ଆଜି କାଲି ର ଯୁବ ପିଢ଼ୀଙ୍କ ଗୋଟେ ହିଁ ସ୍ଵପ୍ନ କି କିପରି ଭଲ ପାଠ ପଢିବେ ଏବଂ IAS ଅଫିସର ହେବେ । କିନ୍ତୁ ଆଇଏସ ଅଫିସର ହେବା ଏତେ ସହଜ ନୁହେଁ ଏଥି ପାଇଁ ବହୁତ ପରିଶ୍ରମ ଏବଂ ପରୀକ୍ଷା ଦେବାକୁ ପଡିଥାଏ । IAS ହେବା ପାଇଁ UPSC ପରୀକ୍ଷା ଦେବାକୁ ପଡେ । UPSC ଦେଶ ର ସବୁଠୁ କଠିନ ପରୀକ୍ଷା ଅଟେ । IAS ପରୀକ୍ଷା ରେ ପଚରା ଯାଉଥିବା ପ୍ରଶ୍ନ ଶୁଣିଲେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଜି ଆମେ ଆପଣଙ୍କ ପାଇଁ ଏହା ର କିଛି ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ବହୁତ ସାହାଯ୍ୟ କରିବ ।
ପ୍ରଶ୍ନ ୧:- ଭାରତର ସବୁଠାରୁ ବଡ଼ ଚିଡିଆ ଘର କେଉଁଠି ଅଛି?
ଉତ୍ତର:- କୋଲକାତା
ପ୍ରଶ୍ନ ୨:- କେଉଁ ଦେଶକୁ ତମ୍ବା ର ଦେଶ ବୋଲି କୁହାଯାଏ ?
ଉତ୍ତର:- ଜାମ୍ବିଆ କୁ ତମ୍ବା ର ଦେଶ ବୋଲି କୁହାଯାଏ ।
ପ୍ରଶ୍ନ ୩:- କେଉଁ ଜୀବର ହୃଦୟ ତା ମୁଣ୍ଡରେ ଥାଏ ?
ଉତ୍ତର:- ଚିଙ୍ଗୁଡ଼ି
ପ୍ରଶ୍ନ ୪:- ଦୁନିଆର ସବୁଠାରୁ ବୁଦ୍ଧିମାନ ଦେଶ କଣ ଅଟେ?
ଉତ୍ତର:- ହଂକଂ ଦୁନିଆର ସବୁଠାରୁ ବୁଦ୍ଧିମାନ ଦେଶ ଅଟେ ।
ପ୍ରଶ୍ନ ୫:- କେଉଁ ଜୀବକୁ ସବୁ ଜିନିଷ ୨ ଗୁଣ ଦେଖା ଯାଇଥାଏ ?
ଉତ୍ତର:- ହାତୀ
ପ୍ରଶ୍ନ ୬:- ବିଶ୍ଵର ସବୁଠାରୁ ସୁନ୍ଦର ନଗର କଣ ଅଟେ ?
ଉତ୍ତର:- ପ୍ୟାରିସ ବିଶ୍ଵର ସବୁଠାରୁ ସୁନ୍ଦର ନଗର ଅଟେ ।
ପ୍ରଶ୍ନ ୭:- କେଉଁ ଦେଶରେ ଜିନ୍ସ ପିନ୍ଧିଲେ ଦଣ୍ଡ ମିଳେ ?
ଉତ୍ତର:- ଉତ୍ତର କୋରିଆ ରେ ଜିନ୍ସ ପିନ୍ଧିଲେ ଦଣ୍ଡ ମିଳେ ।
ପ୍ରଶ୍ନ ୮:- ବନ୍ଦେ ମାତରମ କିଏ କହିଥିଲେ?
ଉତ୍ତର:- ବଙ୍କିମ ଚନ୍ଦ୍ର ଚାଟାର୍ଜୀ
ପ୍ରଶ୍ନ ୯:- ଭାରତର ପ୍ରଥମ କଥା କୁହା ଫିଲ୍ମ୍ କଣ ଥିଲା ?
ଉତ୍ତର:- ଆଲମ ଆରା
ପ୍ରଶ୍ନ ୧୦:- କେଉଁ ଜୀବର ରକ୍ତ ଧଳା ହୋଇଥାଏ ?
ଉତ୍ତର:- ଅସରପା ର ରକ୍ତ ଧଳା ହୋଇଥାଏ ।
ପ୍ରଶ୍ନ ୧୧:- ବଣ ର ଦେଶ କାହାକୁ କୁହାଯାଏ?
ଉତ୍ତର:- ଆଫ୍ରିକା
ପ୍ରଶ୍ନ ୧୨:- ଗୋଲ ଘର କେଉଁଠାରେ ଅଛି ?
ଉତ୍ତର:- ପାଟଣା ରେ ଗୋଲ ଘର ଅଛି ।
ପ୍ରଶ୍ନ ୧୩:- ସହର ର ସହର କାହାକୁ କୁହାଯାଏ?
ଉତ୍ତର:- ବେନିଷ
ପ୍ରଶ୍ନ ୧୪:- ଭାରତର ସର୍ବକ୍ଷଣ ବିଭାଗ କେଉଁଠାରେ ଅଛି ?
ଉତ୍ତର:- ଦେହେରାଦୁନ
ପ୍ରଶ୍ନ ୧୫:- ବିଶ୍ଵର ସବୁଠାରୁ ଧନୀ ଦେଶ କେଉଁ ଦେଶ ଅଟେ ?
ଉତ୍ତର:- କତର ବିଶ୍ଵର ସବୁଠାରୁ ଧନୀ ଦେଶ ଅଟେ ।
ପ୍ରଶ୍ନ ୧୬:- ଏମିତି କେଉଁ ଜାଗା ଅଛି ଯେଉଁଠି
ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ
ସଡକ ଅଛି କିନ୍ତୁ ଗାଡି ନାହିଁ
ସହର ଅଛି କିନ୍ତୁ ଘର ନାହିଁ
ଉତ୍ତର- ନକ୍ସା (Map)
ଆଶା କରୁଛୁ ଆପଣଙ୍କୁ ଏହି ପ୍ରଶ୍ନ ଉତ୍ତର ଭବିଷ୍ୟତରେ କାମରେ ଆସିବ । ଏହି ପରି ପ୍ରଶ୍ନ ଉତ୍ତର ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।