ଏମିତି କେଉଁ ଜିନିଷ ଅଛି ଯାହା ଥରେ ପିନ୍ଧିଲା ପରେ ଆଉ କାଢି ହୁଏ ନାହିଁ? ଏମିତି ଆହୁରି 15 ଟି GK ପ୍ରଶ୍ନ ଓ ଉତ୍ତର

ଆଜି କାଲି ର ଯୁବା ପିଢୀଙ୍କ ଗୋଟେ ହିଁ ସ୍ବପ୍ନ କି କିପରି ଭଲ ପାଠ ପଢି ହେବେ IAS ଅଫିସର୍ । କିନ୍ତୁ IAS ଅଫିସର୍ ହେବା ଏତେ ସହଜ ନୁହଁ ଏଥି ପାଇଁ ବହୁତ୍ ପରିଶ୍ରମ ଏବଂ ବହୁତ୍ ପରୀକ୍ଷା ଦେବାକୁ ପଡିଥାଏ । IAS ହେବା ପାଇଁ UPSC ପରୀକ୍ଷା ଦେବାକୁ ପଡେ । UPSC ଦେଶ ର ସବୁଠୁ କଠିନ ପରୀକ୍ଷା ଅଟେ । ଏହି ପରୀକ୍ଷା ପାସ କରିବା ଯେତିକି କଠିନ ତା ଠାରୁ ଏହାର ଇଂଟର୍ବିୟୁ ପାସ କରିବା ଆହୁରି କଠିନ । IAS ପରୀକ୍ଷା ରେ ପଚରା ଯାଉଥିବା ପ୍ରଶ୍ନ ଶୁଣି ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଜି ଆମେ ଆପଣଙ୍କୁ ଏହା ର କିଛି ପ୍ରଶ୍ନ ଏବଂ ଉତ୍ତର ଦେବୁ ଯାହା ଆପଣଙ୍କୁ ବହୁତ୍ ସାହାଯ୍ୟ କରିବ ।

୧- ମୃତକ ଘାଟି କେଉଁଠି ଅବସ୍ଥିତ ଅଟେ?

ଉ: କାଲିଫର୍ଣ୍ଣିଆ

୨- ସବୁଠୁ ଅଧିକ ମାଟି ଘର କେଉଁ ଦେଶରେ ଅଛି?

ଉ: ଭାରତ

୩- କେଉଁ ପ୍ରାଣୀ ଅନେକ ସପ୍ତାହ ଧରି ପାଣି ନ ପିଇ ମଧ୍ୟ ରହିପାରେ?

ଉ- ଓଟ

୪- କେଉଁ ସହରକୁ ଭାରତର ହଲିଉଡ୍ କୁହାଯାଏ?

ଉ: ମୁମ୍ବାଇ

୫- କେଉଁ ଦେଶରେ ବିଲେଇଙ୍କୁ ପୂଜା କରାଯାଏ?

ଉ: ଇଜିପ୍ଟ

୬- କେଉଁ ଦେଶର ଲୋକ ସବୁଠୁ କମ୍ ବୁଲାବୁଲି କରନ୍ତି?

ଉ: ପାକିସ୍ତାନ

୭- କେଉଁ ରଙ୍ଗ ଦେଖିଲେ ରକ୍ତଚାପ ବଢ଼ିଥାଏ?

ଉ: ଲାଲ୍ ରଙ୍ଗ

୮- କାହାକୁ ଧାତୁ ମାନଙ୍କର ରାଜା ବୋଲି କୁହାଯାଏ?

ଉ: ସୁନା

୯- ମାଉଣ୍ଟ ଏଭରେଷ୍ଟ କେଉଁ ଦେଶରେ ଅବସ୍ଥିତ?

ଉ: ନେପାଳ

୧୦- କେଉଁ ନଦୀ ଦକ୍ଷିଣ ଆମେରିକାର ସବୁଠୁ ବଡ଼ ନଦୀ ଅଟେ?

ଉ: ଆମାଜନ୍ ନଦୀ

୧୧- କେଉଁ ଦେଶ ଦୁନିଆର ସବୁଠୁ ବଡ଼ ଦେଶ ଅଟେ?

ଉ: ଋଷ୍

୧୨- ଏପରି କେଉଁ ଜିନିଷ ଅଛି ଯାହା ଥରେ ପିନ୍ଧିଲେ କାଢି ହୁଏ ନାହିଁ?

ଉ: କବର

୧୩- କେଉଁ ଦେଶରେ ରାତିରେ ଚାଷ କାର୍ଯ୍ୟ କରାଯାଏ?

ଉ: ନାର୍ବେ

୧୪- ସୂର୍ଯ୍ୟକିରଣ ପୃଥିବୀ ପୃଷ୍ଠରେ ପହଞ୍ଚିବାକୁ କେତେ ସମୟ ନେଇଥାଏ?

ଉ: ୮ମିନିଟ୍ ୧୮ସେକେଣ୍ଡ

୧୫- କେଉଁ ଦ୍ଵୀପ ର ନାମକରଣ ଡ଼. ଏ ପି ଜେ ଅବଦୁଲ କଲାମଙ୍କ ସ୍ମୃତିରେ ରଖା ଯାଇଛି?

ଉ: ହ୍ୱିଲର ଦ୍ୱୀପ, ଓଡ଼ିଶା

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।