ବନ୍ଧୁଗଣ ଦେବଙ୍କ ଦେବ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ସୋମବାର ଦିନ ସବୁଠାରୁ ଶୁଭ ଦିନ ମାନାଯାଏ । କୁହାଯାଏ ଯେଉଁ ଭକ୍ତ ମହାଦେବଙ୍କ ଆରାଧନା କରିଥାଏ ସଚ୍ଚା ମନରେ ମହାଦେବ ତାଙ୍କ ଉପରେ ବହୁତ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । ସେହି ଭକ୍ତର ସବୁ ଇଚ୍ଛା ପୂରଣ ହୋଇଥାଏ । ସୋମବାର ଦିନ ଭକ୍ତ ମାନେ ମହାଦେବଙ୍କ ମନ୍ଦିରକୁ ଯାଇଥାନ୍ତି ଓ ପୂଜା ମଧ୍ୟ କରିଥାନ୍ତି । ଭଗବାନ ଶିବଙ୍କ ଭକ୍ତଙ୍କୁ ନା ରୋଗର, ନା ଶୋକର ନା ମୃତ୍ୟୁର ଭୟ ରହିଥାଏ । ଆଜି ଆମେ ଆପଣଙ୍କୁ ଅକ୍ଟୋବର ୨୪ ରୁ ୩୧ ଯାଏଁ କିଛି ରାଶିଙ୍କୁ ମହାଦେବଙ୍କ କୃପାରୁ ମିଳିବାକୁ ଯାଉଛି ଖୁସି ଖବର ସେହି ବିଷୟରେ କହିବାକୁ ଯାଉଛୁ ।
ମେଷ ରାଶି : ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନା ଆସିବାକୁ ଯାଉଛି । ଆପଣଙ୍କ ଜୀବନରେ ବହୁତ ବଡ ଖୁସି ଆସିବାକୁ ଯାଉଛି । ବିଗିଡି ଯାଇଥିବା କାମ ପୁରା ହେବ । ମା ଲକ୍ଷ୍ମୀ ଙ୍କ କୃପା ଲାଭ ହେବ । କାହାକୁ ପଇସା ଉଧାର ଦେଇଥିଲେ ଆପଣଙ୍କୁ ଫେରି ମିଳିବାର ସମ୍ଭାବନା ରହିଛି । ପୁରୁଣା କରଯ ରୁ ମୁକ୍ତି ପାଇବେ ଯାହା କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ ।
ତୁଳା ରାଶି : ଆପଣଙ୍କୁ ବହୁତ ବଡ ଲାଭ ମିଳିବାକୁ ଯାଉଛି । ଅପାର ଧନ ଲାଭ ହେବ । ଆପଣଙ୍କୁ ପ୍ରତେକ କାମରେ ସଫଳତା ମିଳିବ । ବ୍ୟବସାୟରେ ଭାରି ଧନ ଲାଭର ଯୋଗ ରହିଛି । ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ପରିବାରର ସହଯୋଗ ପାଇବେ । ବ୍ୟାପାରରେ ଲାଭ ପାଇବେ ।
କୁମ୍ଭ ରାଶି : କୁମ୍ଭ ରାଶିର ଲୋକଙ୍କ ଜୀବନରେ ବହୁର ସାରା ଖୁସି ଆସିବାକୁ ଯାଉଛି । ଆପଣଙ୍କର ସବୁ ଅଟକି ରହିଥିବା କାମ ପୂରଣ ହେବ । ଚାକିରି କରୁଥିବା ଜାତକଙ୍କୁ ଅଧିକ ସଫଳତା ମିଳିବ । ସମାଜରେ ମାନ ସମାନ ବଢିବ । ଆର୍ଥିକ ସ୍ଥିତି ମଜବୁତ ହେବ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ହେବ ।
କନ୍ୟା ରାଶି : ଆପଣଙ୍କ ଜୀବନରେ ଏହି ସୋମବାର ଠାରୁ ଅନେକ ପରିବର୍ତ୍ତନ ହେବ ସାହ ବହୁତ ଫାଇଦା ମିଳିବାକୁ ଯାଉଛି । ଆପଣଙ୍କୁ ପ୍ରତେକ କାମରେ ଲାଭ ମିଳିବାକୁ ଯାଉଛି । ପ୍ରତେକ ଅଟକି ରହିଥିବା ଧନ ଫେରି ପାଇବେ । ଦାଂପତ୍ଯ ଜୀବନ ଭଲ ବ୍ଯତୀତ ହେବ । ଅଚାନକ ଧନ ପ୍ରାପ୍ତି ହେବ ।
ବୃଷ ରାଶି : ମହାଦେବ ଙ୍କ କୃପାରୁ ଆପଣଙ୍କ ଜୀବନରେ ଅନେକ ନୂଆ ନୂଆ ପରିବର୍ତ୍ତନ ଦେଖାଯିବ । ଧନର ଦେବୀ ମା ଲକ୍ଷ୍ମୀ ଙ୍କ କୃପା କାରଣରୁ ଧନ ଓ ଯଶ ରେ ବୃଦ୍ଧି ହେବ । ଆପଣ ଯେଉଁ କାମ ସଚ୍ଚା ମନରେ କରିବେ ତାହା ନିଶ୍ଚୟ ସଫଳ ହେବ । ଆପଣଙ୍କୁ ପାରିବାରିକ ବିବାଦରୁ ରିହାତି ମିଳିବ । ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ । ପ୍ରେମ ଜୀବନରେ ଢେର ସାରା ଖୁସି ଆସିବାକୁ ଯାଉଛି ।
ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରି ଦିଅନ୍ତୁ ।