ଜଣେ ପିଲା 2020 ରେ ଜନ୍ମ ହେଲା ମାତ୍ର 2018 ରେ ମରିଗଲା, ଏହା କିପରି ସମ୍ଭବ ହେଲା ! ଏହା ସହିତ 13 GK ପ୍ରଶ୍ନ ଓ ଉତ୍ତର

ଆଜି କାଲି ର ଯୁବ ପିଢ଼ୀଙ୍କ ଗୋଟେ ହିଁ ସ୍ଵପ୍ନ କି କିପରି ଭଲ ପାଠ ପଢିବେ ଏବଂ IAS ଅଫିସର ହେବେ । କିନ୍ତୁ ଆଇଏସ ଅଫିସର ହେବା ଏତେ ସହଜ ନୁହେଁ ଏଥି ପାଇଁ ବହୁତ ପରିଶ୍ରମ ଏବଂ ପରୀକ୍ଷା ଦେବାକୁ ପଡିଥାଏ । IAS ହେବା ପାଇଁ UPSC ପରୀକ୍ଷା ଦେବାକୁ ପଡେ । UPSC ଦେଶ ର ସବୁଠୁ କଠିନ ପରୀକ୍ଷା ଅଟେ । IAS ପରୀକ୍ଷା ରେ ପଚରା ଯାଉଥିବା ପ୍ରଶ୍ନ ଶୁଣିଲେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଜି ଆମେ ଆପଣଙ୍କ ପାଇଁ ଏହା ର କିଛି ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ବହୁତ ସାହାଯ୍ୟ କରିବ ।

ପ୍ରଶ୍ନ-1

ସବୁଠୁ ଅଧିକ ଦୟାଳୁ କେଉଁ ପଶୁ ଅଟେ ?

ଏହାର ଉତ୍ତର ହେଉଛି: ହାତୀ

ପ୍ରଶ୍ନ-2

ଭାରତରେ ପ୍ରଥମେ କେବେ I A S ପରୀକ୍ଷା ହୋଇଥିଲା ?

ଏହାର ଉତ୍ତର ହେଉଛି: 1950 ମସିହାରେ

ପ୍ରଶ୍ନ-3

କେଉଁ ଦେଶର ୫ ଜଣ ପ୍ରଧାନମନ୍ତ୍ରୀଙ୍କ ଫଟୋ କେବେ ବି ଉଠାଯାଇ ନାହିଁ ?

ଉତ୍ତର – ଆମେରିକା

ପ୍ରଶ୍ନ-4

ଡିଜେଲକୁ ହିନ୍ଦୀରେ କଣ କୁହାଯାଏ ?

ଉତ୍ତର- ସମ୍ପିଡିତ ତେଲ

ପ୍ରଶ୍ନ-5

ଦୁନିଆରେ ସବୁଠାରୁ ଅଧିକ ପ୍ରୟୋଗ କରା ଯାଉଥିବା ମୋବାଇଲ ଫୋନର ନାମ କଣ ?

ଉତ୍ତର- ସାମସଙ୍ଗ

ପ୍ରଶ୍ନ-6

ସବୁଠାରୁ ଅଧିକ ବାତ୍ୟା କେଉଁ ଦେଶରେ ଆସିଥାଏ ?

ଉତ୍ତର- ସହର ମରୁସ୍ଥଳ

ପ୍ରଶ୍ନ-7

ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ସ୍କୁଲ ବା କଲେଜ ଥାଏ ?

ଉତ୍ତର- ମହାରାଷ୍ଟ୍ର

ପ୍ରଶ୍ନ-8

ସେଇଟା କଣ ଯେଉଁଥିରେ ଛେପ ଲଗେଇ କି ସିଧା କରନ୍ତି ଏବଂ କଣା ରେ ପୁରାନ୍ତି ?

ଉତ୍ତର: ସୂତାରେ ଛେପ ଲାଗେଇକି ଛୁଞ୍ଚି ରେ ପୁରାନ୍ତି

ପ୍ରଶ୍ନ-9

କେଉଁ ପଶୁ ଗଛ ଠାରୁ ଅଧିକ ଉଚ୍ଚ ଡେଇଁ ପାରେ?

ଉତ୍ତର: ସମସ୍ତ ପଶୁ (କାରଣ ଗଛ ଆଦୌ ଡେଇଁ ପାରେ ନାହିଁ )

ପ୍ରଶ୍ନ-10

ମିଠାଇ ନୁହଁ କିନ୍ତୁ ମିଠା ଅଟେ

ହତିଆର ନୁହଁ କିନ୍ତୁ ସିଧା ଅଟେ

ମୋତେ ଖାଇ ପାରିବନି ତଥାପି ଖାଅ

ଓ ପୁରା ଖାଇବା ପୂର୍ବରୁ କାଢି ଦିଅ

କୁହନ୍ତୁ ମୁଁ କିଏ ?

ପ୍ରଶ୍ନ-11

ଗୋଟେ ସ୍ତ୍ରୀ କେତେ ଥର ଛୁଆ ଜନ୍ମ କରି ପାରିବ?

ଉତ୍ତର:- ଗୋଟେ ସ୍ତ୍ରୀ ୪୦ ଥର ଛୁଆ ଜନ୍ମ କରି ପାରେ ।

ପ୍ରଶ୍ନ-12

ତାହା କଣ ଅଟେ ଯାହା ଆପଣଙ୍କ ପାଖରେ ଯେତେ ଅଧିକ ହେବ ସେତିକି ହିଁ ଆପଣଙ୍କୁ କମ ଦେଖାଯିବ ?

ଉତ୍ତର – ଅନ୍ଧାର

ପ୍ରଶ୍ନ-13

ଜଣେ ପିଲା 2020 ରେ ଜନ୍ମ ହେଲା ମାତ୍ର 2018 ରେ ମରିଗଲା । ଏହା କିପରି ସମ୍ଭବ ହେଲା ?

ଉତ୍ତର – କାରଣ ସେ 2020 ରେ ଜନ୍ମ ହେଲା ଓ ରୁମ ନମ୍ବର 2018 ରେ ମରିଗଲା ।

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।