ଆଜି ଆମେ ଆପଣ ମାନଙ୍କ ପାଇଁ ନାଏ ଆସିଚୁ GK ର କୌତିକିଆ ପ୍ରଶ୍ନ । ଏହି ପ୍ରଶ୍ନ ଗୁଡ଼ିକ ଆପଣଙ୍କୁ ନିଜର IQ ଲେବେଲ୍ ବଢ଼ାଇବାରେ ସାହାଯ୍ୟ କରିବ ଏବଂ ଆପଣଙ୍କୁ ଇନ୍ତିବିୟୁ ରେ ମଧ୍ୟ ସାହାଯ୍ୟ କରିବା । ଯଦି ଆପଣ IAS l, UPSC, IPS ଭଳି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ଏହି ପ୍ରଶ୍ନ ଉତ୍ତର ଆପଣଙ୍କ କାମରେ ଆସିପାରେ । ତେବେ ଚାଲନ୍ତୁ ଜାଣିବା
୧ – ଲାଲକିଲା ଭାରତ ଛଡା ଅନ୍ୟ କେଉଁ ଦେଶରେ ଅଛି ?
ଉତ୍ତର – ପାକିସ୍ତାନ
୨ – ଭାରତରେ ସବୁଠୁ ଅଧିକ ସେବନ କରୁଥିବା ଖାଦ୍ୟସାମଗ୍ରୀର ନାମ କଣ ?
ଉତ୍ତର – ଚାଉଳ
୩ – କେଉଁ ଦେଶର ଲୋକମାନେ ସବୁଠୁ ଅଧିକସିଗେରେଟ ଖାଇଥାନ୍ତି ?
ଉତ୍ତର – ଭାରତ
୪ – ଦୁନିଆରେ ସବୁଠୁ ଉଚ୍ଚ ବିଲିଡିଙ୍ଗ କେଉଁଠି ଅଛି ?
ଉତ୍ତର – ଦୁବାଇ
୫ – କେଉଁ ଦେଶରେ ଗୋଟିଏ ହେଲେ ବି କୃଷକ ନାହାନ୍ତି ?
ଉତ୍ତର – ଭାଟିକାନ ସିଟି
୬ – ଭାରତ ପ୍ରଥମ ରେଳ ଷ୍ଟେସନ କେଉଁଠି ହେଇଥିଲା ?
ଉତ୍ତର – ମୁମ୍ବାଇ
୭ – ବିଶ୍ଵର ସବୁଠୁ ଚାନ୍ଦି ଉତ୍ପାଦକ ଦେଶର ନାମ କଣ ?
ଉତ୍ତର – ମେକ୍ସିକୋ
୮ – ଭାରତରେ କେଉଁ ରାଜ୍ୟରେ ସବୁଠୁ ଅଧିକ କୁକୁର ଅଛନ୍ତି ?
ଉତ୍ତର – ବିହାର
୯ – କେଉଁ ଦେଶରେ ଟିକ ଟକ ଚଲେଇବା ଅପରାଧ ଅଟେ ?
ଉତ୍ତର – ନର୍ଥ କୋରିୟା
୧୦ – ବିଶ୍ଵର କେଉଁ ଦେଶରେ ଧଳା ରଙ୍ଗର ହାତୀ ଦେଖିବାକୁ ମିଳିଥାଏ ?
ଉତ୍ତର – ଥାଇଲ୍ୟାଣ୍ଡ
୧୧ – ଦୁନିୟାରେ ସବୁଠୁ ବୁଦ୍ଧିମାନ ପକ୍ଷୀ କିଏ ଅଟେ ?
ଉତ୍ତର – ଆଫ୍ରିକନ ଗ୍ରେ ତୋତା
୧୨ – କେଉ ଦେଶରେ ପୋଷା କୁକୁର ରଖିବା ଅପରାଧ ଅଟେ ?
ଉତ୍ତର – ଆଇସଲ୍ୟାଣ୍ଡ
୧୩ – କେଉଁ ଦେଶରେ ଲୋକମାନେ ଘଡି ପିନ୍ଧନ୍ତି ନାହିଁ ?
ଉତ୍ତର – କ୍ୟୁବା
୧୪ – କେଉଁ ଦେଶରେ ପତାକା ସବୁଠୁ ପୁରୁଣା ଅଟେ ?
ଉତ୍ତର – ଡେନମାର୍କ
୧୫ – ଅନ୍ତରାଷ୍ଟ୍ରୀୟ ପୃଥିବୀ ଦିବସ କେବେ ପାଳନ କରାଯାଏ ?
ଉତ୍ତର – ୨୨ ଏପ୍ରିଲ
୧୬ – କୌଣସି ଭି ୱେବସାଇଟର ପ୍ରଥମ ପେଜକୁ କଣ କୁହନ୍ତି ?
ଉତ୍ତର – ହୋମ ପେଜ
୧୭ – ବିଶ୍ୱରେ ସବୁଠୁ ମହଙ୍ଗା ଫଳ କେଉଁଠି ମିଳିଥାଏ ?
ଉତ୍ତର – ଜାପାନ
୧୮ – କେଉଁ ଦେଶରେ ଆଜି ପର୍ଯ୍ୟନ୍ତ ଭୂକମ୍ପ ଆସି ନାହିଁ ?
ଉତ୍ତର – Norway
୧୯ – କେଉଁ ଦେଶରେ ଗୋଟିଏ ହେଲେ ବି ମାଛ ନାହାନ୍ତି ?
ଉତ୍ତର – ଫିନଲ୍ୟାଣ୍ଡ
୨୦ – ବିଶ୍ୱର କେଉଁ ନଦୀର ପାଣି ଗରମ ଅଛି ?
ଉତ୍ତର – ନୀଳ ନଦୀ
୨୧ – ଗୋଟିଏ ଲୋକ ନିଜର ସ୍ତ୍ରୀ, ଭଉଣୀ, ଝିଅ ଓ ଭାଇର ଦେଖି ପାରିବ କିନ୍ତୁ ନିଜ ମାର ସେହି ଜିନିଷଟି କେବେ ବି ଦେଖି ପାରିବ ନାହିଁ, କୁହ ତାହା କଣ ଅଟେ ?
ଉତ୍ତର – ବାହାଘର