ଆଜିର ରାଶିଫଳ, 5 ଫେବୃୟାରୀ 2020, ବୁଧବାର, ମା ଦୁର୍ଗା ଙ୍କ କୃପା ରହିବ ଏହି ୫ଟି ରାଶି ଉପରେ

ରାଶିଫଳ ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ରାଶି ଅନୁସାରେ ଆପଣ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ବିଷୟରେ ଜାଣି ପାରିବେ । କହିବାକୁ ଗଲେ ଗ୍ରହମାନଙ୍କର ଗତି ପରିବର୍ତ୍ତନ କାରଣରୁ ଏହି ସମସ୍ତ ରାଶିଫଳର ନିର୍ମାଣ କରାଯାଇଥାଏ । ଆଜି ବୁଧବାର 5 ଫେବୃୟାରୀର ଦିନ ଆପଣଙ୍କ ପାଇଁ କେମିତି ରହିବ ଆମର ଏହି ରାଶିଫଳ ମାଧ୍ୟମରେ ଜାଣନ୍ତୁ ।

୧ – ମେଷ

ଆଜି ଆପଣଙ୍କ ମନ ସମ୍ମାନ ବଢିବ । ନିଷ୍ପତି ନେବା ପୂର୍ବରୁ ଚିନ୍ତା ବିଚାର ନିଶ୍ଚିତ କରି ନିଅନ୍ତୁ । ବଡ କାର୍ଯ୍ୟ ପାଇଁ ଆଜିର ଦିନ ଶୁଭ ଅଟେ । କ୍ୟାରିୟର ସହ ଜଡିତ ନିଷ୍ପତି ନିଜେ କରନ୍ତୁ, ପରେ ଏହାର ଲାଭ ଆପଣଙ୍କୁ ନିଶ୍ଚିତ ମିଳିବ । ମାତା ପିତାଙ୍କ ସାହାର୍ଯ୍ୟ ଦ୍ଵାରା ଆପଣ ଆର୍ଥିକ ଅସୁବିଧାରୁ ବାହାରକୁ ବାହାରି ପାରିବେ । ମହତ୍ଵପୂର୍ଣ କାର୍ଯ୍ୟ ଦିନରେ ସିଧି ହୋଇଯିବେ । ସନ୍ଧ୍ୟା ସମୟରେ ଅଳ୍ପ ଚିନ୍ତିତ ରହି ପାରନ୍ତି ।

୨ – ବୃଷ

କ୍ୟାରିୟର ପାଇଁ ଆଜିର ଦିନ ଆପଣଙ୍କ ପାଇଁ ଭଲ ପ୍ରମାଣିତ ହେବ । କାମ କରୁଥିବା ସମୟରେ ଆପଣଙ୍କୁ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବା ଉଚିତ । ରାଗରେ ଆପଣ କିଛି ଭୁଲ ନିର୍ଣୟ ବି ନେଇ ପାରିବେ । ଅଧିକାରୀମାନଙ୍କ ଆଶା ଆପଣ ପୁରା କରିବେ । ଚାକିରିରେ ଉନ୍ନତିର ଅବସର ମିଳିବ । ଆଜି ଆପଣ ଏକୁଟିଆ ଅନୁଭବ କରିବେ । ବ୍ୟାପାରରେ ନୂଆ ଅନୁଭବ ମିଳିବ । ଆୟରେ ବୁଦ୍ଧି ହେବାର ଯୋଗ ଅଛି ।

୩ – ମିଥୁନ

ଆଜି ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ନୂଆ ଜିନିଷ ମିଳିବାର ଅଛି । ଏହା ସହିତ ହିଁ ଆଜି ଆପଣ ନିଜର ପୁରୁଣା ମିତ୍ର ସହ କିମ୍ବା ସମ୍ପର୍କୀୟ ସହ ସାକ୍ଷାତ କରିବେ । ଆଜି ପୂର୍ବ ଅପେକ୍ଷା ଅଧିକ ଭଲ ଅନୁଭବ କରିବେ । ଆଜି ଟଙ୍କା ପ୍ରତି ଅଧିକ ରୁଚି ରହିବ । ଏହା ସହିତ ନିଜ କାମରେ ଉନ୍ନତି କରିବେ । ଯଦି ଆପଣ କୌଣସି ପ୍ରୋଜେକ୍ଟରେ ବହୁତ ସମୟ ହେବ ଟଙ୍କା ଲଗାଇଛନ୍ତି ତେବେ ଆଜି ପୁରା ହେବାର ଅଛି । ପାରିବାରିକ ଜୀବନକୁ ନେଇ ଆପଣଙ୍କ ମନ ଅସନ୍ତୋଷ ରହିବାର ସମ୍ଭାବନା ଅଛି ।

୪ – କର୍କଟ

ଆଜି ଆପଣ ଭାଗ୍ୟର ଭଲ ଓ ଖରାପ ପରିସ୍ଥିତି ସହିତ ଖାପ ଖୁଆଇ ଚଳିବେ । କିଛି ନୂଆ ବ୍ୟବସ୍ଥା ସାମ୍ନାକୁ ଆସିବ । ଜୀବନସାଥିଙ୍କ ସହଯୋଗ ଓ ସାନିଧ୍ୟ ମିଳିବ । ବହୁତ ଦିନ ହେବ ଚାଲୁଥିବା ରୋଗରୁ ଆଜି ଆରାମ ମିଳିବ । କୌଣସି ବି ବଡ ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କ ଉପଦେଶ ନିଅନ୍ତୁ । ପ୍ରତିଦ୍ଵନ୍ଦୀ ଆପଣଙ୍କ ଉପରେ ହାବି ହେବେ । ଖର୍ଚା ବଢିବ କିନ୍ତୁ ଏହାର ଚିନ୍ତା କରନ୍ତୁ ନାହିଁ । ଆଜି ଆପଣଙ୍କ ସମସ୍ତ କାମ ସରଳତାର ସହ ହୋଇଯିବ ।

୫ – ସିଂହ

ଆଜି ଆପଣଙ୍କ ଆର୍ଥିକ ପକ୍ଷ ଉତ୍ତମ ରହିବ । ଆପଣ ନିଜର କାମକୁ ନେଇ ବହୁତ ଉତ୍ସାହିତ ରହିବେ । ଅଫିସରେ ଆପଣଙ୍କ ପ୍ରଶଂସା ହେବ । ବ୍ୟର୍ଥ ବିବାଦ ଠାରୁ ଦୂରେଇ ରୁହନ୍ତୁ । ସନ୍ତାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆଳସ୍ୟ କରନ୍ତୁ ନାହିଁ । ଆର୍ଥିକ ମାମଲାରେ ଅତିରିକ୍ତ ସାବଧାନୀ କରିବା ବହୁତ ଜରୁରୀ ଅଟେ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରତିଦ୍ଵନ୍ଦୀଙ୍କୁ ନିଜର ଭୁଲ କାମର ଫଳ ମିଳିବ ।

୬ – କନ୍ୟା

ଆଜି ନୂଆ ବିଚାର ଆପଣଙ୍କ ମୁଣ୍ଡରେ ଆସିବ । ଆପଣ ଦୃଢ ପ୍ରୟାସ ଦ୍ଵାରା ନିଜ ଲକ୍ଷକୁ ପାଇବେ ଓ ଆପଣଙ୍କ ସ୍ଵପ୍ନ ସାକାର ହେବ । ଆଜି ଆପଣଙ୍କ ମନରେ ଅସ୍ଥିରତା ଆସିବ । ଭବିଷ୍ୟତର ବ୍ୟବସାୟିକ ଯୋଜନା ପାଇଁ ଆଜି ପୁରା ପ୍ଲାନିଂଗ କରିବା ଉଚିତ । ଏହା ଦ୍ଵାରା ଆପଣ ଆର୍ଥିକ ଲକ୍ଷ ବି ପାଇ ପାରିବେ । ଆପଣଙ୍କ ବିତ୍ତୀୟ ଭାଗ୍ୟ ଉଚ୍ଚ ଚାଲୁଅଛି । କୌଣସି ପ୍ରିୟଜନ କିମ୍ବା ମିତ୍ରଙ୍କ ଠାରୁ ଉପହାର ନେଇ ଆପଣଙ୍କ ମନ ପ୍ରଫୁଲ୍ଲିତ ହେବ ।

୭ – ତୁଳା

ଆଜି କାମକାର୍ଯ୍ୟରେ ଜିଜ୍ଞାସା ବଢିବ । ସୁଖ ବୁଦ୍ଧି ଏବଂ ପାରିବାରିକ ଉନ୍ନତି ହେବ । ପରିବାରରେ କ୍ଲେଶ ହୋଇପାରେ । ନିଦ୍ରାର ଅଭାବ ରହିବ । ମାନହାନି ହେବାର ଆଶଙ୍କା ଅଛି । ଆର୍ଥିକ ଯୋଜନାରେ ଧନ ନିବେଶ କରି ପାରନ୍ତି । ପଡୋଶୀଙ୍କ ସହ କୌଣସି କଥାକୁ ନେଇ ବିବାଦ ହୋଇପାରେ । ଭବିଷ୍ୟତକୁ ନେଇ ଅଧିକ ଚିନ୍ତା କରି ପାରନ୍ତି । ଯାତ୍ରା ଆପଣଙ୍କ ପାଇଁ ଆନନ୍ଦଦାୟକ ଓ ବହୁତ ଲାଭଦାୟକ ହେବ । କାରୋବାରରୁ ଭଲ ଖବର ମିଳିବ ।

୮ – ବିଚ୍ଛା

ଆଜି ମାନସିକ ରୂପରେ ଆପଣ ଚିନ୍ତିତ ରହିବେ । ବ୍ୟାପାରୀ ନିଜର ବ୍ୟାପାରରେ ଟଙ୍କା ଲଗାଇ ନୂଆ କାର୍ଯ୍ୟ ଆରମ୍ଭ କରି ପାରିବେ ଓ ଭବିଷ୍ୟତ ପାଇଁ ନୂତନ ଯୋଜନା ବି କରି ପାରିବେ । ଶତ୍ରୁମାନଙ୍କ ସହ ଟକ୍କର ନେବାକୁ ପଡିପାରେ । ଦୁର୍ଘଟଣା ଠାରୁ ବଞ୍ଚନ୍ତୁ । କାହାର ଭଲ କରିବା ଦ୍ଵାରା ଆପଣ ଅସୁବିଧା ପଡି ପାରନ୍ତି । କିଛି ସମୟ ନିଜ ପରିବାର ସହ ବିତାନ୍ତୁ ।

୯ – ଧନୁ

ଆଜି ଆପଣଙ୍କ ଆୟରେ ନୂଆ ସ୍ରୋତ ଆସିବ । ଆକସ୍ମିକ ଧନ ମିଳିବ । ମିତ୍ରମାନଙ୍କ ଓ ଜୀବନସାଥିଙ୍କ ସହଯୋଗ ମିଳିବ । ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଢିବ । ଅଫିସର କାମ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରି ପାରେ । ନିଜର ଭାବନାକୁ କାବୁ ରଖନ୍ତୁ । ନିଜର ଅତିରିକ୍ତ ସମୟକୁ ନିରସ୍ଵାର୍ଥ ସେବାରେ ଲଗାନ୍ତୁ । ଆଜି ସ୍ୱାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ । ଯାତ୍ରା ସମୟରେ ଆପଣ ନୂଆ ଜାଗା ବିଷୟରେ ଜାଣି ପାରିବେ ।

୧୦ – ମକର

ଆଜି ଆପଣ ସରକାରୀ କିମ୍ବା ବେ ସରକାରୀ କାର୍ଯ୍ୟ ସହ ଜଡିତ ହେବେ । କୌଣସି ବନ୍ଧୁ ସହିତ ଭୁଲ ବୁଝାମଣା ହୋଇ ଅପ୍ରିୟ ହୋଇପାରେ । କାରଗାର ବ୍ୟକ୍ତି ସହ ଭେଟ ହେବ । ଯୋଗ୍ୟ ବ୍ୟକ୍ତି ସମସ୍ୟାକୁ ସମାଧାନ କରିବେ । ସାମାଜିକ କାର୍ଯ୍ୟ ଦ୍ଵାରା ମାନ ସମ୍ମାନ ବୁଦ୍ଧି ହେବ । ଭୌତିକ ସାଧାନ ପ୍ରତି ଆକର୍ଷିତ ହେବେ । ଖର୍ଚ ଅଧିକ ହୋଇପାରେ । ମିତ୍ରଙ୍କ ଠାରୁ ସାବଧାନ ରୁହନ୍ତୁ । ଜନସମ୍ପର୍କ ଉପଯୋଗୀ ହେବ । ନିବେଶ କରୁଥିବା କ୍ଷେତ୍ରରେ ଅସୁବିଧା ଆସିପାରେ ।

୧୧ – କୁମ୍ଭ

ଆଜି ସାମାଜିକ କାର୍ଯ୍ୟ କରିବେ । ଛାତ୍ର ନିଜର ସମ୍ବନ୍ଧକୁ ମଜବୁତ କରିବେ । ମହିଳାମାନେ ଆଜି ସଠିକ ନିର୍ଣୟ ବାକୁ ଚେଷ୍ଟା କରିବେ । ଆଜି ଆର୍ଥିକ ଦାୟିତ୍ଵ ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କୁ ସଫଳତାପୂର୍ବକ ପୁରା କରିବେ । ଆପଣଙ୍କ ଭଲ ଦିନ ଆସିବାର ଅଛି । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ନୂଆ ଲୋକମାନଙ୍କୁ ରୋଜଗାରର କିଛି ନୂତନ ଅବସର ମିଳିବ । ସାମାଜିକ ସାକ୍ଷାତ ଦ୍ଵାରା ଆପଣ ସଫଳ ହୋଇ ପାରିବେ । ଆମଦାନୀ ବଢିପାରେ ।

୧୨ – ମୀନ

ଆଜି ଆପଣ ସମ୍ଭାଳି କରି ଚାଳନ୍ତୁ । ପ୍ରେମ ମାମଲାରେ ଆଜି ଆପଣଙ୍କ ଭାଗ୍ୟ ସାଥ ଦେଇ ନ ପାରେ । କାମକାର୍ଯ୍ୟରେ ଆପଣଙ୍କ ଚିନ୍ତା ବଢି ପାରେ । ଆପଣ ଶାରୀରିକ ସ୍ଫୂର୍ତି ଓ ମାନସିକ ପ୍ରସନ୍ନତା ରଖିବା ପାଇଁ ଆଜି ଆପଣଙ୍କୁ କଷ୍ଟ ଅନୁଭବ ହେବ । ମିତ୍ର ସମବନ୍ଧିଙ୍କ ଠାରୁ ଲାଭ ମିଳିବ । ତାଙ୍କ ଠାରୁ ଉପାହାର ମିଳିବା ଦ୍ଵାରା ଆନନ୍ଦ ମିଳିବ । ଆପଣ ଅଳ୍ପ ଚିନ୍ତି ତବି ରହି ପାରନ୍ତି । ସେଥିପାଇଁ ଡାକ୍ତରଙ୍କ ଉପଦେଶ ନିଅନ୍ତୁ । ଦୈନିକ ବ୍ୟାପାରରେ ସୁଖ ରହିବ ।