ଆଜିର ରାଶିଫଳ, 13 ମାର୍ଚ୍ଚ 2020, ଶୁକ୍ରବାର, ଆଜି ଏହି ୩ଟି ରାଶି ଉପରେ ମା ସନ୍ତୋଷୀ କୃପା କରିବେ

ଆମେ ଆପଣଙ୍କୁ 13 ମାର୍ଚ୍ଚର ରାଶିଫଳ କହିବାକୁ ଯାଉଛୁ । କହିବାକୁ ଗଲେ ରାଶିଫଳ ଆମ ଜୀବନରେ ବହୁତ ମହତ୍ଵପୂର୍ଣ ହୋଇଥାଏ । ରାଶିଫଳ ଜରିଆରେ ଭବିଷ୍ୟତରେ ହେଉଥିବା ଘଟଣାର ଆଭାସ ମିଳିଥାଏ । ରାଶିଫଳର ନିର୍ମାଣ ଗ୍ରହର ଗୋଚର ଓ ନକ୍ଷତ୍ରର ଗତି ଆଧାରରେ ହିଁ କରାଯାଇଥାଏ । କହିବାକୁ ଗଲେ ଗ୍ରହଙ୍କ ସ୍ଥିତି ଅନୁସାରେ ହିଁ ଭବିଷ୍ୟ ପ୍ରଭାବିତ ହୋଇଥାଏ ।

୧ – ମେଷ

ଆଜି କୌଣସି ବ୍ୟକ୍ତି ଆପଣଙ୍କ ସହ ସାକ୍ଷାତ କରିବାକୁ ଆପଣଙ୍କ ଘରକୁ ଆସିବେ । ଏହା ଛଡା କୌଣସି ମିତ୍ରର ସହଯୋଗ ଦ୍ଵାରା ଅଟକିଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଆର୍ଥିକ ଲାଭର ଯୋଗ ଅଛି । ବ୍ୟବସାୟିକ ଯୋଜନାରେ ଲାଭ ମିଳିବ । କୌଣସି ସମ୍ପର୍କୀୟଙ୍କ ଠାରୁ ବି ସାହାର୍ଯ୍ୟ ମିଳିପାରେ । ଆଜି ଆପଣ କୌଣସି ନୂଆ ଦିଗରେ ଅଗ୍ରସର ହୋଇ ପାରନ୍ତି । ଏହିଭଳି ବନ୍ଧୁମାନଙ୍କ ପାଖକୁ ଯାଆନ୍ତୁ ଯାହାଙ୍କୁ ଆପଣ ଦରକାର ଥିବ ।

୨ – ବୃଷ

ଆଜି ସବୁ କଥାକୁ ନେଇ ଚିନ୍ତା କରିବେ । ପରିବାରର କଥାକୁ ସମସ୍ତଙ୍କ ସହ ଶେୟାର କରନ୍ତୁ । ରୋଜଗାରରେ କରାଯାଇଥିବା ନିବେଶ ଲାଭପ୍ରଦ ରହିବ । କିଛି ଲୋକମାନଙ୍କ ଜୀବନରେ ନୂଆ ଅବସର ଆସିବ । ଯାହାଙ୍କୁ ନଜର ଅନ୍ଦାଜ କରିବେ ସେହି ବ୍ୟକ୍ତି ହିଁ ଆପଣଙ୍କ ସାହାର୍ଯ୍ୟ କରିବ । ଚାକିରି କରୁଥିବା ଲୋକମାନଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ଅଛି । ଆଜି ସମସ୍ତ କାରଜୀ ପାଇଁ ଅନୁକୂଳ ପରିସ୍ଥିତି ଅଛି ।

୩ – ମିଥୁନ

ଆଜି ନୂଆ କାରଜୀ ସମ୍ବନ୍ଧିତ ସଫଳ ଆୟୋଜନ ଆପଣ କରିବେ । ବ୍ୟାପାରୀ ବର୍ଗ ଓ ଚାକିରି କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଲାଭଦାୟି ରହିବ । ଉଚ୍ଚ ଅଧିକାରୀମାନଙ୍କ ସାହାର୍ଯ୍ୟର ଲାଭ ମିଳିବ । ବ୍ୟାପାରରେ ଲାଭ ମିଳିବାର ସମ୍ଭାବନା ଅଛି । ଗୃହସ୍ତ ଜୀବନରେ ଆନନ୍ଦର ପରିବେଶ ରହିବ । କୁଟୁମ୍ବମାନଙ୍କ ଭଲ ପାଇବା ମିଳିବ । ପିତାଙ୍କ ତରଫରୁ ଲାଭ ମିଳିବାର ସଂଯୋଗ ଅଛି ।

୪ – କର୍କଟ

କେବଳ ଏକଗ୍ରତା ଦମରେ ଆଜି ଆପଣ ବହୁତ କିଛି ହାସଲ କରି ପାରିବେ । ଲଗାର ଧ୍ୟାନ ରଖନ୍ତୁ କି ଆପଣଙ୍କ ଲକ୍ଷ କଣ ଅଟେ ଓ ତାକୁ କେମିତି ହେଲେ ବି ପୁରା କରନ୍ତୁ । କଥାବାର୍ତ୍ତା, ଯାତ୍ରା ଓ ଶିକ୍ଷା ମାମଲାରେ ଆପଣଙ୍କ ପାଇଁ ଖାସ ରହିବ । କୌଣସି ପାଖପାଖି ବ୍ୟକ୍ତିଙ୍କ ସହିତ ସମ୍ପର୍କରେ ସୁଧାର ଆସିବ । ଭବିଷ୍ୟତକୁ ନେଇ ଯେଉଁ ଆଶଙ୍କା ଅଛି, ତାହା ଉପରେ ନିଜର ବନ୍ଧୁ ସହ କଥାବାର୍ତ୍ତା କରିବେ ।

୫ – ସିଂହ

ଆଜିର ଦିନ ଆପଣଙ୍କୁ ଅଳ୍ପ ସମ୍ଭାଳି ଚଳିବାକୁ ହେବ । ଆଜି ଚାକିରିରେ ଆପଣଙ୍କୁ ଉଚ୍ଚ ବର୍ଗର ଅଧିକାରୀମାନଙ୍କ କ୍ରୋଧର ଶିକାର ହେବାକୁ ପଡିପାରେ । ଦାମ୍ପତ୍ୟ ଜୀବନରେ କିଛି ଅସୁବିଧା ଆସିପାରେ । ବ୍ୟବସାୟରେ ସମସ୍ୟା ଛିଡା ହେବ । ଦୂର ପ୍ରବାସର ଆୟୋଜନ ହେବ । ଧାର୍ମିକ ଯାତ୍ରାର ଯୋଗ ଅଛି । ଧାନ ଲାଭ ହେବ । ସନ୍ତାନକୁ ନେଇ ସର୍ବଦା ଚିନ୍ତା କରିବେ ।

୬ – କନ୍ୟା

ପ୍ରେମର ଦୃଷ୍ଟିକୋଣରେ ଉତ୍ତମ ଦିନ ଅଛି । ଆଜି ଆପଣ କାହାର ହୃଦୟ ଭାଙ୍ଗିବା ଠାରୁ ବଞ୍ଚି ପାରିବେ । ଲୁଚି ଥିବା ଶତୃ ଆପଣଙ୍କ ବିଷୟରେ ମିଥ୍ୟା କଥା କହିବେ । ବାଦ – ବିବାଦ ଠାରୁ ଦୂରେଇ ରୁହନ୍ତୁ । ଆଜି ସ୍ୱାସ୍ଥ୍ୟ ସହ ସମ୍ବନ୍ଧିତ ସମସ୍ଯା ରହିବ । ଯଦି କୌଣସି ସମସ୍ଯା ଅଛି ତେବେ ତାକୁ ଶାନ୍ତି ଦ୍ଵାରା ସମଧାନ କରନ୍ତୁ । ଲୋକମାନଙ୍କ ସାମ୍ନାରେ ଆପଣଙ୍କ ଭଲ ଇମେଜ ରହିବ । କିନ୍ତୁ ଏଥିପାଇଁ ଆପଣଙ୍କୁ ବହୁତ କଷ୍ଟ କରିବାକୁ ପଡିପାରେ ।

୭ – ତୁଳା

ଆଜିର ଦିନ ଆପଣ ସମୟ ବ୍ୟର୍ଥ କରନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ଆପଣଙ୍କୁ ଫରକ ପଡିପାରେ । ନିଜର ପ୍ରିୟା ସାଥିଙ୍କ ଠାରୁ ଦୂରରେ ରହିବା କାରଣରୁ ଆପଣ ତାହାର ଅନୁପସ୍ଥିତିକୁ ଅନୁଭବ କରିବେ । ଆର୍ଥିକ ସ୍ଥିତି ଭଲ ରହିବ । ଆପଣନାକ ବ୍ୟଭାର ଏବଂ କାର୍ଯ୍ୟକୁଶଳତାରେ ଅଧିକାରୀ ବର୍ଗଙ୍କୁ ଲାଭ ମିଳିବ । ସନ୍ତାନର ବ୍ୟଭାର ଉପରେ ନଜର ରଖନ୍ତୁ । ଆଜି ଆପଣଙ୍କୁ ନୂଆ ବନ୍ଧୁ ମିଳିପାରେ ।

୮ – ବିଚ୍ଛା

ଆଜି ମାନସିକ ଚିନ୍ତା ରହିବ । ଉତ୍ସାହ ଭଙ୍ଗ ହେବ । ବ୍ୟବସାୟିକ ମାମଲାରେ କୌଣସି ପ୍ରକାରର ଜୋଖିମ ନିଅନ୍ତୁ ନାହିଁ । ସନ୍ତାନ ପକ୍ଷର ସହଯୋଗ ପ୍ରାପ୍ତ ହେବ । ମହିଳା ମିତ୍ରା ସହ ସାକ୍ଷାତ ହୋଇପାରେ । ଯାତ୍ରାର ସ୍ଥିତିରେ ସୁଖ ମିଳିବ । ସ୍ୱାସ୍ଥ୍ୟ ସରଲ ରହିବ । ଆପଣନାକ ହସିବାର ଅନ୍ଦାଜ ଆପଣଙ୍କ ବଡ ପୁଞ୍ଜି ଅଟେ । ମନର ଶାନ୍ତି ପାଇଁ ଯୋଗ କରନ୍ତୁ । ଆର୍ଥିକ ରୂପରେ ଲାଭବାନ ରହିବେ ।

୯ – ଧନୁ

ଆଜି କିଛି ଅଧିକାରୀ ଆପଣଙ୍କ ପ୍ରଶଂସା କରିବେ । କୌଣସି ଭଲ ଖବର ମିଳିପାରେ । ଟଙ୍କାର ଆୟ ପାଇଁ ସମୟ ଭଲ ଅଟେ । ଅଚାନକ ଧନ ଲାଭ ହୋଇପାରେ । ଜୀବନସାଥି କିମ୍ବା ବିଜନେସ ପାର୍ଟନରଙ୍କ ସହିତ ବିଚାର ବିମର୍ଶ ହେବ । ଆପଣଙ୍କୁ ସାହାର୍ଯ୍ୟ ମିଳିବ ଓ କାମ ସମୟ ଉପରେ ପୁରା ହେବ । ଠିକ ଆମୟରେ ବି ଆରମ ମିଳିବ । ସନ୍ତାନ ପକ୍ଷ ମଜବୁତ ରହିବ । ଛାତ୍ରମାନଙ୍କ ଭଲ ଦିନ ଅଛି ।

୧୦ – ମକର

ଆଜିର ଦିନ ଆପଣଙ୍କ ପାଇଁ ସାମାନ୍ୟ ରହିବ । ଆଜି ଯେତେଇ ପରିଶ୍ରମ କରିବେ ସେତିକି ହିଁ ଆପଣଙ୍କୁ ଲାଭ ହୋଇପାରେ । ଆଜି ଆପଣ ନିଜର କ୍ରୋଧ ଉପରେ ନିୟନ୍ତ୍ରିତ ରଖନ୍ତୁ । କାରଣ କିଛି ଲୋକମାନଙ୍କ ଦ୍ଵାରା ଆପଣଙ୍କୁ ସମସ୍ୟା ହୋଇପାରେ । ପରିଶ୍ରମ ଅଧିକ କରିବାକୁ ପଡିବ ତେବେ ଯାଇ ଆର୍ଥିକ ସୁଧାରରେ ସଫଳତା ମିଳିବ । ଭାଗ୍ୟର ସ୍ଥିତିରେ ବି କିଛି କମ୍ଜୋର ହେବା ଦ୍ଵାରା ବିଶେଷ ଲାଭର ଯୋଗ ଅଛି । ଆପଣଙ୍କ ପରିଶ୍ରମର ଆପଣଙ୍କୁ ଫଳ ମିଳିବ ।

୧୧ – କୁମ୍ଭ

ଆଜି ଆପଣଙ୍କ ଘର ପରିବାରରେ ଓ ସନ୍ତାନ ମାମଲାରେ ଆନନ୍ଦ ଓ ସନ୍ତୋଷର ଭାବନା ଅନୁବହବ ହେବ । ଆଜି ଆପଣ ସମ୍ପର୍କୀୟନାକ ସହ ସାକ୍ଷାତ କରିବେ । ବ୍ୟାପାର ସମ୍ବନ୍ଧରେ ଲାଭ ମିଳିବ । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ । ମାନ ଓ ପ୍ରତିଷ୍ଠା ପ୍ରାପ୍ତି ହେବ । ଚାକିରିର ପଦୋନ୍ନତି ନିଶ୍ଚିତ ରୂପରେ ମିଳିବ । ଆପଣଙ୍କ ଜୀବନସାଥି ଆପଣନାକ ସୁନ୍ଦରତାକୁ ଦେଖି ଆକର୍ଷକ ହେବେ ।

୧୨ – ମୀନ

ଆଜି ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ । ମାତାଙ୍କ ଲାଭ ମିଳିବ । ସମ୍ବନ୍ଧରେ ମଧୁରତା ଆସିବ । ବୁଝି ସୁଝି କଥାବାର୍ତ୍ତା କରନ୍ତୁ । ଦାମ୍ପତ୍ୟ ଜୀବନରେ ସୁଧାର ଆସିବ । ଖରାପ ସମ୍ପର୍କରେ ସୁଧାର ଆସିବ । କୌଣସି ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । ଆତ୍ମବିଶ୍ଵାସରେ ବୁଢୀ ହେବ । ଘର ପରିବାରରେ ସାମାନ୍ୟ ପାରିବେ ରହିପାରେ ।