ବିବାହ ପୂର୍ବରୁ କେଉଁ ଦେଶରେ ସମ୍ପର୍କ ରଖିବା ଶୁଭ ହୋଇଥାଏ? ଏମିତି ଆହୁରି 10 ପ୍ରଶ୍ନ ଓ ଉତ୍ତର

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ସାଧାରଣ ଜ୍ଞାନ,ମଜାଦାର,ରହସ୍ୟମୟ,କୌତୁକ ପୂର୍ଣ ପ୍ରଶ୍ନ ଏବଂ ଉତ୍ତର । ଆଜି କାଲି ସବୁଆଡେ ନିଜର ଜ୍ଞାନ ରଖିବା ଉଚିତ । ବନ୍ଧୁଗଣ ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର ଆମ ସଭିଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ । ଅନେକ ସରକାରୀ,ବେସରକାରୀ ପରୀକ୍ଷା ତଥା IAS, OAS ଇତ୍ୟାଦି ଇଣ୍ଟରଭିଉ ପରୀକ୍ଷାରେ ଏହି ପ୍ରଶ୍ନ ଗୁଡିକ ପଚରା ଯାଇଥାଏ । ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା ।

1. କେଉଁ ରାଜା 365 ରାଣୀ ରଖିଥିଲେ?

ଉତ୍ତର: ଭୁପେନ୍ଦ୍ର ସିଂ ପଟିଆଲା

2. ଦ୍ରୋଣାଚାର୍ଯ୍ୟଙ୍କ ପତ୍ନୀ କିଏ ଥିଲେ?

ଉତ୍ତର: କ୍ରୁପି

3. ଦ୍ରୋଣାଚାର୍ଯ୍ୟଙ୍କ ପିତା କିଏ?

ଉତ୍ତର: ଭରଦ୍ୱାଜ

4. ଦ୍ରୋଣାଚାର୍ଯ୍ୟଙ୍କ ପରେ କିଏ କୌରବଙ୍କର ସେନାଧ୍ୟକ୍ଷ ହୋଇଥିଲେ?

ଉତ୍ତର: କର୍ଣ୍ଣ

5. ଦ୍ରୋଣାଚାର୍ଯ୍ୟ କେତେ ଦିନ ସେନାଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କରି ଥିଲେ?

ଉତ୍ତର: ପାଞ୍ଚ ଦିନ

6. ଦ୍ରୋପଦୀଙ୍କ ଜନ୍ମ ନାମ କ’ଣ ଥିଲା?

ଉତ୍ତର: କୃଷ୍ଣା

7. ଦ୍ରୋପଦୀ କେଉଁ ରାଜ୍ୟର ରାଜକୁମାରୀ ଥିଲେ?

ଉତ୍ତର: ପାଞ୍ଚାଳ

8. ଦ୍ରୋପଦୀଙ୍କ ପାଞ୍ଚପୁଅଙ୍କୁ କିଏ ହତ୍ୟାକରି ଥିଲା?

ଉତ୍ତର: ପାଞ୍ଚ ପୁତ୍ର ଶୋଇଥିବା ସମୟରେ ଅଶ୍ୱତଥାମା ଖଣ୍ଡା ଦ୍ୱାରା କାଟିହତ୍ୟା କରିଥିଲେ

9. ଦ୍ରୋପଦୀଙ୍କ ପିତା ଦ୍ରପଦଙ୍କୁ କାହା ଦ୍ୱାରାହତ୍ୟା କରାଯାଇଥିଲା?

ଉତ୍ତର: ଦ୍ରୋଣାଚାର୍ଯ୍ୟ

10. କେଉଁ ଦେଶର ଲୋକମାନେ ବିବାହ ପୂର୍ବରୁ ସମ୍ପର୍କ ରଖିବାକୁ ବିଚାର କରନ୍ତି?

ଉତ୍ତର- ଆମେରିକାରେ

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ ବକ୍ସ ରେ କମେଣ୍ଟ କରନ୍ତୁ ।