗ ଲାଇସେନ୍ସ ଆପଣଙ୍କର ଠିକଣାରେ ପହଞ୍ଚି ଯିବ । ଆପଣଙ୍କୁ କୌଣସି ପ୍ରକାରର ସମସ୍ୟା ର ସମ୍ମୁଖୀନ କରିବାକୁ ପଡିବ ନାହିଁ । ଯଦି ଆପଣଙ୍କୁ ଆମର ଏଇ ପୋଷ୍ଟଟି ପସନ୍ଦ ଆସିଥାଏ, ଅଧିକରୁ ଅଧିକ ଶେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ।