ଏମିତି କେଉଁ କାମ କରିଲା ବେଳେ ପୁଅ ଓ ଝିଅର ନିଶ୍ଵାସୀ କିଛି ସମୟ ପାଇଁ ବନ୍ଦ ହୋଇଯାଏ! 10 ଟି GK Question ଓ Answer

ଛୋଟ ପିଲାରୁ ବଡ ହେବା ପର୍ଯ୍ୟନ୍ତ ଆପଣ ନିଜ ଜୀବନରେ ବହୁତ ବଡ ବଡ ପରୀକ୍ଷା ଦେଇଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପରୀକ୍ଷା ବିଷୟରେ କହିବୁ ଯାହାର ନାମ ଆଇଏଏସ ପରୀକ୍ଷା ଅଟେ । ଏହି ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ଅଟେ । ଏହି ପରୀକ୍ଷାରେ ପାସ କରିବା ପାଇଁ ବହୁତ କଠିନ ପରିଶ୍ରମ ବି କରିବାକୁ ପଡିଥାଏ । ଏହି ପରୀକ୍ଷାରେ କେବଳ ଆପଣଙ୍କ ଜ୍ଞାନର ପରୀକ୍ଷା ହୋଇ ନ ଥାଏ, ଜ୍ଞାନ ସହିତ ଆପଣଙ୍କ ବ୍ୟକ୍ତିତ୍ବର ବି ପରୀକ୍ଷା ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଆଇଏଏସ ପରୀକ୍ଷାର କିଛି କଷ୍ଟକର ପ୍ରଶ୍ନ ଓ ଏହି ପ୍ରଶ୍ନ ପାଇଁ ଦିଆଯାଇଥିବା ଉତ୍ତର ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନ ଓ ଉତ୍ତର ବିଷୟରେ ।

ପ୍ରଶ୍ନ – ଏମିତି କେଉଁ କାମ କରିଲା ବେଳେ ପୁଅ ଓ ଝିଅର ନିଶ୍ଵାସୀ କିଛି ସମୟ ପାଇଁ ବନ୍ଦ ହୋଇଯାଏ ?

ଉତ୍ତର – ଛିଙ୍କିବା ସମୟରେ

ପ୍ରଶ୍ନ – ଏମିତି କେଉଁ କାମ କରିବା ଦ୍ଵାରା ଝିଅମାନେ କୁଆଁରୀ ରୁହନ୍ତି ନାହିଁ ?

ଉତ୍ତର – ବାହାଘର ପରେ ଝିଅମାନେ କୁଆଁରୀ ରୁହନ୍ତି ନାହିଁ ।

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହା ଦ୍ଵାରା ଆମେ କାନ୍ଥର ଆରପଟକୁ ବି ଦେଖି ପାରିବୁ ?

ଉତ୍ତର – ଝରକା

ପ୍ରଶ୍ନ – କେଉଁ ଜିନିଷକୁ ଟାଣିବା ଦ୍ଵାରା ତାହା ଲମ୍ବା ହେବା ପରିବେର୍ତ୍ତେ ଛୋଟ ହୋଇଯାଏ ?

ଉତ୍ତର – ସିଗାରେଟ

ପ୍ରଶ୍ନ – କାହାକୁ ଲୋକମାନେ ଅନ୍ଧାରରେ ହିଁ ଖୋଜନ୍ତି ?

ଉତ୍ତର – ଆଲୋକ

ପ୍ରଶ୍ନ – ରକେଟ ପଛରେ ଜଳିବା ବାଲା ଫ୍ୟୁଲ ସ୍ପେସରେ ଯାଇ ବିନା ଅକ୍ସିଜେନ କିପରି ଜଳିଥାଏ ?

ଉତ୍ତର – ନିଆଁ ଜଳିବା ପାଇଁ ଇନ୍ଧନ, ଉଷ୍ମ ଆଉ ଅକ୍ସିଜେନ ଦରକାର ହୋଇଥାଏ । ସେଥିପାଇଁ ରକେଟ ଭିତରେ ପୂର୍ବରୁ ହିଁ ଅକ୍ସିଜେନ ଟ୍ୟାଙ୍କ ଥାଏ ଓ ସ୍ପେସରେ ଇନ୍ଧନ ସହିତ ଅକ୍ସିଜେନ ବି ଛଡାଯାଏ ।

ପ୍ରଶ୍ନ – ଶରୀରର କିଛି ଶିରା ସବୁଜ କିମ୍ବା ନୀଳ କାହିଁକି ଦେଖାଯାଏ ?

ଉତ୍ତର – ଆମର ଶିରା ପ୍ରଶିରାରେ ଅକ୍ସିଜେନ ଯୁକ୍ତ ରକ୍ତ ପ୍ରବାହ ହୋଇଥାଏ । ଯେତେବେଳେ ଅକ୍ସିଜେନ ସହିତ ଜଡିତ ଥିବା ହିମୋଗୋଲବିନ ନୀଳ ଓ ସବୁଜ ରଙ୍ଗର ପ୍ରକାଶକୁ ଶୋଷି ପରିବର୍ତ୍ତିତ କରିଥାଏ । ସେତେବେଳେ କିଛି ଶିରା ପ୍ରଶିରାର ରଙ୍ଗ ସବୁଜ ଓ ନୀଳ ନଜର ଆସିଥାଏ ।

ପ୍ରଶ୍ନ – ଯଦି ମୃତ କୋଶିକା ଅଛି ତେବେ ଏମାନେ କିପରି ବଢନ୍ତି ?

ଉତ୍ତର – ନଖର ମୂଳ କ୍ୟୁଟିକଲର ଭିତରେ ଥାଏ । ଯେଉଁଠି ଛୋଟ ୨ ଟି ବ୍ଲଡ଼ ବେସଲ ବି ଥାଏ । ଯେଉଁଥିରୁ ନଖକୁ ପୋଷଣ ବି ମିଳିଥାଏ । ଯେତେବେଳେ ଏହାର ମୂଳରେ ନୂଆ କୋଶିକା ବିକଶିତ ହୋଇଥାଏ ତେବେଏହା  ପୁରୁଣା କୋଶିକାକୁ ବାହାରକୁ ଧକ୍କା ଦେଇଥାଏ ।

ପ୍ରଶ୍ନ – ଅଧିକରୁ ଅଧିକ ସେଲିବ୍ରିଟିମାନେ କାହିଁକି କ୍ୟାନ୍ସରରେ ମରିଥାନ୍ତି ?

ଉତ୍ତର – କେବଳ ସେଲିବ୍ରିଟିମାନେ ନୁହନ୍ତି ସାଧାରଣ ଲୋକମାନେ ବି କ୍ୟାନ୍ସରରେ ମରିଥାନ୍ତି । କିନ୍ତୁ ସାଧରଣ ଲୋକମାନଙ୍କ ବିଷୟରେ ନ୍ୟୁଜ ଚ୍ୟାନେଲ ବାଲା ଦେଖାନ୍ତି ନାହିଁ । ୨୦୧୮ରେ ଭାରତରେ ମୋଟ ୭,୮୪,୮୦୦ ଲୋକ କ୍ୟାନ୍ସରରେ କାରଣରୁ ମରିଥିଲେ । ସବୁଦିନ ପାଖାପାଖି ୧୭୦୦ ଲୋକ କ୍ୟାନ୍ସରରେ ମୃତ୍ୟୁ ବରଣ କରନ୍ତି ।

ପ୍ରଶ୍ନ – କଣ କିନ୍ନରମାନେ ବି ଗର୍ଭବତୀ ହୋଇପାରିବେ ?

ଉତ୍ତର – କିନ୍ନରମାନେ ଗର୍ଭବତୀ ହୋଇପାରିବେ ନାହିଁ । କାହିଁକି ତାଙ୍କ ଶରୀରରେ ଗର୍ଭାଶୟ ନ ଥାଏ । କିନ୍ତୁ ଡାକ୍ତରୀ ପ୍ରକ୍ରିୟା ସାହାଯ୍ୟରେ ତାଙ୍କ ମଧ୍ୟର ଗର୍ଭାଶୟ ଲଗାଯାଇ ପାରିବ । ଏହା ଏକ ଭୟଙ୍କର ପକ୍ରିୟା ଅଟେ । ଯାହାକି କେବେ କେବେ ମୃତ୍ୟୁର କାରଣ ବି ହୋଇପାରେ ।

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।