248 ଜଣ ଯାତ୍ରୀଙ୍କୁ ନେଇ ରାତିରେ ଲଣ୍ଡନରୁ ଉଡାଣ ଭରିଥିବା ବିମାନ ସହ ଯାହା ହେଲା ଜାଣି ଆପଣଙ୍କ ମୁଣ୍ଡ ଘୂରିଯିବ!

ନମସ୍କାର ବନ୍ଧୁଗଣ, ଆକାଶ ମାର୍ଗରେ ବାଦଲ ସହ ଉଡାଣ ଭରିବା ପାଇଁ କାହାର ବା ଇଚ୍ଛା ନଥାଏ । କିନ୍ତୁ କିଏ ଜାଣିଥାଏ ତାଙ୍କର ସେହି ଖୁସିର ଉଡାଣ ଦିନେ ତାଙ୍କୁ ରହସ୍ୟମୟ ଘଟଣାରେ ପରିଣତ କରିଦେବ । ସେହି ଭଳି ଏକ ଘଟଣା ଏବେ ସାମନାକୁ ଆସିଛି ଲଣ୍ଡନରୁ ଉଡାଣ ଭରିଥିବା ବିମାନର ରହସ୍ୟମୟ ଘଟଣା ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।

୧୯୮୨ ମସିହା ଜୁନ ୨୪ ତାରିଖ ଲଣ୍ଡନର ହିଥ୍ରୋ ବିମାନ ବନ୍ଦର ବୋଇଙ୍ଗ ୭୪୭ର ବ୍ରିଟିଶ ଏୟାର ଉଏଜ ଫ୍ଲାଇଟ ୯ ମୁମ୍ବାଇ ରାସ୍ତା ଦେଇ ଅସ୍ତ୍ର୍ଲିଆ ଅଭିମୁଖେ ଉଡାଣ ଭରିଥିଲା । ୨୪୮ ଯାତ୍ରୀ ଏବଂ ୧୫ ଜଣ କ୍ରିଉ ମେମ୍ବରଙ୍କୁ ଧରି ଉଡାଣ ଭରିଥିଲା ବିମାନ । ସନ୍ଧ୍ଯା ପରେ ଉଡାଣ ଭରିଥିବା ବିମାନଟି ସମୁଦ୍ର ଉପର ଦେଇ ଭାରତୀୟ ସାମୁଦ୍ରିକ ସୀମା ଆଡକୁ ଆସୁଥିଲା । ରାତି ୮:୪୦ ସୁଧା ଏହା ଜାକ୍ରତାର ଛୋଟ ଛୋଟ ଦ୍ଵିପାଞ୍ଚଳ ଉପର ଦେଇ ଉଡୁଥିଲା । କ୍ଯାପଟେନ ରାତି ଭୋଜନ ସାରି ୱାଶରୁମ ଯାଇଥିଲେ ।

ଏହି ସମୟରେ ସେ ଗୋଟିଏ କଣରୁ ଧୁଆ ବାହାରୁଥିବା ଦେଖି କପିଟ ଭିତରକୁ ଆସିଲେ । ତା ପରେ ସେ ଯାହା ଦେଖିଥିଲେ ତାଙ୍କ ହୋସ ଉଡିଗଲା ଭଳି ଲାଗିଥିଲା । ବିମାନର ଝରକାରେ ଏକ ଉଜ୍ବଲ ଆଲୋକ ଦେଖା ଯାଉଥିଲା । ଯାହା ବହୁତ ତୀବ୍ର ଥିଲା । କୌଣସି ଭୟାନକ ଝାଡା ମଧ୍ୟରେ ଫସିଲେ ମଧ୍ୟ ଏଭଳି ଆଲୋକ ଦେଖାଯାଏ ନାହିଁ । ଏହା ଦେଖି କେହି ବି କିଛି ବୁଝିପାରୁନଥିଲେ । ଠିକ ଏହି ସମୟରେ ପ୍ଳେନ ର ଇଞ୍ଜିନ ଗୋଟେ ପରେ ଗୋଟେ ବନ୍ଦ ହେବାକୁ ଲାଗିଲା ।

ଯାହା ଫଳରେ ସାମ୍ନାରେ ଥିବା ଗୋଟିଏ ବିରାଟ ପର୍ବତ ପାଇଁ ଜାକର୍ତା ଏୟାରପୋଟରେ ମଧ୍ୟ ଲାଣ୍ଡିଙ୍ଗ କ୍ଷମ ନଥିଲେ । ତେଣୁ ସମୁଦ୍ରରେ ଲାଣ୍ଡିଙ୍ଗ ବ୍ୟବସ୍ତା କରାଗଲା । ପ୍ଳେନ ପାଣିରେ ମଧ୍ୟ ସୁରକ୍ଷିତ ଭାବେ ଲାଣ୍ଡିଙ୍ଗ କରିପାରିବ ସେହିଭଳି ପ୍ଳେନକୁ ତିଆରି କରାଯାଇଛି । ଏହି ସବୁ ଭିତରେ ପୁଣି ହଠାତ ପ୍ଳେନର ସମସ୍ତ ଇଞ୍ଜିନ କାମ କରିବାକୁ ଲାଗିଲା ।

ଏବଂ ସେ ଜାକ୍ରତା ଏୟାରପୋଟରେ ଲାଣ୍ଡିଙ୍ଗ କ୍ଷମ ହେଲେ । ଏବଂ ସୁରକ୍ଷିତ ଭାବେ ଲାଣ୍ଡିଙ୍ଗ ମଧ୍ୟ କରିଥିଲେ । କିନ୍ତୁ ଏହା ଏକ ରହସ୍ୟ ଏବେ ଯାଏ ମଧ୍ୟ କେହି ଜାଣିପାରିନାହାନ୍ତି । ହୁଏତ କୌଣସି ଅଦୃଶ୍ୟ ଶକ୍ତି ପାଇଁ ପ୍ଳେନଟି ଦୁର୍ଘଟଣାରୁ ବର୍ତ୍ତୀଗଲା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।