3 ଥରରେ କେଉଁବି କମଜୋରି, ଥକାନ, ଆଣ୍ଠୁ ଗଣ୍ଠି ଦରଜ, ରକ୍ତ ହୀନତାରୁ ମିଳିବ ମୁକ୍ତି କେବଳ କରିବାକୁ ପଡିବ ଏହି ସହଜ ଘରୋଇ ଉପାୟ

ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଉପାୟ ନେଇ ଆସୁଛି ଯାହାକୁ ଖାଇବା ଦ୍ବାରା ଆପଣଙ୍କ ଆଣ୍ଠୁ ଗଣ୍ଠି ରେ ଥିବା ଯନ୍ତ୍ରଣା ସବୁ ଦୁର ହୋଇଯିବ । ଏହି ଉପାୟ ବହୁତ ସସ୍ତା ଏବଂ ସହଜ । ଘରେ ଥିବା ଜିନିଷ ଦ୍ଵାରା ଖୁବ କମ ସମୟରେ ଏହି ଉପୟାକୁ କରିହେବ । ତେବେ ଚାଲନ୍ତୁ ଜାଣିବା । ଅଧା ଗିନା ବାଦାମ ନିଅନ୍ତୁ । ଚୋପା ଥିବା ବାଦାମ ନେବେ । ବାଦାମ ଚୋପାରେ ବହୁତ ମାତ୍ରାରେ ଫାଇବର ରହିଥାଏ । ଗୋଟେ ଗିନା କଳା ଚଣା ନିଅନ୍ତୁ । ଚଣା ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ ।

ଡାଇବେଟିସ ରୋଗୀଙ୍କୁ ଚଣା ନିହାତି ଖାଇବା ଦରକାର । ଓଜନ କମ କରିବାରେ ମଧ୍ୟ ଚଣା ସାହାଯ୍ୟ କରିଥାଏ । ଗୋଟେ ମୁଠି କିସମିସ ନିଅନ୍ତୁ । ଏଥିରେ କ୍ୟାଲସିୟମ ଭରି ହୋଇ ରହିଥାଏ । କିସମିସ ଆମ ପେଟକୁ ସଫା କରିଥାଏ । କଷ୍ଟକଠୀନ ଠାରୁ ମଧ୍ୟ ମୁକ୍ତି ଦେଇଥାଏ । ସାଥିରେ ଆମ ହାଡକୁ ମଜବୁତ ମଧ୍ୟ କରିଥାଏ ।

ପ୍ରଥମେ ବାଦାମ, ଚଣା, ଏବଂ କିସମିସ କୁ ପାଣିରେ ଭଲ ଭାବରେ ଧୋଇନିଅନ୍ତୁ । ତାପରେ ଗୋଟେ ବଡ଼ ଜାଗାରେ ଧୋଇଥିବା ଚଣା, ବାଦାମ ଏବଂ କିସମିସ କୁ ପାଣିରେ ଭିଜେଇ ରଖନ୍ତୁ । ଏହାକୁ ରାତି ସାରା ଭିଯିବାକୁ ଛାଡ଼ିଦିଅନ୍ତୁ । ସକାଳୁ ଚଣା, କିସମିସ, ଏବଂ ବାଦାମ ଫୁଲିଯାଇଥିବ । ତେବେ ଏହାର ମାତ୍ରା ୨ ଚାମଚ ଖାଆନ୍ତୁ ଏବଂ ଭିଜା ହେଇଥିବା ପାଣିକୁ ପିଅନ୍ତୁ ।

ଏହା ଖାଇବା ଦ୍ଵାରା ଆପଣଙ୍କ ଥକାପଣ, ଦୁର୍ବଳତା, ଅଣ୍ଟା ବିନ୍ଧା, ଆଣ୍ଠୁ ବିନ୍ଧା, ଆଖି ସମସ୍ୟା ସବୁ କିଛି ଶେଷ ହୋଇଯିବ । ଛୁଆ ମାନଙ୍କୁ ମଧ୍ୟ ଏହା ଖାଇବାକୁ ଦିଅନ୍ତୁ । ବଡ଼ ଲୋକ ୩ ରୁ ୪ ଚାମଚ ଖାଆନ୍ତୁ ଏବଂ ଛୁଆ ମାନଙ୍କୁ ୨ ଚାମଚ ଖାଇବାକୁ ଦିଅନ୍ତୁ । ସକାଳୁ ଖାଲିପେଟରେ ଏହାକୁ ଖାଆନ୍ତୁ । ଏବଂ ଏହାକୁ ଖାଇବା ଦ୍ଵାରା ଆପଣ ନିଜେ ମଧ୍ୟ ଏହି ଉପାୟରେ ଫାଇଦା ଜାଣିପାରିବେ ।

ତେବେ ଏହି ଉପାୟ ନିଶ୍ଚୟ କରନ୍ତୁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।