ଆଜି କାଲି ର ଯୁବ ପିଢ଼ୀଙ୍କ ଗୋଟେ ହିଁ ସ୍ଵପ୍ନ କି କିପରି ଭଲ ପାଠ ପଢିବେ ଏବଂ IAS ଅଫିସର ହେବେ । କିନ୍ତୁ ଆଇଏସ ଅଫିସର ହେବା ଏତେ ସହଜ ନୁହେଁ ଏଥି ପାଇଁ ବହୁତ ପରିଶ୍ରମ ଏବଂ ପରୀକ୍ଷା ଦେବାକୁ ପଡିଥାଏ । IAS ହେବା ପାଇଁ UPSC ପରୀକ୍ଷା ଦେବାକୁ ପଡେ । UPSC ଦେଶ ର ସବୁଠୁ କଠିନ ପରୀକ୍ଷା ଅଟେ । IAS ପରୀକ୍ଷା ରେ ପଚରା ଯାଉଥିବା ପ୍ରଶ୍ନ ଶୁଣିଲେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଜି ଆମେ ଆପଣଙ୍କ ପାଇଁ ଏହା ର କିଛି ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ବହୁତ ସାହାଯ୍ୟ କରିବ ।
ପ୍ରଶ୍ନ-1
ସବୁଠୁ ଅଧିକ ଦୟାଳୁ କେଉଁ ପଶୁ ଅଟେ ?
ଏହାର ଉତ୍ତର ହେଉଛି: ହାତୀ
ପ୍ରଶ୍ନ-2
ଭାରତରେ ପ୍ରଥମେ କେବେ I A S ପରୀକ୍ଷା ହୋଇଥିଲା ?
ଏହାର ଉତ୍ତର ହେଉଛି: 1950 ମସିହାରେ
ପ୍ରଶ୍ନ-3
କେଉଁ ଦେଶର ୫ ଜଣ ପ୍ରଧାନମନ୍ତ୍ରୀଙ୍କ ଫଟୋ କେବେ ବି ଉଠାଯାଇ ନାହିଁ ?
ଉତ୍ତର – ଆମେରିକା
ପ୍ରଶ୍ନ-4
ଡିଜେଲକୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର- ସମ୍ପିଡିତ ତେଲ
ପ୍ରଶ୍ନ-5
ଦୁନିଆରେ ସବୁଠାରୁ ଅଧିକ ପ୍ରୟୋଗ କରା ଯାଉଥିବା ମୋବାଇଲ ଫୋନର ନାମ କଣ ?
ଉତ୍ତର- ସାମସଙ୍ଗ
ପ୍ରଶ୍ନ-6
ସବୁଠାରୁ ଅଧିକ ବାତ୍ୟା କେଉଁ ଦେଶରେ ଆସିଥାଏ ?
ଉତ୍ତର- ସହର ମରୁସ୍ଥଳ
ପ୍ରଶ୍ନ-7
ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ସ୍କୁଲ ବା କଲେଜ ଥାଏ ?
ଉତ୍ତର- ମହାରାଷ୍ଟ୍ର
ପ୍ରଶ୍ନ-8
ସେଇଟା କଣ ଯେଉଁଥିରେ ଛେପ ଲଗେଇ କି ସିଧା କରନ୍ତି ଏବଂ କଣା ରେ ପୁରାନ୍ତି ?
ଉତ୍ତର: ସୂତାରେ ଛେପ ଲାଗେଇକି ଛୁଞ୍ଚି ରେ ପୁରାନ୍ତି
ପ୍ରଶ୍ନ-9
କେଉଁ ପଶୁ ଗଛ ଠାରୁ ଅଧିକ ଉଚ୍ଚ ଡେଇଁ ପାରେ?
ଉତ୍ତର: ସମସ୍ତ ପଶୁ (କାରଣ ଗଛ ଆଦୌ ଡେଇଁ ପାରେ ନାହିଁ )
ପ୍ରଶ୍ନ-10
ମିଠାଇ ନୁହଁ କିନ୍ତୁ ମିଠା ଅଟେ
ହତିଆର ନୁହଁ କିନ୍ତୁ ସିଧା ଅଟେ
ମୋତେ ଖାଇ ପାରିବନି ତଥାପି ଖାଅ
ଓ ପୁରା ଖାଇବା ପୂର୍ବରୁ କାଢି ଦିଅ
କୁହନ୍ତୁ ମୁଁ କିଏ ?
ପ୍ରଶ୍ନ-11
ଗୋଟେ ସ୍ତ୍ରୀ କେତେ ଥର ଛୁଆ ଜନ୍ମ କରି ପାରିବ?
ଉତ୍ତର:- ଗୋଟେ ସ୍ତ୍ରୀ ୪୦ ଥର ଛୁଆ ଜନ୍ମ କରି ପାରେ ।
ପ୍ରଶ୍ନ-12
ତାହା କଣ ଅଟେ ଯାହା ଆପଣଙ୍କ ପାଖରେ ଯେତେ ଅଧିକ ହେବ ସେତିକି ହିଁ ଆପଣଙ୍କୁ କମ ଦେଖାଯିବ ?
ଉତ୍ତର – ଅନ୍ଧାର
ପ୍ରଶ୍ନ-13
ଜଣେ ପିଲା 2020 ରେ ଜନ୍ମ ହେଲା ମାତ୍ର 2018 ରେ ମରିଗଲା । ଏହା କିପରି ସମ୍ଭବ ହେଲା ?
ଉତ୍ତର – କାରଣ ସେ 2020 ରେ ଜନ୍ମ ହେଲା ଓ ରୁମ ନମ୍ବର 2018 ରେ ମରିଗଲା ।
ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।