କଣ ଆପଣ ଜାଣିଛନ୍ତି କି ୧ ମିନିଟରେ ଆପେଲ ଓ ଗୁଗଲ କେତେ ଟଙ୍କା ଆୟ କରିଥାନ୍ତି, ଏତେ କି ଆପଣ ଭାବି ବି ପାରିବେନି

ସମସ୍ତେ ଚାହାଁନ୍ତି କି ତାଙ୍କ ପାଖରେ ଏତେ ଟଙ୍କା ରହୁ କି ସେ ଦୁନିଆର ସମସ୍ତ ଖୁସି କିଣି ପାରୁଥିବେ । କିନ୍ତୁ କାହା ପାଖରେ ଅଧିକ ଟଙ୍କା ଥାଏ ତ କାହା ପାଖରେ କମ ଟଙ୍କା ଥାଏ । ଏହା କେବଳ ଭାଗ୍ୟ ଓ ସମୟର ଖେଳ ଅଟେ । କିନ୍ତୁ ଆପଣ କେବେ ଏହି କଥା ବିଷୟରେ ଚିନ୍ତା କରିଛନ୍ତି କି ଗୁଗଲ ଓ ଆପେଲ ଭଳି କମ୍ପାନୀ ୧ ମିନିଟରେ କେତେ ଟଙ୍କା ଆୟ କରିଥାନ୍ତି ? ଆପଣ ଅନ୍ଦାଜ ବି ଲଗାଇ ପାରିବେ ନାହିଁ କି ଏମାନେ କେତେ ଟଙ୍କା ଆୟ କରିଥାନ୍ତି ।

ଆଜି ଆମେ ଆପଣମାନଙ୍କୁ ଦୁନିଆର ଏମିତି ୫ଟି ସବୁଠୁ ବଡ କମ୍ପାନୀ ବିଷୟରେ କହିବାକୁ ଯାଉଛୁ ।

ଆସନ୍ତୁ ଜାଣିବା ୫ ମଲ୍ଟିନେଶନଲ କମ୍ପାନୀର ଆୟ ବିଷୟରେ

ସାମସଙ୍ଗ

ସବୁଠୁ ଟପ କମ୍ପାନୀ ସୂଚୀ ମଧ୍ୟରେ ସାମସଙ୍ଗ ୫ମ ସ୍ଥାନରେ ଆସିଥାଏ । ଏହି କମ୍ପାନୀ ୧ ମିନିଟରେ ୯୮୪୦୦ ଡଲାର ମାନେ ଭାରତୀୟ ମୁଦ୍ରାରେ ଏହାର ଆୟ ୬୩୩୦୦୭୨ ଟଙ୍କା ଅଟେ । ଏହା ଦକ୍ଷିଣ କୋରିଆର ଏକ ବୃହତ କମ୍ପାନୀ ଅଟେ ।

ମାଇକ୍ରୋସଫ୍ଟ

ମାଇକ୍ରୋସଫ୍ଟ କମ୍ପାନୀ ଏହି ସୁଚିରେ ତୃତୀୟ ସ୍ଥାନରେ ଆସିଥାଏ । ଏହି କମ୍ପାନୀର ଆୟ ଗୋଟିଏ ମିନିଟରେ $୭୦୨୦୦ ଅଟେ । ଭାରତୀୟ ମୁଦ୍ରାରେ ଏହା ୪୫୧୫୯୯୬ ଟଙ୍କା ଅଟେ । ଏହା ସଫ୍ଟୱେୟର କମ୍ପାନୀ ମଧ୍ୟରେ ସବୁଠୁ ବଡ କମ୍ପାନୀ ଅଟେ ।

ଫେସବୁକ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଫେସବୁକର ବ୍ୟବହାର ପ୍ରାୟତଃ ସମସ୍ତେ କରିଥାନ୍ତି । ଫେସବୁକର ଆୟ ଗୋଟିଏ ମିନିଟରେ $4807 ଅଟେ । ଫେସବୁକର ସ୍ଥାପନା ୨୦୦୪ରେ ହୋଇଥିଲା ।

ଗୁଗଲ

ଯଦି ଆମେ ଗୁଗଲ କମ୍ପାନୀର ଆୟ ବିଷୟରେ କଥା ହେବା ତେବେ ଏହା ଆୟ ମାମଲାରେ ଚତୁର୍ଥ ସ୍ଥାନରେ ଆସିଥାଏ । ଯାହାର ଆୟ ଭାରତୀୟ ମୁଦ୍ରାରେ ୨୫୩୯୭୪୮ ଟଙ୍କା ପ୍ରତି ମିନିଟ ଅଟେ ।

ଆପେଲ

ଆପେଲ ଆମେରିକାର ଏକ ସବୁଠୁ ପ୍ରସିଦ୍ଧ ଲୋକପ୍ରିୟ କମ୍ପାନୀ ଅଟେ । ଭାରତୀୟ ମୁଦ୍ରାରେ ଏହାର ଆୟ ବିଷୟରେ କଥା ହେଲେ ତେବେ ଏହା ୧୨୮୪୬୭ ଟଙ୍କା ପ୍ରତି ସେକନ୍ଡ ଅଟେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।