ଟ୍ୟାକ୍ସି ବିକି ଡ୍ରାଇଭର କରିଥିଲା ଯେଉଁ ଝିଅର ଚିକିଶ୍ଚା, ବଦଳରେ ସେହି ଝିଅ କଲା କିଛି ଏମିତି !

ଆପଣ ଦେଖିଥିବେ କି ଏମିତି ବହୁତ କମ ଲୋକ ଥାଆନ୍ତି ଯେଉଁମାନେ ନିଜର ସମୟରୁ ମିଛି ସମୟ ବାହାର କରି ସଡକ ଦୁର୍ଘଟଣାରେ ପୀଡିତ ବ୍ୟକ୍ତିମାନଙ୍କୁ ସାହାର୍ଯ୍ୟ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ହିଁ ଘଟଣା ଏକ ବିଷୟରେ କହିବାକୁ ଯାଉଛୁ । ଆପଣଙ୍କୁ କହିଦେଉଛୁ କି ଏହି ଘଟଣାଟି ସହାରନପୁର ର ଅଟେ, ଯେଉଁଠି ସଡକ ଦୁର୍ଘଟଣାରେ ଆହତ ଝିଅର ଜୀବନ ବଞ୍ଚାଇବା ପାଇଁ ସହାରନପୁର ର ଏକ ଟ୍ୟାକ୍ସିବାଲା ନିଜର ଟ୍ୟାକ୍ସି ବିକ୍ରି କରି ତାହାର ଜୀବନ ବଞ୍ଚାଇଲା । ଆପଣଙ୍କୁ କହିଦେଉହୁ କି ଟ୍ୟାକ୍ସି ବାଲା ଏତେ ଗରିବ ଅଟେ କି ତାହାର ସବୁଦିନର ଖାଇବା ସେହି ଟ୍ୟାକ୍ସିରୁ ହିଁ ଆସିଥାଏ । ଏହି ଟ୍ୟାକ୍ସିବାଲାର ନାମ ରାଜବୀର ଅଟେ ।

Image courtesy: Google

କହିବାକୁ ଗଲେ ବର୍ତ୍ତମାନ ହିଁ ସେ ଏକ ନୂତନ ଟ୍ୟାକ୍ସି କିଣି ଥିଲା ଓ ଦିନେ ସେ ଟ୍ୟାକ୍ସି ନେଇ ରାସ୍ତାରେ ଯାଉଥିବା ସମୟରେ ଦେଖିଲା କି ଏକ ସୁନ୍ଦର ଝିଅ ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ହୋଇ ପଡିଥିଲା ।

Image courtesy: Google

ଏମିତିରେ ରାଜବୀର ସଙ୍ଗେ ସଙ୍ଗେ ତାକୁ ନିଜ ଟ୍ୟାକ୍ସିରେ ବସାଇ ହସ୍ପିଟାଲ ନେଇ ଗଲା । ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତରମାନେ କହିଲେ କି ଝିଅଟିର ଅପରେସନ ପାଇଁ ୨ ଲକ୍ଷ ଟଙ୍କା ଦରକାର ପଡିବ । ଏହା ଶୁଣି ରାଜବୀର ଡେରି ନ କରି ୨.୫ ଲକ୍ଷ ଟଙ୍କାରେ ନିଜର ଟ୍ୟାକ୍ସିକୁ ବିକ୍ରି କରି ସେହି ଝିଅର ଅପରେସନ କରାଇଲା ଓ ଅପରେସନ ସକ୍ସେସଫୁଲ ହେବା ପରେ ଝିଅଟି ନିଜ ଘରକୁ ଚାଲିଗଲା ।

ଏହା ପରେ ଦିନେ ସେହି ଝିଅଟି ରାଜବୀର ର ଘରକୁ ଆସିଲା ଯାହାର ସେ ଜୀବନ ବଞ୍ଚାଇ ଥିଲା ଓ ଯାହାର ନାମ ଅସିମା ଥିଲା । ଏହା ପରେ ଅସିମା ରାଜବୀରକୁ ନିଜର ଡିଗ୍ରୀ କନ୍ବୋକେସନରେ ଆସିବାକୁ କହିଲା । ରାଜବୀରର ଆର୍ଥିକ ଅସୁବିଧା ଥିବା ସତ୍ତ୍ୱେ ବି ସେ ଆସିମା କହିବା ଅନୁସାରେ ତାହାର ୟୁନିବର୍ସିଟିକୁ ନିଜର ବୃଦ୍ଧ ପିତା ମାତାଙ୍କୁ ନେଇ ପହଞ୍ଚିଲା ଓ ସେ ସବୁଠୁ ପଛରେ ବସିଲା ।

Image courtesy: Google

ଏହା ପରେ ରାଷ୍ଟ୍ରପତି ପ୍ରଥମ ନାମ ଅସିମାର ନେଲେ ଓ ଅସିମାକୁ ଗୋଲ୍ଡ ମେଡାଲରେ ସମ୍ମାନିତ କଲେ । କିନ୍ତୁ ମେଡାଲ ନେବା ପରିବର୍ତ୍ତେ ଅସିମା ଦଉଡି ଯାଇ ରାଜବୀର ପାଖରେ ପହଞ୍ଚିଲା ଓ କହିଲା କି ମେଡାଲ ଅସଲରେ ତା’ର ଭାଇକୁ ମିଳିବା ଦରକାର । ଏହା ପରେ ସେ ସମସ୍ତଙ୍କୁ ସେହି ଘଟଣା ବିଷୟରେ କହିଲା, ଯାହାକୁ ଶୁଣି ସମସ୍ତଙ୍କ ଆଖିରେ ଲୁହ ଚାଲି ଆସିଲା । ଏହା ପରେ ସେ ନିଜର ଭାଇକୁ ଏକ ଟ୍ୟାକ୍ସି ବି ଦେଲା ଓ ପରେ ଅସିମା ରାଜବୀର ସହିତ ହିଁ ରହିବାକୁ ଲାଗିଲା । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।