ଭାରତର ବ୍ୟତୀତ ଆଉ କେଉଁ କେଉଁ ଦେଶରେ ଅଗଷ୍ଟ ୧୫ ତାରିଖରେ ସ୍ଵାଧୀନତା ଦିବସ ପାଳନ ହୁଏ ? ଏହା ସହିତ 25 ଟି GK ପ୍ରଶ୍ନ ଓ ଉତ୍ତର

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ IAS, IPS, UPSC ଭଳି ପରୀକ୍ଷାରେ ଆସିଥିବା ୧୫ ଟି ପ୍ରଶ୍ନ ଉତ୍ତର । ଯଦି ଆପଣ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ନିଶ୍ଚିନ୍ତ ଭାବରେ ଏହି ପ୍ରଶ୍ନ ଉତ୍ତର ଗୁଡ଼ିକୁ ପଢନ୍ତୁ । ଆଶା କରୁଛୁ ଆପଣଙ୍କୁ ଏହି ପ୍ରଶ୍ନ ଉତ୍ତର ଆଗାମୀ ସମୟରେ ସାହାଯ୍ୟ କରିବ । ତେବେ ଚାଲନ୍ତୁ ଜାଣିବା ।

ପ୍ରଶ୍ନ – ବିଶ୍ଵର କେଉଁ ରାଷ୍ଟ୍ରପତି ଆଦୌ ପାଠ ପଢି ନ ଥିଲେ ?

ଉତ୍ତର – Andrew Johnson

ପ୍ରଶ୍ନ – କେଉଁ ଦେଶରେ ପ୍ରଥମେ ମହିଳାମାନଙ୍କୁ ଭୋଟଦାନ ଅଧିକାର ଦିଆଯାଇଥିଲା ?

ଉତ୍ତର – ନ୍ୟୁଜିଲ୍ୟାଣ୍ଡ

ପ୍ରଶ୍ନ – ଲୋକସଭାର ସଭ୍ୟସଂଖ୍ୟା କେତେ ?

ଉତ୍ତର – ୫୪୫ ଜଣ

ପ୍ରଶ୍ନ – ରାଜ୍ୟସଭାର ସଭ୍ୟସଂଖ୍ୟା କେତେ ?

ଉତ୍ତର – ୨୫୦ ଜଣ

ପ୍ରଶ୍ନ – ଲୋକସଭାର ସଭାପତି କିଏ ?

ଉତ୍ତର – ବାଚସ୍ପତି

ପ୍ରଶ୍ନ – ରାଜ୍ୟସଭାରେ କିଏ ଅଧ୍ୟକ୍ଷତା କରନ୍ତି ?

ଉତ୍ତର – ଉପରାଷ୍ଟ୍ରପତି

ପ୍ରଶ୍ନ – ପୃଥିବୀରେ ପ୍ରଥମ ମହିଳା ରାଷ୍ଟ୍ରପତି କିଏ ?

ଉତ୍ତର- Isabel Martinez de preon

ପ୍ରଶ୍ନ – ଭାରତର ବ୍ୟତୀତ ଆଉ କେଉଁ କେଉଁ ଦେଶରେ ଅଗଷ୍ଟ ୧୫ ତାରିଖରେ ସ୍ଵାଧୀନତା ଦିବସ ପାଳନ ହୁଏ ?

ଉତ୍ତର – ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ

ପ୍ରଶ୍ନ – ନିଜର ସୈନ୍ୟମାନେ ଦାଢି ରଖିପାରିବେ ନାହିଁ ବୋଲି କିଏ ଘୋଷଣା କରିଥିଲେ ?

ଉତ୍ତର – ଆଲେକଜାଣ୍ଡାର

ପ୍ରଶ୍ନ – ପୃଥିବୀରେ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ ?

ଉତ୍ତର – ଶିରିମାଭୋ ବନ୍ଦରନାୟକ

ପ୍ରଶ୍ନ – ଲୋକସଭାର ପ୍ରଥମ ବାଚସ୍ପତି କିଏ ?

ଉତ୍ତର – ଗଣେଶ ବାସୁଦେଓ ମାଭାଲାଙ୍କର

ପ୍ରଶ୍ନ – ଲୋକସଭାର କାର୍ଯ୍ୟ କାଳ କେତେବର୍ଷ ?

ଉତ୍ତର – ୫ ବର୍ଷ

ପ୍ରଶ୍ନ – ରାଜ୍ୟସଭାର କାର୍ଯ୍ୟକାଳ କେତେବର୍ଷ ?

ଉତ୍ତର – ୬ ବର୍ଷ

ପ୍ରଶ୍ନ – ଭାରତର ବିଚାର ବିଭାଗର ସର୍ବୋଚ ସଂସ୍ଥା କିଏ ?

ଉତ୍ତର – ସୁପ୍ରିମକୌର୍ଟ

ପ୍ରଶ୍ନ – ବର୍ତ୍ତମାନ ଭାରତରେ କେତୋଟି ରାଜ୍ୟ ଅଛି ?

ଉତ୍ତର –  ୨୮ ଟି

ପ୍ରଶ୍ନ – ବର୍ତମାନ ଭାରତରେ କେତୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ?

ଉତ୍ତର – ୯ ଟି

ପ୍ରଶ୍ନ – ଭାରତରେ ପାଲ୍ୟମେଣ୍ଟରେ କେତୋଟି ସଭା ରହିଛି ?

ଉତ୍ତର – ଦୁଇଟି – ଲୋକସଭା, ରାଜ୍ୟସଭା

ପ୍ରଶ୍ନ – ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ?

ଉତ୍ତର – ପଣ୍ଡିତ ଜବାହାରଲାଲ ନେହେରୁ

ପ୍ରଶ୍ନ – ଭାରତର ଜାତୀୟ ପତାକାରେ ନକ୍ସା କିଏ ଆଙ୍କିଥିଲେ ?

ଉତ୍ତର – ପିଙ୍ଗାଲୀ ଭେଙ୍କୟା

ପ୍ରଶ୍ନ –ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ କଣ ?

ଉତ୍ତର – ଜବାହାରଲାଲ ନେହେରୁ

ପ୍ରଶ୍ନ – ଜବାହାରଲାଲ ନେହେରୁଙ୍କ ମାଆଙ୍କ ନାମ କଣ ?

ଉତ୍ତର – ସ୍ୱରୂପରାଣୀ ନେହେରୁ

ପ୍ରଶ୍ନ – ଭାରତରେ କେଉଁ ପ୍ରକାର ଶାସନ ପ୍ରତିଷ୍ଠିତ ?

ଉତ୍ତର – ଗଣତ୍ରନ୍ତ୍ରିକ ଶାସନ

ପ୍ରଶ୍ନ – ଭାରତର ମୋଟ ଜନସଂଖ୍ୟା କେତେ ?

ଉତ୍ତର – ୧୩୮ କୋଟି

ପ୍ରଶ୍ନ – ଭାରତର ଶାସନ ମୁଖ୍ୟ କିଏ ?

ଉତ୍ତର – ରାଷ୍ଟ୍ରପତି

ପ୍ରଶ୍ନ – ଭାରତରେ କେତେ ବର୍ଷ ଥରେ ଜନଗଣନା କରାଯାଏ ?

ଉତ୍ତର – ୧୦ ବର୍ଷ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।