ଯଦି ପତଳା ଅଛନ୍ତି ଏହି ପାଂଚଟି ଖାଦ୍ୟ ଖାଇଲେ 10 ଦିନ ରୁ ହୋଜିବେ ମୋଟା । ଥରେ ପଢନ୍ତୁ ।

କିପରି ପତଳାରୁ ମୋଟା ହେବା।କେଉଁ ଖାଦ୍ୟକୁ ଖାଇଲେ ପତଳାରୁ ମୋଟା ହେବେ।ଆଜିକାଲିର ଜୁବକମାନେ ନିଜର ଫିଟ୍ ନେସ୍ ନେଇ ସଜାଗ ଥାନ୍ତି।ମୋଟା ହେଲେ ପତଳା ହେବାପାଇଁ ଜିମ୍ ଯାଆନ୍ତି ଏବଂ ଅଳ୍ପ ଖାଦ୍ୟ କହନ୍ତି।ହେଲେ ଯେଉଁମାନେ ଅଧିକ ପତଳା ନିଜ ଚେହେରାରେ ପରିବର୍ତ୍ତନ ଆଣିବା ପାଇଁ ବହୁତ ଚେଷ୍ଟା କରନ୍ତି ଯେଉଁଥିଲାଗି ବହୁତ ଔଷଧ ଖାଆନ୍ତି।ପ୍ରାକୃତିକ ଉପାୟରେ କିପରି ପତଳାରୁ ମୋଟା ହେବେ।ଯଦି ଆପଣ ଓଜନ ବଢାଇବାକୁ ଚାହୁଁଛନ୍ତି ଖାଦ୍ୟରେ କ୍ୟାଲୋରିର ମାତ୍ରା ବଢାନ୍ତୁ।ପ୍ରଟିନ ଜୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ।ଦ୍ବିତୀୟରେ ଶଷ୍ଯ ଜାତିୟ ଖାଦ୍ୟ ଫଳ ପନିପରିବା ଆଦି ଖାଆନ୍ତୁ

।ଫଳରେ ମଧ୍ଯ ଓଜନ ବଢାଇବା ପାଇଁ କଦଳୀ ସବୁଠାରୁ ଭଲ।ପ୍ରତିଦିନ ଦୁଇଟି ପାଚିଲା କଦଳୀ ଖାଆନ୍ତୁ।ପନିଅରି ଖାଆନ୍ତୁ ନନଭେଜ ଆହୁରି ଭଲ ହେବ।ପ୍ରତିଦିନ ସକାଳେ ଅଳ୍ପ ମହୁ ଖାଆନ୍ତୁ।

ଖାଦ୍ୟ ତାଲିକାରେ ଲହୁଣୀ କୁ ସାମିଲ କରନ୍ତୁ।ମୋଟାହେବା ଆଶାରେ ଅଧିକ ତେଲ ମସଲା ଖାଆନ୍ତୁ ନାହିଁ।ଏହା ବିଭିନ୍ନ ସମସ୍ୟାର କାରଣ ହୋଇଥାଏ।ମୁଗଡାଲି ପନିୟରି ଅଣ୍ଡା ଗଜାମୁଗ ଆଦି ଖାଇବା ଦ୍ବାରା ଓଜନରେ ବୃଦ୍ଧି ଘଟେ

।ଓଜନ ବଢିବାପାଇଁ ବାଦାମ ନିହାତି ଆବଶ୍ୟକ ଜିନିଷ।ଯଦି ଆପଣ ଓଜନ ବଢାଇବା ପାଇଁ ଦିନକୁ ପାଞ୍ଚଥର ବାଦାମ ଖାଆନ୍ତୁ।ଏପରି କଲେ ଖୁବ୍ କମ ଦିନ ମଧ୍ୟରେ ଆପଣ ମୋଟା ହୋଇଯିବେ।