ପଇସା ଗଣି ଗଣି ଥକିଯିବେ, ଦୀର୍ଘ 100 ବର୍ଷ ପରେ October 24 ଦୀପାବଳିରେ ବନୁଛି ମହାଲକ୍ଷ୍ମୀ ଯୋଗ… ଏହି 6ଟି ରାଶି ହେବେ କୋଟିପତି

ବନ୍ଧୁଗଣ ଚଳିତ ବର୍ଷ ଅକ୍ଟୋବର ୨୪ରର ପାଳି ହେବାକୁ ଯାଉଛି ଦୀପାବଳି ପର୍ବ କାରଣ ଅକ୍ଟୋବର ୨୫ରେ ଲାଗିବାକୁ ଯାଉଛି ବର୍ଷର ଅନ୍ତିମ ସୂର୍ଯ୍ୟଗ୍ରହା । ଏହି ଦୀପାବଳି ଅବସରରେ ବନିବାକୁ ଯାଉଛି ମହାଲକ୍ଷ୍ମୀ ଯୋଗ ଯାହା ଫଳରେ ୬ଟି ରାଶି ହେବାକୁ ଯାଉଛନ୍ତି ଧନରେ ମାଲାମାଲ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ମଣିଷ ଜୀବନରେ ଯାହାବି ପରିବାର୍ତ୍ତା ଘଟିଥାଏ ତାହା କେବଳ ଗ୍ରହ ମାନଙ୍କର ଚଳନ କାରଣରୁ ହୋଇଥାଏ । ଯାହା ଫଳରେ ବ୍ୟକ୍ତି ଜୀବନରେ ସଫଳତା ଓ ବିଫଳତା ହାସଲ ହୋଇଥାଏ । ଦୀପାବଳି ସାରା ଭାରତ ବର୍ଷରେ ଖୁବ ଧୂମଧାମରେ ପାଳନ କରାଯାଏ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ବିସ୍ତାର ଭାବେ ।

ମିଥୁନ ରାଶି : ଦୀପାବଳି ଠାରୁ ଏହି ରାଶିର ଲୋକ ମାନେ ହେବାକୁ ଯାଉଛନ୍ତି କୋଟିପତି । ମହାଲକ୍ଷ୍ମୀ ଯୋଗ କାରଣରୁ ଆପଣଙ୍କର ଅଟକି ଯାଇଥିବା ସବୁ କାମ ପୁଣି ଥରେ ଆରମ୍ଭ ହେବାରେ ଲାଗିବ । ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ଆପଣଙ୍କ ଉପରେ ପଡିବ । ଦୀର୍ଘ ସମୟରୁ ଯେଉଁ ସମସ୍ଯାମାନ ରହିଥିଲା ତାହା ଦୂର ହେବ ।

ତୁଳା ରାଶି : ଆମ ଲକ୍ଷ୍ମୀ ଆପଣଙ୍କ ଉପରେ ମେହରବାନ ହେବାକୁ ଯାଉଛନ୍ତି । ଯାହା କାରଣରୁ ଆପଣଙ୍କ ଜୀବନରେ ଆସୁଥିବା ଧନ ଜନିତ ସମସ୍ଯା ଦୂର ହେବ । କାର୍ଯ୍ୟ କ୍ଷେତ୍ରରେ ଅପାର ସଫଳତା ହାସଲ କରିବେ । ଧନ କମାଇବାର ନୂଆ ମାର୍ଗ ମିଳିବ । କାର୍ଯ୍ୟ କ୍ଷେତ୍ରରେ ତୀବ୍ର ଗତିରେ ଆଗକୁ ବଢିବେ । ପରିବାରରେ ଖୁଶିର ମାହୋଲ ରହିବ ।

ମେଷ ରାଶି : ଆପଣଙ୍କୁ କହି ରଖୁଛୁ ମା ଲକ୍ଷ୍ମୀଙ୍କ କୃପା କାରଣରୁ ମହାଲକ୍ଷ୍ମୀ ଯୋଗ ହେବାକୁ ଯାଉଛି । ମା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ପଡିବା କାରଣରୁ ଘରର ପରିବାର ସବୁ ସମସ୍ୟମାନ ଦୂର ହେବ । ଧନ ଲାଭର ଯୋଗ ରହିଛି । ନୂଆ କାମ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ ।

ସିଂହ ରାଶି : ଦୀପାବଳି ଠାରୁ ମା ଲକ୍ଷ୍ମୀଙ୍କ ବିଶେଷ କୃପା କାରଣରୁ ଆପଣଙ୍କୁ ବହୁତ ଫାଇଦା ଓ ସଫଳତା ମିଳିବାକୁ ଯାଉଛି । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ ସାବ୍ଯସ୍ତ ହେବ । କାର୍ଯ୍ୟ କ୍ଷେତ୍ରରେ ବଡ ଖୁସି ଖବର ମିଳିପାରେ ଯାହା ପାଇନ ଆପଣଙ୍କୁ ଲାଭ ପ୍ରାପ୍ତ ହେବ । ଅଚାନକ ଧନ ଲାଭ ହେବ । ମାନସିକ ସ୍ୱାସ୍ଥ୍ୟ ଠିକ ରହିବ । ଘର ପରିବାରରେ ଖୁଶିର ମାହୋଲ ରହିବ ।

କୁମ୍ଭ ରାଶି : ଧନର ଦେବୀ ଆମ ଲକ୍ଷ୍ମୀ ଆପଣଙ୍କ ଉପରେ ଅଧିକ ମେହରବାନ ହେବାକୁ ଯାଉଛନ୍ତି । ଯାହା କାରଣରୁ ଆପଣ ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳ ହେବେ । ପଇସା କାହାକୁ ଧାର ଦେଇଥିଲେ ତାହା ଫେରି ପାଇବେ ।

କନ୍ୟା ରାଶି :  ଚାରିଆଡୁ ଧନ ଲାଭ ପ୍ରାପ୍ତିର ଯୋଗ ରହିଛି । ଆୟର ନୂଆ ସ୍ରୋତ ମିଳିବ । ଚାକିରିରେ ପଦୋନ୍ନତି ହେବ । ଚାକିରି ମିଳିପାରେ । ବ୍ୟାପାରୀ ବର୍ଗଙ୍କୁ ଭାରି ଧନ ଲାଭ ମିଳିପାରେ । ଜୀବନ ସାଥିଙ୍କ ତରଫରୁ ଖୁସି ଖବର ମିଳିପାରେ । ଧାର୍ମିକ କାର୍ଯ୍ୟ ଗୃହରେ ସମ୍ପନ୍ନ ହେବ ।ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭାଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।