100 ବର୍ଷ ପରେ ପ୍ରଥମ ଥର ଶନିଦେବ ଅଛନ୍ତି କ୍ରୋଧିତ, ସାବଧାନ ରୁହନ୍ତୁ ଏହି 1 ରାଶିର ଲୋକ

ନମସ୍କାର ବନ୍ଧୁଗଣ, ଶନିଦେବଙ୍କୁ କ୍ରୋଧୀ ଦେବତା ବୋଲି ମନାଯାଏ । କାରଣ ସେ ନ୍ୟାୟଦାତା ଅଟନ୍ତି । ମଣିଷର ଭୁଲ ଠିକର ଦଣ୍ଡର ନିକିତି ଭଗବାନ ଶନିଦେବଙ୍କ ହାତରେ ରହିଛି । ୧୨ ଗୋଟି ରାଶି ମଧ୍ୟରୁ ଶନି ଦେବ ଶହେ ବର୍ଷ ପରେ ଗୋଟିଏ ରାଶି ଉପରେ କ୍ରୋଧିତ ହେବାକୁ ଯାଉଛନ୍ତି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ସେହି ଏକ ରାଶି ସମ୍ପର୍କରେ ଯେଉଁ ରାଶିରେ ଶନି ଦେବଙ୍କ ସାଢେ ସାତି ଆରମ୍ଭ ହେବାକୁ ଯାଉଛି ।

ଧନୁ ରାଶିର ବ୍ୟକ୍ତିଙ୍କ ଉପରୁ ଶନି ଦଶା ଶେଷ ହେବା ପାଇଁ ଯାଉଛି । ସାତ ବର୍ଷ ହେବ ଧନୁ ରାଶିର ବ୍ୟକ୍ତି ଶନି ଦେବଙ୍କ ସାଢେ ସାତି ଭୋଗ କରୁଥିଲେ । ଯାହା ଫଳରେ ଧନୁ ରାଶିର ବ୍ୟକ୍ତିଙ୍କ ଜୀବନରେ ଭଲ ଖରାପ ଉଭୟ ପରିସ୍ଥିତି ଉପୁଜିଥିଲା । ଏବଂ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ବହୁତ ସଂଘର୍ଷ ମଧ୍ୟ କରିବାକୁ ପଡିଥିଲା । ୧୭ ଜାନୁୟାରୀ ୨୦୨୩ ମସିହାରେ ପରେ ଆପଣଙ୍କ ଉପରୁ ଶନି ଦେବଙ୍କ ଦଶା ଶେଷ ହେବାକୁ ଯାଉଛି ।

ବର୍ତ୍ତମାନ ସମୟରେ ମକର ରାଶି ଏବଂ କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଶନି ଦେବଙ୍କ ସାଢେ ସାତି ଭୋଗ ହେବାକୁ ଯାଉଛି । ମୀନ ରାଶି ଉପରେ ଶନି ଦେବଙ୍କ ସାଢେ ସାତି ଆରମ୍ଭ ହେବାକୁ ଯାଉଛି । ସମସ୍ତ ଦେବା ଦେବୀ ମୀନ ରାଶିର ବ୍ୟକ୍ତିଙ୍କ ପରକ୍ଷା ନେବା ପାଇଁ ନିଜକୁ ସମ୍ପୂର୍ଣ ପ୍ରସ୍ତୁତ କରିସାରିଲେଣି । ଏବେ ଆପନ୍ନକାଯିବନରେ ଶନି ଦେବଙ୍କ ପ୍ରବେଶ ହେବାକୁ ଯାଉଛି ।

ଆପଣ ଏବେ ଆପଣଙ୍କ ଜୀବନର ପ୍ରକୃତ ପରୀକ୍ଷା ଦେବେ । ଅସୁବିଧା ସମୟରେ ଆପଣ କିଭଳି ନିଜକୁ ସମ୍ଭାଳି ସେହି ପରିସ୍ଥିତି କୁ ସାମ୍ନା କରିବା ସହ ତାର ସମାଧାନ ରାସ୍ତା ବାହାର କରିବେ ଏହି ସବୁ କିଛି ଏବେ ଆପଣଙ୍କୁ ଶନି ଦେବଙ୍କ ସାଢେ ସାତି ଭୋଗ ସମୟରେ ଜଣାପଡିଯିବ । ଯଦି ଆପଣ ସତ ମାର୍ଗରେ ଚାଲି ସମସ୍ତ କାର୍ଯ୍ୟ କରିବେ ତେବେ ଶନି ଦେବଙ୍କ ସାଢେ ସାତିର ପ୍ରଭାବ ଆପଣଙ୍କ ବେଶୀ କିଛି କ୍ଷତି କରିବ ନାହିଁ ।

ଶନି ଦେବ ଆପଣଙ୍କୁ ଯେତେ ବଡ ବଡ ଅସୁବିଧାରେ ପକାଇଲେ ମଧ୍ୟ ଆପଣ ନ ଡରି ସଚ୍ଚା ହୃଦୟରେ ସେହି ପରିସ୍ଥିତିକୁ ସାମ୍ନା କରିବା ଦ୍ଵାରା ଆପଣଙ୍କ ଉପରେ ଶନିଦେବଙ୍କ କୁ ପ୍ରଭାବ ବେଶୀ ମାତ୍ରାରେ ପଡି ନଥାଏ । ମୀନ ରାଶି ହେଉଛି ସେହି ଏକ ରାଶି ଯେଉଁ ରାଶି ଉପରେ କାଲି ଠାରୁ ଶନି ଦେବଙ୍କ ସାଢେ ସାତି ଆରମ୍ଭ ହେବାକୁ ଯାଉଛି ।

ତେଣୁ ମୀନ ରାଶିର ଲୋକ ଏବେ ସାବଧାନ ରହିବା ଆବଶ୍ୟକ । ସମସ୍ତ ପରିସ୍ଥିତିକୁ ବୁଝି ବିଚାରି ସମଧାନର ବାତ ବାହାର କରିବା ଏବେ ଉଚିତ ହେବ ଆପଣଙ୍କ ପାଇଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।