ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ସାଧାରଣ ଜ୍ଞାନ,ମଜାଦାର,ରହସ୍ୟମୟ,କୌତୁକ ପୂର୍ଣ ପ୍ରଶ୍ନ ଏବଂ ଉତ୍ତର । ଆଜି କାଲି ସବୁଆଡେ ନିଜର ଜ୍ଞାନ ରଖିବା ଉଚିତ । ବନ୍ଧୁଗଣ ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର ଆମ ସଭିଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ । ଅନେକ ସରକାରୀ,ବେସରକାରୀ ପରୀକ୍ଷା ତଥା IAS, OAS ଇତ୍ୟାଦି ଇଣ୍ଟରଭିଉ ପରୀକ୍ଷାରେ ଏହି ପ୍ରଶ୍ନ ଗୁଡିକ ପଚରା ଯାଇଥାଏ । ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା ।
1. କେଉଁ ରାଜା 365 ରାଣୀ ରଖିଥିଲେ?
ଉତ୍ତର: ଭୁପେନ୍ଦ୍ର ସିଂ ପଟିଆଲା
2. ଦ୍ରୋଣାଚାର୍ଯ୍ୟଙ୍କ ପତ୍ନୀ କିଏ ଥିଲେ?
ଉତ୍ତର: କ୍ରୁପି
3. ଦ୍ରୋଣାଚାର୍ଯ୍ୟଙ୍କ ପିତା କିଏ?
ଉତ୍ତର: ଭରଦ୍ୱାଜ
4. ଦ୍ରୋଣାଚାର୍ଯ୍ୟଙ୍କ ପରେ କିଏ କୌରବଙ୍କର ସେନାଧ୍ୟକ୍ଷ ହୋଇଥିଲେ?
ଉତ୍ତର: କର୍ଣ୍ଣ
5. ଦ୍ରୋଣାଚାର୍ଯ୍ୟ କେତେ ଦିନ ସେନାଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କରି ଥିଲେ?
ଉତ୍ତର: ପାଞ୍ଚ ଦିନ
6. ଦ୍ରୋପଦୀଙ୍କ ଜନ୍ମ ନାମ କ’ଣ ଥିଲା?
ଉତ୍ତର: କୃଷ୍ଣା
7. ଦ୍ରୋପଦୀ କେଉଁ ରାଜ୍ୟର ରାଜକୁମାରୀ ଥିଲେ?
ଉତ୍ତର: ପାଞ୍ଚାଳ
8. ଦ୍ରୋପଦୀଙ୍କ ପାଞ୍ଚପୁଅଙ୍କୁ କିଏ ହତ୍ୟାକରି ଥିଲା?
ଉତ୍ତର: ପାଞ୍ଚ ପୁତ୍ର ଶୋଇଥିବା ସମୟରେ ଅଶ୍ୱତଥାମା ଖଣ୍ଡା ଦ୍ୱାରା କାଟିହତ୍ୟା କରିଥିଲେ
9. ଦ୍ରୋପଦୀଙ୍କ ପିତା ଦ୍ରପଦଙ୍କୁ କାହା ଦ୍ୱାରାହତ୍ୟା କରାଯାଇଥିଲା?
ଉତ୍ତର: ଦ୍ରୋଣାଚାର୍ଯ୍ୟ
10. କେଉଁ ଦେଶର ଲୋକମାନେ ବିବାହ ପୂର୍ବରୁ ସମ୍ପର୍କ ରଖିବାକୁ ବିଚାର କରନ୍ତି?
ଉତ୍ତର- ଆମେରିକାରେ
ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ ବକ୍ସ ରେ କମେଣ୍ଟ କରନ୍ତୁ ।