କେଉଁ ଟେବୁଲକୁ ଆମେ ଖାଇ ଥାଉ ? ଏହା ସହିତ 15ଟି GK ପ୍ରଶ୍ନ ଓ ଉତ୍ତର

ଆଇଏଏସର ଇଣ୍ଟରଭ୍ୟୁରେ ଏତେ ଅଜବ ଗଜବ ପ୍ରଶ୍ନ କରାଯାଏ କି ସେଥିରେ ଲୋକମାନଙ୍କର ମୁଣ୍ଡ ଖରାପ ହୋଇଯାଏ ଓ ଲୋକମାନେ ଚିନ୍ତାରେ ପଡି ଯାଆନ୍ତି । ଏହି ଇଣ୍ଟରଭ୍ୟୁରେ କ୍ଯାଣ୍ଡିଡେଟର ଦେଖାଯାଏ କି ତାହାର ସେନ୍ସ ଅଫ ହ୍ୟୁମର କେତେ ଭଲ ଅଟେ । ଆଜି ଆମେ ଆପଣଙ୍କ ପାଇଁ ଏମିତି ହିଁ କିଛି ପ୍ରଶ୍ନ ନେଇ ଆସିଛୁ । ଆପଣମାନେ ବି ଚିନ୍ତାରେ ପଡିଯିବେ କି ଏହି ସବୁ ପ୍ରଶ୍ନ ପଛରେ କଣ ରହସ୍ୟ ଲୁଚି ଅଛି ।

ସଂଘ ଲୋକ ସେବା ଆୟୋଗ ମାନେ UPSCର ପରୀକ୍ଷା ପାସ କରିବା ବହୁତ କଠିନ ଅଟେ । ଏହି ପରୀକ୍ଷାଟି ସମସ୍ତ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ଅଟେ । ଆପଣଙ୍କୁ କହିଦେଉଛୁ କି ଏହି ପରୀକ୍ଷାକୁ ଲିଖିତ ରୂପରେ ପାସ କରିବା ପରେ IAS ହେବା ପାଇଁ ଆପଣଙ୍କର ଇଣ୍ଟରଭ୍ୟୁ ବି ନିଆ ଯାଇଥାଏ ।

୧- କେଉଁ ପକ୍ଷୀ କେବେ ବସା ତିଆରି କରେ ନାହିଁ?

ଉ: କୋଇଲି

୨- ଭାରତରେ ସବୁଠୁ ଅଧିକ ଚନ୍ଦନ ଗଛ କେଉଁଠି ରହିଛି?

ଉ: କର୍ଣ୍ଣାଟକ

୩- ବିଶ୍ଵର ପ୍ରଥମ କ୍ୟାସ୍ ଲେସ ଦେଶ କେଉଁଟି ଥିଲା?

ଉ: ସ୍ଵିଡେନ

୪- ନୀଳ ଆନ୍ଦୋଳନ ବା ବିଦ୍ରୋହ କେଉଁଠି ହୋଇଥିଲା?

ଉ: ବଙ୍ଗ ରାଜ୍ୟରେ

୫- ଦୁନିଆର ସବୁଠୁ ବଡ଼ ମନ୍ଦିର କେଉଁଠି ଅବସ୍ଥିତ ଅଟେ?

ଉ: କମ୍ବୋଡିଆ

୬- ଭାରତର ସବୁଠୁ ଶିକ୍ଷିତ ଜିଲ୍ଲା କେଉଁଟି ଅଟେ?

ଉ: ଏର୍ନାକୁଲମ୍

୭- ପୃଥିବୀ ପୃଷ୍ଠର କଠୋର ଭାଗକୁ କଣ କୁହାଯାଏ?

ଉ: ଚଟାଣ

୮- ଜି.ଏସ୍.ଟି ଲାଗୁ କରିବାରେ ପ୍ରଥମ ଦେଶ କିଏ?

ଉ: ଫ୍ରାନ୍ସ

୯- ହ୍ରଦର ସହର କାହାକୁ କୁହାଯାଏ?

ଉ: ଶ୍ରୀନଗର

୧୦- ବନ୍ଦେମାତରମ୍ ନାରା କିଏ ଦେଇଥିଲେ?

ଉ: ବଙ୍କିମଚନ୍ଦ୍ର ଚାଟାର୍ଜୀ

୧୧- ବିଶ୍ଵର ସବୁଠୁ ବଡ଼ ମରୁଭୂମି କେଉଁଟି ଅଟେ?

ଉ: ସାହାରା ମରୁଭୂମି

୧୨- ସର୍ବ ପ୍ରଥମେ କେଉଁ ଦେଶ ଇଣ୍ଟରନେଟର ବ୍ୟବହାର କରିଥିଲା?

ଉ: ଆମେରିକା

୧୩- ମନୁଷ୍ୟ ମସ୍ତିଷ୍କର ଓଜନ କେତେ ହୋଇଥାଏ?

ଉ: ୧୩୫୦ଗ୍ରାମ

୧୪- ଭାରତର ସବୁଠୁ ବଡ଼ ହସ୍ପିଟାଲ କେଉଁଠି ଅଛି?

ଉ: ନୂଆ ଦିଲ୍ଲୀ

୧୫- କେଉଁ ଟେବୁଲ୍ କୁ ଆମେ ଖାଇ ଥାଉ?

ଉ: ଭେଜିଟେବୁଲ୍

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ ବକ୍ସ ରେ କମେଣ୍ଟ କରନ୍ତୁ ।