୩୫ ବର୍ଷ ପର୍ଯ୍ୟନ୍ତ ଏହି ଭାରତୀୟ ଜଣକ କରିଲେ ସାଊଦୀ ଅରବରେ କାମ, ଏମିତି ଖାସ ଅନ୍ଦାଜରେ ହେଲା ଫେୟାରୱେଲ, ଦେଖିଲେ ବିଶ୍ଵାସ କରିପାରିବେନି

ଦୁନିଆରେ ଭଲ ଓ ଖରାପ ଦୁଇ ପ୍ରକାରର ଲୋଗ ରହିଥାନ୍ତି । ଏହି କଥାର ଅନୁଭବ ଆପଣମାନଙ୍କୁ ପ୍ରାୟତଃ ହେଉଥିବ । ଲୋକମାନଙ୍କୁ ଲାଗିଥାଏ କି ସାଊଦୀ ଅରବରେ ଭାରତୀୟଙ୍କୁ ଇଜ୍ଜତ ଦିଆ ଯାଏ ନାହିଁ କିନ୍ତୁ ଏହି ବ୍ୟକ୍ତି ଜଣକ ଏହି କଥାକୁ ମିଥ୍ୟା ପ୍ରମାଣିତ କରି ଦେଇଛନ୍ତି । ଖବର ଅନୁସାରେ ସାଊଦୀ ଅରବରେ ଜଣେ ଭାରତୀୟର ରିଟାୟାରମେଣ୍ଟ ପାଇଁ ଶେଖ ତାଙ୍କୁ ଏକ ଭଲ ଫେୟାରୱେଲ ପାର୍ଟି ଦେଇଛନ୍ତି ।

ଏହି ସମୟରେ ସମସ୍ତେ ତାଙ୍କୁ କେବଳ ବିଦାୟ ଦେବା ପାଇଁ ଆସିଲେ କାରଣ ୩୫ ବର୍ଷ ପର୍ଯ୍ୟନ୍ତ ଏହି ଭାରତୀୟ ବ୍ୟକ୍ତି ଜଣକ ସାଊଦୀ ଅରବରେ କରୁଥିଲା କାମ । ଚାଲନ୍ତୁ ଏହି ଖବରକୁ ବିସ୍ତାର ରୂପରେ ଜାଣିବା ।

୩୫ ବର୍ଷ ପର୍ଯ୍ୟନ୍ତ କରିଲେ ଏହି ଭାରତୀୟ ସାଊଦୀ ଅରବରେ କାମ

୩୫ ବର୍ଷ ପର୍ଯ୍ୟନ୍ତ ଏହି ଭାରତୀୟ ସାଊଦୀ ଅରବରେ କମ କରୁଥିଲା ଓ ସେ ନିଜର ପରିବାର ପାଇଁ ମଜଦୁରୀ କରୁଥିଲା । ଯେତେବେଳେ ସେ କାମରୁ ରିଟାୟାରମେଣ୍ଟ ନେବା ପାଇଁ ନିସ୍ପତି ନେଲା ଓ ନିଜ ଦେଶକୁ ଫେରି ଯିବା ପାଇଁ ଚିନ୍ତା କରିଲା ତେବେ ଶେଖର ପୁରା ପରିବାର ତାକୁ ଏକ ଫେୟାରୱେଲ ପାର୍ଟି ଦେଲେ । ଏହି ବ୍ୟକ୍ତିର ନାମ Mido Sheerian ଅଟେ ଓ ସେ ୩୫ ବର୍ଷ ପର୍ଯ୍ୟନ୍ତ ସେହି ପରିବାର ସହିତ କାମ କରୁଥିଲା ।

କହିବାକୁ ଗଲେ ଶେଖଙ୍କର ଏକ ରେସ୍ଟୋରେଂଟ ଥିଲା ଯେଉଁଠି ସେ କାମ କରୁଥିଲା । ଯେଉଁଠି ସେ ଖାଦ୍ୟ ପ୍ରସ୍ତୁତ କରୁଥିଲା, ସର୍ବ ବି କରୁଥିଲା ଓ ଏହା ସହିତ ସେ ଚାଷ ଜମିରେ ବି କାମ କରୁଥିଲା । ଏହା ପରେ ସେ ଯେତେବେଳେ ନିଜ ଘରକୁ ଯିବା ପାଇଁ ଚାହିଁଲେ ତେବେ ସମସ୍ତେ ତାଙ୍କୁ ଆଲିଙ୍ଗନ କରିଥିଲେ । ଶେଖ ନିଜର ଅଫିଶିୟଲ ଟ୍ୱିଟର ଅକାଉଂଟରେ ଏକ ଭିଡିଓ ଶେୟାର କରିଥିଲେ ଯେଉଁଥିରେ ଫେୟାରୱେଲର ସମସ୍ତ ଗତିବିଧି ଦେଖି ପାରିବେ ।

ଏହି କର୍ମଚାରୀକୁ ଶେଖର ପୁରା ପରିବାର ଗୁଡ ବାୟ କିସ କରିଲେ ଓ ବହୁତ ବଡ ପାର୍ଟି ବି ଦେଲେ । କିଛି ଲୋକମାନେ ତାଙ୍କୁ ଉପହାର ବି ଦେଲେ । ବର୍ତ୍ତମାନ ସମସ୍ତେ ଶେଖର ପରିବାରର ପ୍ରଶଂସା କରୁଛନ୍ତି । ସତରେ ଏହି ଖବର ହୃଦୟକୁ ସ୍ପର୍ଶ କରିନେଇଛି । କିନ୍ତୁ କହିଦେଉଛୁ ଯେ ସେହି ବ୍ୟକ୍ତି ଜଣକ ଭାରତର କେଉଁ ଅଞ୍ଚଳର ଜଣା ପଡି ନାହିଁ ।