30 ନଭେମ୍ବର ରେ, 70 ବର୍ଷ ପରେ କାର୍ତ୍ତିକ ପୂର୍ଣ୍ଣିମାରେ, ବନୁଛି ମହାସଂଯୋଗ ଏହି 4 ରାଶିର ଲାଗିବ ଲଟେରୀ

୩୦ ନଭେମ୍ବର ରେ କାରତିକ ପୁରନାମୀ ପଡି ବାକୁ ଯାଉଛି ଏହା ବର୍ଷର ଏକ ମହତ୍ଵ ପୂର୍ଣ ପୁର୍ଣିମା ଅଟେ ଓ ସୋମବାର ଭୋଲେ ନାଥଙ୍କ ବାରରେ ପଡୁଛି । ଶାସ୍ତ୍ର ଅନୁସାରେ ଏହି ଦିନ ଦେବ ଦୀପା ବଳି ବି ପଡେ । ଏହିସମୟରେ ୭୦ ବର୍ଷ ପରେ ସବୁଠୁ ବଡ ଚନ୍ଦ୍ର ଦେଖା ଜୀବ । ଏହି ଅମୟରେ ଚନ୍ଦ୍ରର କିରଣରେ ବହୁତ ସକାରାତ୍ମକ ଗୁଣ ଥାଏ ଏହା ସିଧା ସଳଖ ମସ୍ତିସ୍କରେ ପ୍ରଭାବ ପକାଇ ଥାଏ ।

ଏଥିପାଇଁ ମନସ୍ୟକୁ ଚନ୍ଦ୍ର ଦର୍ଶନ କରି ଓ ଅର୍ଘ୍ୟଦେଇ ପୁରଣିମା ବ୍ରତ କରିବା ଉଚିତ । ଏହି ଦିନ କିଛି ବିଶେଷ ଉପାୟ କରି ନିଜ ଭାଗ୍ୟ କୁ ଉଜ୍ଜଳ କରିପାରିବେ । ଏହି ଦିନ ମିଠା ଜଳରେ ଓସ୍ତ ଗଛ ମୂଳରେ ଦେଇ ଦାନ ଧର୍ମ କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ଏହି ଦିନ ଶିବ ଲିଙ୍ଗ ରେ କଞ୍ଚା କ୍ଷୀର, ମହୁ, ଗଙ୍ଗା ଜଳ ମିଶାଇ ପ୍ରଦାନ କରିବା ଦ୍ଵାରା ଶିବଙ୍କ ଆଶୀର୍ବାଦ ମିଳିଥାଏ । ଏହି କାରତିକ ପୁରଣିମାରେ କିଛି ରାଶି ମାନଙ୍କର ଭାଗ୍ୟ ଉଦୟ ହେବ ଆସନ୍ତୁ ଜାଣିବା ସେହି ରାଶି ବିଷୟରେ । ଏହି ରାଶି ମାନଙ୍କର ଜୀବନ ର ସବୁ ଦୁଖ କଷ୍ଟ ଦୂର ହୋଇଯିବ । ଆପଣ ମାନଙ୍କୁ ଚାକିରି କ୍ଷେତ୍ରରେ ଭଲ ପଦ ପଦବୀ ମିଳିବ ତଥା ଚାକିରି ରେ ପଦୋନ୍ନତି ହେବାର ସୁଯୋଗ ମିଳିବ । ଯାହା ଦ୍ଵାରା କି ଜୀବନରେ ବଡ ରୁ ବଡ କଠିନ ସମସ୍ୟାକୁ ପାର କରି ଜୀବନରେ ଆଗକୁ ବଢିବେ ।

ଏହି ସମୟ ରେ ଆପଣଙ୍କ ମନ ସାମାଜିକ କାର୍ଯ୍ୟରେ ଅଧିକ ପରିମାଣରେ ଲାଗିବ । ଆପଣ ମାନଙ୍କୁ ଏହି ସମୟରେ କୌଣସି ଜିନିଷର ଅଭାବ ରହିବ ନାହିଂ । ଆଗାମୀ ଦିନ ମାନଙ୍କରେ ଆପଣ ମନକୁ ବହୁତ ଖୁସି ମିଳିବ । ଯାହା ଦ୍ଵାରା କି ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ରହିବ । ଆପଣ ନେଇଥିବ ସବୁ ଧାର ଉଧାର ସୁଝିବାରେ ସକ୍ଷମ ହେବେ । ଆପଣ ମାନଙ୍କୁ ବ୍ୟବସାୟ ରେ ପ୍ରଚୁର ଲାଭ ମିଳିବ । ଆପଣ ଯଦି ପାର୍ଟନର ଶିପରେ କୌଣସି ବ୍ୟବସାୟ କରୁଛନ୍ତି ତେବେ ସେଥିରେ ସଫଳତା ମିଳିବ । ପରିବାର ରେ ସବୁ ସଦସ୍ୟଙ୍କ ସହ ଭଲ ସମ୍ପର୍କ ରହିବ ।

ପରିବାରରେ ଏକ ଶୁଖ ସୌହାର୍ଦୟର ପରିବେଶ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଛାତ୍ର ମାନଙ୍କୁ ଶିକ୍ଷା ଓ ପ୍ରତିଯୋଗୀତା ମୂଳକ କ୍ଷେତ୍ରରେ କୃତ କାର୍ଯ୍ୟ ମିଳିବ । କୌଣସି ପୁରୁଣା ପଡିଥିବା କାର୍ଯ୍ୟ ସମ୍ପୂର୍ଣ ହୋଇଯିବ । ଆପଣଙ୍କ ଆର୍ଥିକ କ୍ଷେତ୍ର ରେ ଉନ୍ନତି ହେବ । ଏବେ ଆସନ୍ତୁ ଜାଣିବା ଏହି ଭାଗ୍ୟ ଶାଳି ରାଶି ମାନଙ୍କ ବିଷୟରେ । କନ୍ୟା ରାଶି, ଧନୁ ରାଶି, କୁମ୍ଭ ରାଶି ଓ ତୁଳା ରାଶି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।