ଯଦି ଏମିତି 5 ସ୍ଵପ୍ନ ଆସୁଛି ତ ଭୁଲରେ ବି କାହାକୁ କହିବେ ନାହିଁ, ହେଇଯିବେ କୋଟିପତି

ଯଦି ଆପଣ ମାନେ ଏମିତି କିଛି ସ୍ୱପ୍ନ କୁ ଦେଖନ୍ତି ତେବେ କେବେ ବି ଅନ୍ୟ ଆଗରେ ଏହାକୁ ପ୍ରକାଶ କରନ୍ତୁ ନାହିଁ । ଆପଣ ମାନେ ଜାଣି ଥିବେ ଆମେ ଶୋଇବା ସମୟ ରେ କିଛି ନା କିଛି ସ୍ୱପ୍ନ ତ ଦେଖି ଥାନ୍ତି । ହେଲେ ଏହି ସ୍ୱପ୍ନ ମାନଙ୍କ ମଧ୍ୟ ରେ ବି ଏମିତି ବି କିଛି ସ୍ୱପ୍ନ ରହି ଥାଏ ଜାହାକୁ ଆମେ ମାନେ କେବେ ବି କାହା ସାମ୍ନା ରେ ପ୍ରକାଶ କରିବା ଆବଶ୍ୟକ ହୋଇ ନ ଥାଏ ।

ନଚେତ ଆପଣ ମାନେ ଫସି ଜାଇ ପାରନ୍ତି ତେବେ ଆମେ ଆପଣ ମାନଙ୍କୁ ଜଣେଇବୁ କି ସେହି ସ୍ୱପ୍ନ ଗୁଡିକ କଣ କଣ ଜାହାକୁ କେବେ ବି ଅନ୍ୟ ଆଗରେ ପ୍ରକାଶ କରିବା କଥା ନୁହେଁ । ତେବେ ଚାଲନ୍ତୁ ଜାଣିବା ।

ଯଦି ଆପଣ କେବେ ପ୍ରକୃତି କୁ ନେଇ ସ୍ବପ୍ନ ଦେଖୁଛନ୍ତି । ସ୍ୱପ୍ନରେ ଗଛ, ପତ୍ର, ପାହାଡ଼, ସମୁଦ୍ର, ନଦୀ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ଖୁବ ଶୀଘ୍ର ସଫଳତା ମିଳିବାକୁ ଯାଉଛି । କିନ୍ତୁ ଯଦି ଆପଣ ଏହି ସ୍ବପ୍ନ ବିଷୟରେ ଅନ୍ୟ ମାନଙ୍କ ଥରେ ପ୍ରକାଶ କରୁଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିନପାରେ ।

ଆପଣ ଯଦି ସୋପ୍ନ ରେ ନିଜର ହିଁ ମୃତ୍ୟୁ ବିଷୟ ରେ ହିଁ ଦେଖନ୍ତି ତେବେ ଏହାକୁ କାହା ଆଗରେ କେବେ ବି କହିବା କଥା ନୁହେଁ । କାରଣ ଏହା ଅତ୍ୟନ୍ତ ଶୁଭ ହୋଇ ଥାଏ ଆପଣ ମାନେ ଏପରି ସ୍ୱପ୍ନ ଦେଖିଲେ ଆପଣ ମାନଙ୍କ କୈାଣସି ସମସ୍ୟା ଦୂର ହୋଇ ଥାଏ ବୋଲି ଆପଣ ମାନେ ଭାବି ନିଅନ୍ତୁ । ଯଦି ଆପଣ କେବେ ଏହି ସ୍ୱପ୍ନ ବିଷୟ ରେ କାହାକୁ କୁହନ୍ତି ତେବେ ଏହା ବିଫଳ ହୋଇ ଥାଏ ।

ଆପଣ ଯଦି କେବେ ଏକା ଜଙ୍ଗଲ ରେ ବୁଲୁ ଥିବାର କିମ୍ବା ଜଙ୍ଗଲ ରେ ଏକା ବସି ଥିବାର ଆପଣ ମାନେ ଦେଖନ୍ତି ତେବେ ଏହା ବି କାହାକୁ କୁହନ୍ତୁ ନାହିଁ । ଏମିତି ହେବାର ମାନେ ଆପଣ ମାନଙ୍କ ଜିବନ ରେ ଖୁସୀ ଆସିବା ପାଇଁ ଯାଉଛି ।

ଆପଣ ମାନେ ଯଦି ସ୍ୱପ୍ନ ରେ ସାପ କୁ ଦେଖନ୍ତି । ତେବେ ଆପଣ ମାନେ ଜିବନ ରେ ମାନ ସମ୍ମାନ ର ବୃଦ୍ଧି ହେବାକୁ ଯାଉଛି ବୋଲି ଆପଣ ମାନେ୍ ଜାଣି ରଖନ୍ତୁ । ହେଲେ ଆପଣ ମାନେ ଯଦି ଏହି ସବୁ ସ୍ୱପ୍ନ ବିଷୟ ରେ ଅନ୍ୟ କାହାକୁ କହି ଦେଇ ଥାନ୍ତି ତେବେ ଏହାର ପ୍ରଭାବ ନଷ୍ଟ ହୋଇ ଥାଏ ।

ଯଦି ଆପଣ କେବେ ସ୍ବପ୍ନରେ ଭଗବାନ ଙ୍କୁ ଦର୍ଶନ କରୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ଏହା ଦ୍ଵାରା ଭଗବାନ ଆପଣଙ୍କୁ ସଙ୍କେତ ଦେଇଥାନ୍ତି କି ସେ ଆପଣଙ୍କ ପାଇଁ କିଛି ବଡ଼ କରିବାକୁ ଯାଇଛନ୍ତି । କେବେ ବି ଭୁଲରେ ଏହି ସ୍ବପ୍ନ ବିଷୟରେ କାହାକୁ କୁହନ୍ତୁ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।