ଆଜିର ରାଶିଫଳ, ୮ ଜାନୁୟାରୀ ୨୦୨୦, ବୁଧବାର, ମା ଦୁର୍ଗା ଙ୍କ କୃପାରୁ ଏହି ୪ଟି ରାଶି ୧୧ ଦିନ ଯାଏ ସବୁ କାମ ରେ ସଫଳ ହେବେ

ରାଶିଫଳ ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ରାଶିରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ବିଷୟରେ ବିଭିନ୍ନ କାହାଣୀ ଲୁଚିଥାଏ । ସେହି ସମସ୍ତ କଥା ଗୁଡିକ ଜାଣିବା ପାଇଁ ଆମେ ସମସ୍ତେ ନିଜ ରାଶି ବିଷୟରେ ଜାଣିବା ପାଇଁ ଉତ୍ସୁକ ଥାଉ । ଏହି ଆଧାରରେ ଆଜି ଆମେ ଆପଣଙ୍କ ପାଇଁ ବୁଧବାର ୮ ଜାନୁୟାରୀର ଦିନ କେମିତି ରହିବ ଓ ଆପଣଙ୍କର ଦିନ କେମିତି କଟିବ ଏହିଭଳି ଆପଣଙ୍କ ମନରେ ଆସୁଥିବା ବିଭିନ୍ନ ପ୍ରଶ୍ନ ଗୁଡିକର ଜବାବ ନେଇ ଆସିଛି । ତେବେ ନିଜ ବିଷୟରେ ଜାଣିବା ପାଇଁ ପଢନ୍ତୁ ଆମର ଏହି ରାଶିଫଳ ।

୧-ମେଷ

ଆଜି ଦିନସାରା ଆପଣ ଅଳ୍ପ ଅସୁସ୍ଥ ଓ ଚିନ୍ତାରେ ରହି ପାରନ୍ତି । ଯାହାର ପ୍ରଭାବ ଆପଣଙ୍କର କାମ ଉପରେ ବି ପଡିବ । ଆର୍ଥିକ ମାମଲାରେ ଆପଣ ବୁଦ୍ଧିମାନର ସହ ନିଷ୍ପତି ନିଅନ୍ତୁ । ବ୍ୟବସାୟ ଓ ବ୍ୟାପାର କ୍ଷେତ୍ରରେ ଲାଭ ହେବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଶଂସା ହେବ । ପରିବାରରେ ବି ଆନନ୍ଦର ବାତାବରଣ ରହିବ । କାର୍ଯ୍ୟ କ୍ଷେତ୍ରରେ ବି ଆର୍ଥିକ ଲାଭ ହେବ । ନିଜ ବାଣୀ ଉପରେ ସଂଯମତା ରଖନ୍ତୁ । ନଚେତ ଅସୁବିଧା ହୋଇପାରେ ।

୨-ବୃଷ

ଆଜି ଆପଣ କାମ ସମ୍ବନ୍ଧିତ କୌଣସି କାରଣ ଯୋଗୁ ବାହାରକୁ ଯାଇ ପାରନ୍ତି । ସମୟ ସହିତ ଆପଣଙ୍କର ଟଙ୍କାର ପରିସ୍ଥିତିରେ ସୁଧାର ଆସିବ । ଅଫିସରେ ଅଧିକ କାର୍ଯ୍ୟ କାରଣରୁ ଆପଣଙ୍କ ଜୀବନସାଥି ସହ ଆପଣଙ୍କର ସମ୍ପର୍କ ଖରାପ ହୋଇପାରେ । ଆଜି ଆପଣ ବିଶ୍ରାମ କରନ୍ତୁ ନାହିଁ । ନଚେତ ହାତରୁ ଭଲ ଅଫର ବାହାରିଯିବ । ଆପଣ ଆଜି ପୁରସ୍କୃତ ହୋଇ ପାରନ୍ତି ।

୩-ମିଥୁନ

ଆଜି ଆପଣ କୌଣସି ସାମାଜିକ ସମାରୋହରେ ଭାଗ ନେଇ ପାରନ୍ତି । ଆପଣଙ୍କର କାର୍ଯ୍ୟରେ ଆପଣଙ୍କୁ ଆଜି ସଫଳତା ମିଳିବ । ଆପଣଙ୍କର ପରାକ୍ରମରେ ବୁଦ୍ଧି ହେବ । ଶାରୀରିକ ସୁଖ ମିଳିବ । ଆପଣଙ୍କୁ ଆଜି ନିଜ କାମ ପାଇଁ ପ୍ରଶଂସା ମିଳିବ । ବ୍ୟବସାୟରେ ପଦୋନ୍ନତିର ଯୋଗ ଅଛି । ବର୍ତ୍ତମାନ ଆପଣଙ୍କର ନୂଆ ବନ୍ଧୁ ହେବେ ଓ ସେମାନେ ଆପଣଙ୍କର ଜୀବନକୁ ଏକ ନୂଆ ରାସ୍ତା ଦେଖାଇବେ ।

୪-କର୍କଟ

ଆଜି ଆପଣ କୌଣସି ନୂଆ କାମ ବିଷୟରେ ଚିନ୍ତା କରି ପାରନ୍ତି । ପରିବାରରେ କାହା ସହିତ ଝଗଡା ହୋଇପାରେ । ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ । ଆର୍ଥିକ ଲାଭ ପାଇଁ କାମ କରୁଥିବା ଯୋଜନାରେ ଆଜି ସଫଳ ହେବେ । ସମୟର ପୂର୍ଣ ଉପଯୋଗ କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଜୀବନସାଥିଙ୍କର ମଧୁର ସହଯୋଗ ମିଳିପାରେ । ଧନ ଆଗମନର ନୂତନ ସ୍ରୋତ ହାସଲ ହେବ । ଭାଗ୍ୟବୃଦ୍ଧି ପାଇଁ ଅବସର ସାମ୍ନାକୁ ଆସିବ ।

୫-ସିଂହ

ଆଜି ବୁଝି ସୁଝି ସମସ୍ତ କ୍ଷେତ୍ରରେ ଆଗକୁ ବଢନ୍ତୁ । ପ୍ରେମୀ ଯୁଗଲଙ୍କ ପାଇଁ ଏହି ସମୟ ଉଚିତ ଅଟେ । ପୁରୁଣା ମିତ୍ର, ସମ୍ପର୍କୀୟ ସହ ସାକ୍ଷାତ ହୋଇପାରେ । ନିବେଶ – ଚାକିରିରେ ଅନୁକୂଳ ପରିସ୍ଥିତି ରହିବ । ବାହାର ଯିବାର କାର୍ଯ୍ୟକ୍ରମ ହେଉଛି ତେବେ ଭଲ ହେବ । ସଫଳତା ଅବଶ୍ୟ ମିଳିବ । ଆଜି ଆପଣ ନିଜର ଦାୟିତ୍ଵକୁ ନେଇ ଅସୁବିଧାର ସମ୍ମୁଖୀନ କରି ପାରନ୍ତି ।

୬-କନ୍ୟା

ଆଜି ଆପଣଙ୍କୁ ଅସାଧାରଣ ଶକ୍ତି ମିଳିବ । ମହତ୍ଵପୂର୍ଣ ବିଚାର – ବିମର୍ଶ କରିବେ । ଆଳସ୍ୟରୁ ବଞ୍ଚି ସକ୍ରିୟ ରହିବା ଦ୍ଵାରା ଆପଣ ଲାଭପ୍ରଦ ହେବେ । ବ୍ୟାବସାୟିକ କାମ ପ୍ରତି ଉତ୍ସାହ ଅଛି । ମାନସିକ ପ୍ରେସର ରହିବା ସତ୍ବେ ବି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଅଜଣା ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ । କିନ୍ତୁ ଆପଣଙ୍କୁ ଏହି ବ୍ୟକ୍ତି ଠାରୁ ସାବଧାନ ରହିବାକୁ ପଡିବ ।

୭-ତୁଳା

ଆଜି ଛୋଟ ଛୋଟ କଥାରେ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ । ଆଜି ଆପଣ ଉନ୍ନତି କରିବେ । ଭାଇ – ବନ୍ଧୁଙ୍କ ସହିତ ସମ୍ପତିକୁ ନେଇ ବିବାଦ ହୋଇପାରେ । ଆଜି ଅନ୍ୟ ବ୍ୟକ୍ତିଙ୍କର ବିବାଦରେ ଦଖଲ ଦିଅନ୍ତୁ ନାହିଁ । ଖାସକରି ନିଜର ପାର୍ଟନରର ନିଷ୍ପତି ଉପରେ । ସାଥିକୁ ଯଦି ଆପଣଙ୍କର କୌଣସି କଥା ଭଲ ଲାଗୁ ନାହିଁ ତେବେ ତାକୁ ପ୍ରେମର ସହ ବୁଝାନ୍ତୁ । ଆଜି ଆପଣଙ୍କର କାର୍ଯ୍ୟ ଅଧୁରା ରହିପାରେ ।

୮-ବିଚ୍ଛା

ଆଜି ଆପଣଙ୍କୁ ଏକ ଅପ୍ରତ୍ୟାଶିତ ସ୍ରୋତ ଦ୍ଵାରା ଧନ ଲାଭ ହେବାର ସମ୍ଭାବନା ଅଛି । ମାନସିକ ଶାନ୍ତି ପାଇଁ ଆପଣଙ୍କର ଖାଲିରେ ବସିବା ଭୟାନକ ପ୍ରମାଣିତ ହୋଇପାରେ । ଖର୍ଚରେ ଉନ୍ନତି ହେବ । କିନ୍ତୁ ଏହା ସହିତ ଆମଦାନୀରେ ହୋଇଥିବା ବୁଦ୍ଧି ଏହାକୁ ସନ୍ତୁଳିତ କରିଦେବ । ଅନ୍ୟ ବ୍ୟକ୍ତିଙ୍କ ମାମଲାରେ ଦଖଲ ଦିଅନ୍ତୁ ନାହିଁ । ଆଜି ଦ୍ଵିପହରରୁ ଉନ୍ନତିର ପ୍ରଗତି ହେବ । ଧନ ଲାଭ ହେବ ।

୯-ଧନୁ

ଆଜି ଆପଣ କ୍ରୋଧକୁ ଅତିରିକ୍ତ କରିବା ଠାରୁ ବଞ୍ଚନ୍ତୁ । ଚାକିରିରେ ଅଫିସରମାନଙ୍କ ସହିତ ମତଭେଦ ହୋଇପାରେ । ନିଜକୁ କୌଣସି ରଚନାତ୍ମକ କାର୍ଯ୍ୟରେ ଲଗାନ୍ତୁ । କାର୍ଯ୍ୟକୁ ନେଇ ବିବାଦ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ ସମ୍ଭବ ଅଟେ । ଜୀବନସାଥୀର ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି । ପାରିବାରିକ ଟେନସନ ଶେଷ ହେବ । ଆଜି ଅଳ୍ପ କ୍ୟାରିୟର ସମ୍ବନ୍ଧିତ ମାମଲାରେ କିଛି ଅସୁବିଧା ଆସିପାରେ ।

୧୦-ମକର

ଆଜି ଆପଣଙ୍କୁ କୌଣସି ସକାରାତ୍ମକ ସମାଚାର ମିଳିପାରେ । ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ରୁହନ୍ତୁ । ଆପଣଙ୍କୁ କିଛି ପ୍ରକାରର ଚେଞ୍ଜେସ କରିବାକୁ ପଡିପାରେ । ନୂତନ ନିବେଶ କରିବାରେ ଆପଣଙ୍କୁ ଲାଭ ମିଳିପାରେ । ରାଜକୀୟ କାର୍ଯ୍ୟରେ ଲାଭ ମିଳିବ । ବାହାନକୁ ସମ୍ଭାଳିକରି ଚଲାନ୍ତୁ ।

୧୦-କୁମ୍ଭ

ଆଜି ଆପଣ ଭବିଷ୍ୟତକୁ ଦେଖି କିଛି ଏମିତି କାମ କରନ୍ତୁ ଯାହା ଦ୍ଵାରା ଆପଣଙ୍କୁ ସମୟ ଉପରେ ଆର୍ଥିକ ସାହାର୍ଯ୍ୟ ମିଳିପାରେ । କୌଣସି ପରିଚିତ ବ୍ୟକ୍ତି ସହ ସାକ୍ଷାତ କରି ପାରନ୍ତି । ଆଜି ଆପଣଙ୍କର ମାନସିକ ସ୍ଥିତିରେ କିଛି ଅସୁବିଧା ଆସିବ । ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ । କରଜରୁ ମୁକ୍ତି ମିଳିବାର ସମ୍ଭାବନା ଅଛି । ଚାକିରିରେ ପ୍ରମୋଶନ ବି ମିଳିପାରେ ।

୧୨-ମୀନ

ଆଜି ଆପଣ ନୂଆ ଯୋଜନା କରି ପାରନ୍ତି । ଧନ ପ୍ରାପ୍ତିର ରାସ୍ତା ବାହାରିବ । ପରିବାରରେ ସମସ୍ୟାର ସମଧାନ ହେବ । କ୍ୟାରିୟରରେ ଭଲ ପ୍ରସ୍ତାବ ମିଳିବ । ଚାକିରି ସମ୍ବନ୍ଧିତ ସମସ୍ୟାର ସମଧାନ ହୋଇପାରେ । ନିଜର ସହକର୍ମୀମାନଙ୍କ ସହିତ ବିବାଦର ସ୍ଥିତି ଉପୁଜିବ । ମିଥ୍ୟା ଆରୋପ ଠାରୁ ବଞ୍ଚନ୍ତୁ । ଆଜି ଆପଣ ସକାରାତ୍ମକ ଉର୍ଜା ଦ୍ଵାରା ଭରପୁର ରହିବେ ।