କରୋନା ଅପଡେଟ ୧ ଏପ୍ରିଲ 2020 ରାତି – ଜାଣନ୍ତୁ ବର୍ତ୍ତମାନର ସ୍ଥିତି

ସାରା ବିଶ୍ଵ ପାଇଁ ଏବେ ସବୁଠୁ ବଡ ଶତୃ ସାଜିଛି କରୋନା ଭାଇରସ । କରୋନାର ସମ୍ବନ୍ଧ ଏକ ଏମିତି ଭାଇରସ ପରିବାର ସହିତ ଅଟେ, ଯାହାର ସଂକ୍ରମଣରେ ଥଣ୍ଡା, ଜ୍ଵର ଓ ନିଶ୍ଵାସ ପ୍ରଶ୍ବାସରେ ସମସ୍ଯା ଦେଖା ଦେଇଥାଏ । ଏହି ଭାଇରସକୁ ପୂର୍ବରୁ କେବେ ବି ଦେଖା ଯାଇ ନଥିଲା । ଏହି ଭାଇରସର ସଂକ୍ରମଣ ଡିସେମ୍ବରରେ ଚୀନର ଊହାନ ସହରରୁ ଆରମ୍ଭ ହୋଇଥିଲା । ଏବେ ଏହା ସାରା ବିଶ୍ଵ ପାଇଁ ସଙ୍କଟ ସାଜିଛି । ଏ ପର୍ଯ୍ୟନ୍ତ ଏହି ଭାଇରସର ସଂକ୍ରମଣକୁ ଅଟକାଇବା ପାଇଁ କୌଣସି ଟୀକା ବାହାରି ନାହିଁ । ଏହି ଭାଇରସକୁ ବ୍ୟାପିବାରୁ ଅଟକାଇବାକୁ ହେଲେ ଏହାର ଲକ୍ଷଣକୁ ଜାଣି ସତର୍କ ରହିବା ଆବଶ୍ୟକ ।

ଏହି କାରଣରୁ ଭାରତର ପାଖାପାଖି ସମସ୍ତ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି । କିନ୍ତୁ କରୋନା ଭାଇରସକୁ ବ୍ୟାପିବାରୁ ଅଟକାଇବା ପାଇଁ ଉଠାଯାଇଥିବା ଏହି ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ । ଏଥିପାଇଁ କରୋନା ପଜିଟିଭ ଲୋକଙ୍କୁ ଖୋଜି ବାହାର କରିବା ଉଚିତ, ଏମାନଙ୍କ ସଂସ୍ପର୍ଶରେ ମଧ୍ୟ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ଖୋଜି ବାହାର କରାଯିବା ଦରକାର । ଯାହାଫଳରେ ସେମାନଙ୍କୁ ଆଇସୋଲେଟ କରି ଭାଇରସ ସ୍ପ୍ରେଡକୁ ରୋକାଯାଇ ପାରିବ । ବିଶେଷଜ୍ଞମାନଙ୍କର ମାନିବା ଅଟେ କି କରୋନା ଭାଇରସରେ ସଂକ୍ରମିତ ହେଉଥିବା ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି । ଏ ପର୍ଯ୍ୟନ୍ତ ଏହି ଭାଇରସ ଦ୍ଵାରା ବୃଦ୍ଧ ଲୋକଙ୍କର ମୃତ୍ୟୁହାର ସବୁଠୁ ଅଧିକ ଅଟେ ।

ଭାରତ ଅପଡେଟ – ୧ ଏପ୍ରିଲ ରାତି ୮ :୨୦ ପର୍ଯ୍ୟନ୍ତ

କରୋନାଭାଇରସ ସଂକ୍ରମଣ: ୧୯୫୧

ମୃତ୍ୟୁ: ୫୩

ଭଲ ହୋଇ ସାରିଛନ୍ତି: ୧୬୮

ସୌଜନ୍ଯ – ଇଣ୍ଡିଆ କୋଭିଡ-19 ଟ୍ରାକର ORG

ଓଡିଶା ଅପଡେଟ

କରୋନାଭାଇରସ ସଂକ୍ରମଣ: ୪

ମୃତ୍ୟୁ: ୦

ଭଲ ହୋଇ ସାରିଛନ୍ତି: ୦

 

କରୋନାଭାଇରସ ସଂକ୍ରମଣ: ୮,୮୫,୩୦୧ (ୱାର୍ଲ୍ଡ ୱାଇଡ)

ମୃତ୍ୟୁ: ୪୪୨୧୪
ସୁସ୍ଥ ହେଇ ସାରିଲେଣି: ୧,୮୫,୨୦୮

ଟୋଟାଲ ଆକ୍ଟିଭ କେସ: ୬,୫୫,୮୭୯
ନର୍ମାଲ କଣ୍ଡିସନ: ୬,୨୨,୧୦୧ ସିରିଅସ ବା କ୍ରିଟିକଲ: ୩୩,୭୭୮

କ୍ରମିକ ସଂଖ୍ୟା ଦେଶ ସଂକ୍ରମିତ ରୋଗୀ ସଂଖ୍ୟା ମୃତ ସୁସ୍ଥ ହେଇ ସାରିଲେଣି
ଆମେରିକା ୧,୮୯,୭୧୧ ୪୦୯୯ ୭୨୬୭
ଇଟାଲୀ ୧୦୫୭୯୨ ୧୨୪୨୮ ୧୫୭୨୯
ସ୍ପେନ ୧୦୨୧୩୬ ୯୦୫୩ ୨୨୬୪୭
ଚୀନ ୮୧୫୫୪ ୩୩୧୨ ୭୬୨୩୮
ଜର୍ମାନୀ ୭୪୫୦୮ ୮୨୧ ୧୬୧୦୦
ଇରାନ ୪୭୫୯୩ ୩୦୩୬ ୧୫୪୭୩
ବ୍ରିଟେନ ୨୯୪୭୪ ୨୩୫୨ ୧୩୫
ସୁଇଜରଲ୍ୟାଣ୍ଡ ୧୭୧୩୭ ୪୬୧ ୨୯୬୭
ବେଲଜିୟମ ୧୩୯୬୪ ୮୨୮ ୨୧୩୨
୧୦ ନେଦରଲ୍ୟାଣ୍ଡ ୧୩୬୧୪ ୧୧୭୩ ୨୫୦
୧୧ ଦକ୍ଷିଣ କୋରିୟା ୯୮୮୭ ୧୬୫ ୫୫୬୭
୨୮ ପାକିସ୍ତାନ ୨୦୭୧ ୨୬ ୮୨
୩୮ ଭାରତ ୧୯୫୧ ୫୩ ୧୬୮

COVID-19 ବିଶ୍ୱ ମାନଚିତ୍ର ଟ୍ରାକର